ତିଥି ବାର ବେଳା- ସେପ୍ଟେମ୍ବର ୪-୧୦, ୨୦୧୭

News Story - Posted on 2017-09-03

୪.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୯ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୪ ତାରିଖ, ସୋମବାର, ଭାଦ୍ରବ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ଶିବ ଚତୁର୍ଦ୍ଦଶୀ ଉପବାସ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୨ା୭ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨ା୨୪ରୁ ଘ୪ା୧୭, କାଳବେଳା - ଦିବା ଘ୭/୧୭ରୁ ଘ୮/୨୪, କାଳରାତ୍ରି - ଘ୧୦/୩୦ରୁ ଘ୧୧ା୩୬ । ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୪ରୁ ଘ୧୦ା୩୦, ରାତ୍ରି ଘ୧୧ା୩୭ରୁ ଘ୧ା୩୦, ଘ୨ା୧୦ରୁ ଘ୩ା୧୭ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୭, ଦିବା ଘ୧୨ା୪ରୁ ଘ୨ା୨୪, ଘ୪ା୧୭ରୁ ଘ୭ା୩୭, ରାତ୍ରି ଘ୪/୧୭ରୁ ନିଶାନ୍ତ ।

 

୫.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୦ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୫ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ଅଘୋର ଚତୁର୍ଦ୍ଦଶୀ, ଅନନ୍ତ ବ୍ରତ, ଚନ୍ଦ୍ରପୂଜା, ଗୁରୁଦିବସ, ଶରଣପଂଚକ, ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬ା୩୦ରୁ ଘ୭ା୧୦, କାଳବେଳା - ଦିବା ଘ୧/୪ରୁ ଘ୨/୧୦, କାଳରାତ୍ରି - ଘ୬/୪୦ରୁ ଘ୭ା୩୭ । ମୃତେ ପୁଷ୍କର ୧ପାଦ । ଶରଣପଂକ-ତୃଣକାଷ୍ଠ ଛେଦନ ନିଷେଧ । ଅଦ୍ୟ ଅନନ୍ତବ୍ରତ ବିହିତ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୧୦ରୁ ଘ୪ା୧୭, ରାତ୍ରି ଘ୧୦ା୧୦ରୁ ଘ୧୨ା୧୭ । ଅମୃତ -ଦିବା ଘ୭ା୧୦ରୁ ଘ୯ା୩୦, ଘ୧୧ା୨୪ରୁ ଘ୧ା୪, ରାତ୍ରି ଘ୧୨/୧୭ରୁ ଘ୪ା୧୭ ।

 

୬.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୧ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୬, ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ଇନ୍ଦ୍ରପୂର୍ଣ୍ଣିମା, ଭାଗବତ ଜନ୍ମ, ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ଉତ୍ସବ, ଶରଣପଂଚକ, ଅପରପକ୍ଷ ତର୍ପଣାରମ୍ଭ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୨୪ରୁ ଘ୧ା୧୭, କାଳବେଳା - ଦିବା ଘ୯/୧୦ରୁ ଘ୧୦/୧୭, କାଳରାତ୍ରି - ଘ୩/୧୦ରୁ ଘ୪ା୧୭ । ଶରଣପଂଚକ-ତୃଣକାଷ୍ଠ ଛେଦନ ନିଷେଧ । ଅଦ୍ୟ ଇନ୍ଦ୍ରପୂର୍ଣ୍ଣିମା ଓ ଭାଗବତ ପୂଜା । ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୦, ଦିବା ଘ୪ା୧୭ରୁ ଘ୭ା୩୦, ରାତ୍ରି ଘ୮ା୧୦ରୁ ଘ୧୦ା୧୭, ଘ୪ା୧୭ରୁ ନିଶାନ୍ତ । ଅମୃତ -ଦିବା ଘ୭ା୩୦ରୁ ଘ୯ା୧୦, ଘ୧ା୫୭ରୁ ଘ୪ା୧୭, ରାତ୍ରି ଘ୧୧/୫୭ରୁ ଘ୨ା୧୭ ।

 

୭.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୨ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୭ ତାରିଖ, ଗୁରୁବାର, ଆଶ୍ୱିନ କୃଷ୍ଣପକ୍ଷ, ପ୍ରତିପଦ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଦିବା ଘ୭ା୩୪ ମଧ୍ୟେ ଶରଣ ଶେଷ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ଦିବା ଘ୭/୩୪ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୧୭ରୁ ଘ୫ା୩୭, କାଳବେଳା - ଦିବା ଘ୩/୧୦ରୁ ଘ୪/୧୭, କାଳରାତ୍ରି - ଘ୧୨/୩୭ରୁ ଘ୧ା୪୪ । ମୃତେ ପୁଷ୍କର-ଦିବା ଘ୧୧/୪୫ ଗତେ ଓ ଦିବା ଘ୧/୨୯ ଗଧ୍ୟେ ୨ପାଦ । ଶରଣପଂଚକ-ତୃଣକାଷ୍ଠ ଛେଦନ ନିଷେଧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ଦ୍ୱିତୀୟାର ପାର୍ବଣ ଶ୍ରାଦ୍ଧ ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୪, ଦିବା ଘ୧୧ା୩୭ରୁ ଘ୧ା୩୦, ସଂଧ୍ୟା ଘ୫ା୩୭ରୁ ଘ୭ା୪୪, ରାତ୍ରି ଘ୧ା୪୪ରୁ ଘ୩ା୩୭, ଘ୪ା୧୭ରୁ ନିଶାନ୍ତ । ଅମୃତ -ଦିବା ଘ୧ା୩୦ରୁ ଘ୩ା୧୦, ରାତ୍ରି ଘ୭/୪୪ରୁ ଘ୧୧ା୪୪ ।

 

୮.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୩ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୮ ତାରିଖ, ଶୁକ୍ରବାର, ଆଶ୍ୱିନ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ବିଛା ଓ ମୀନ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୫୦ରୁ ଘ୧୧ା୩୦, କାଳବେଳା - ଦିବା ଘ୧୧/୩୦ରୁ ଘ୧/୫୦, କାଳରାତ୍ରି - ଘ୮/୫୦ରୁ ଘ୯ା୫୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୯ା୫୦, ଘ୧୨ା୩୭ରୁ ଘ୨ା୪୪ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୭, ସଂଧ୍ୟା ଘ୫ା୩୭ରୁ ଘ୯ା୧୭, ରାତ୍ରି ଘ୨/୩୭ରୁ ନିଶାନ୍ତ ।

 

୯.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୪ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୯ ତାରିଖ, ଶନିବାର, ଆଶ୍ୱିନ କୃଷ୍ଣପକ୍ଷ, ତୃତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଯାତ୍ରାଦି ଶୁକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର । ଦିବା ଘ୧ା୫୫ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୪୪ରୁ ଘ୨ା୩୭, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୪, ଦିବା ଘ୪/୧୭ରୁ ଘ୬/୪୪, କାଳରାତ୍ରି - ଘ୪/୨୭ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୪ରୁ ଘ୮ା୩୭ । ଅମୃତ -ଦିବା ଘ୧୦ା୨୪ରୁ ଘ୧୨ା୪୪, ଘ୨ା୩୭ରୁ ଘ୪ା୧୭, ରାତ୍ରି ଘ୧୨/୨୪ରୁ ଘ୩ା୨୪ ।

 

୧୦.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୨୫ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୧୦ ତାରିଖ, ରବିବାର, ଆଶ୍ୱିନ କୃଷ୍ଣପକ୍ଷ, ଚତୁର୍ଥୀ (ପଂଚମୀ କ୍ଷଃ) ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀା ନକ୍ଷତ୍ର । ଅଦ୍ୟ ନାଗପଂଚମୀ ଓ ଅଶ୍ୱପଂଚମୀ । ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୩୧ରୁ ଘ୧୨ା୧୧, କାଳବେଳା - ଦିବା ଘ୧୨/୧୧ରୁ ଘ୧/୧୮, କାଳରାତ୍ରି - ଘ୧/୧୮ରୁ ଘ୨ା୨୫ । ମୃତେ ପୁଷ୍କର ୧ପାଦ । ଅଦ୍ୟ ନାଗପଂଚମୀ ଓ ଅଶ୍ୱପଂଚମୀ ପୂଜା ବିହିତ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୮/୩୮ରୁ ଘ୧୦/୩୧, ଘ୧/୧୮ରୁ ଘ୩/୨୫, ସଂଧ୍ୟା ଘ୬ା୧୮ରୁ ଘ୮ା୨୫, ରାତ୍ରି ଘ୨/୨୫ରୁ ଘ୪/୧୮ । ଅମୃତ -ପ୍ରାତଃ ଘ୬ା୧୮ରୁ ଘ୮ା୩୮, ରାତ୍ରି ଘ୮/୨୫ରୁ ଘ୧୦ା୫ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top