ତିଥି ବାର ବେଳା- ଅଗଷ୍ଟ ୨୮-ସେପ୍ଟେମ୍ବର ୩, ୨୦୧୭

News Story - Posted on 2017-08-28

୨୮.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୮ ତାରିଖ, ସୋମବାର, ଭାଦ୍ରବ ଶୁକ୍ଳପକ୍ଷ, ସପ୍ତମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଅଦ୍ୟ ଲଳିତାସପ୍ତମୀ, କୁକ୍କୁଟୀ ବ୍ରତ, ଶ୍ରୀମନ୍ଦିରରେ ସୁଦର୍ଶନ ଦେବଙ୍କ ଆଶ୍ରମବିଜେ । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ଘାତଚନ୍ଦ୍ର । ଦିବା ଘ୧/୪୫ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨ା୨୨ରୁ ଘ୪ା୧୫, କାଳବେଳା - ଦିବା ଘ୭/୧୫ରୁ ଘ୮/୨୨, କାଳରାତ୍ରି - ଘ୧୦/୨୮ରୁ ଘ୧୧ା୩୫ । ମୃତେ ପୁଷ୍କର ରାତ୍ରି ଘ୮/୨୫ ମଧ୍ୟେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୨ରୁ ଘ୧୦ା୨୮, ରାତ୍ରି ଘ୧୧ା୩୫ରୁ ଘ୧ା୨୮, ଘ୨ା୮ରୁ ଘ୩ା୧୫ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୫, ଦିବା ଘ୧୨ା୨ରୁ ଘ୨ା୨୨, ରାତ୍ରି ଘ୭/୩୫ରୁ ଘ୪/୧୫, ଘ୪/୧୫ରୁ ନିଶାନ୍ତ ।

 

୨୯.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୯ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ଅଦ୍ୟ ରାଧାଷ୍ଟମୀ ଓ ଦୁର୍ବାଷ୍ଟମୀ, ଦୁର୍ଗାଶୟନ, ଶ୍ରୀମନ୍ଦିରରେ କେଶୀବଧ । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୬ା୨୮ରୁ ଘ୭ା୮, କାଳବେଳା - ଦିବା ଘ୧/୨ରୁ ଘ୨/୮, କାଳରାତ୍ରି - ସଂ.ଘ୬/୩୮ରୁ ଘ୭ା୩୫ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସର୍ବତ୍ର ରାଧାଷ୍ଟମୀ ବ୍ରତ ପାଳନୀୟ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୮ରୁ ଘ୪ା୧୫, ରାତ୍ରି ଘ୧୦ା୮ରୁ ଘ୧୨ା୧୫ । ଅମୃତ -ଦିବା ଘ୭ା୮ରୁ ଘ୯ା୨୮, ଘ୧୧/୨୨ରୁ ଘ୧/୨, ରାତ୍ରି ଘ୧୨/୧୫ରୁ ଘ୪ା୧୫ ।

 

୩୦.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୩୦ ତାରିଖ, ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ନବମୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର । ଅଦ୍ୟ ତାଳନବମୀ, ଠାକୁର ଅନୁକୂଳଚନ୍ଦ୍ର ଜୟନ୍ତୀ, ବୁଧିବାମନ ଓଷା । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨ା୧୯ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୨୩ରୁ ଘ୧ା୧୬, କାଳବେଳା - ଦିବା ଘ୯/୯ରୁ ଘ୧୦/୧୬, କାଳରାତ୍ରି - ଘ୩/୯ରୁ ଘ୪ା୧୬ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୪ା୧୬ରୁ ଘ୭ା୨୯, ରାତ୍ରି ଘ୮ା୯ରୁ ଘ୧୦ା୧୬, ଘ୪ା୧୬ରୁ ନିଶାନ୍ତ । ଅମୃତ -ଦିବା ଘ୭ା୨୯ରୁ ଘ୯ା୯, ଘ୧ା୫୬ରୁ ଘ୪ା୧୬, ରାତ୍ରି ଘ୧୧/୫୬ରୁ ଘ୨ା୧୬ ।

 

୩୧.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୩୧ ତାରିଖ, ଗୁରୁବାର, ଭାଦ୍ରବ ଶୁକ୍ଳପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଅଦ୍ୟ ଦଶାବତାର ବ୍ରତ, ଶ୍ରୀମନ୍ଦିରରେ ଲବଣୀଖିଆ ମଥୁରାହାଟ ଜୁର୍ ଉତ୍ସବ, ସୁଦଶା ବ୍ରତ । ଅବମତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୧୬ରୁ ଘ୫ା୩୬, କାଳବେଳା - ଦିବା ଘ୩/୯ରୁ ଘ୪/୧୬, କାଳରାତ୍ରି - ଘ୧୨/୩୬ରୁ ଘ୧ା୪୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସୁଦଶାବ୍ରତ ବିହିତ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୩, ଦିବା ଘ୧୧ା୩୬ରୁ ଘ୧ା୨୯, ସଂଧ୍ୟା ଘ୫ା୩୬ରୁ ଘ୭ା୪୩, ରାତ୍ରି ଘ୧ା୪୩ରୁ ଘ୩ା୩୬, ଘ୪ା୧୬ରୁ ନିଶାନ୍ତ । ଅମୃତ -ଦିବା ଘ୧ା୨୯ରୁ ଘ୩ା୯, ରାତ୍ରି ଘ୭/୪୩ରୁ ଘ୧୧ା୪୩ ।

 

୧.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୬ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୧ ତାରିଖ, ଶୁକ୍ରବାର, ଭାଦ୍ରବ ଶୁକ୍ଳପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢ଼ା (ମଳ) ନକ୍ଷତ୍ର । ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ବିଛା ଓ ମୀନ ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୫୦ରୁ ଘ୧୧ା୩୦, କାଳବେଳା - ଦିବା ଘ୧୧/୩୦ରୁ ଘ୧/୫୦, କାଳରାତ୍ରି - ଘ୮/୫୦ରୁ ଘ୯ା୫୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୯ା୫୦, ଘ୧୨ା୩୭ରୁ ଘ୨ା୪୪ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୭, ସଂଧ୍ୟା ଘ୫ା୩୭ରୁ ଘ୯ା୧୭, ରାତ୍ରି ଘ୨/୩୭ରୁ ନିଶାନ୍ତ ।

 

୨.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୭ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨ ତାରିଖ, ଶନିବାର, ଭାଦ୍ରବ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢ଼ା (ମଳ) ନକ୍ଷତ୍ର । ଅଦ୍ୟ ଇଦ୍ଜୁହା, ପାଶ୍ୱର୍ପରିବର୍ତ୍ତନ (ବଡ)଼ ଏକାଦଶୀ, ଦିବା ଘ୧୨ା୩୫ ଗତେ ଶରଣପଂଚକ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ଦିବା ଘ୧୨/୩୫ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୪୪ରୁ ଘ୨ା୩୭, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୪, ଦିବା ଘ୪/୧୭ରୁ ଘ୬/୪୪, କାଳରାତ୍ରି - ଘ୪/୧୭ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬ା୧ ଗତେ ୨ପାଦ ଓ ଦିବା ଘ୭ା୨୧ ଗତେ ୩ ପାଦ । ଶରଣପଂଚକ-ତୃଣକାଷ୍ଠ ଛେଦନ ନିଷେଧ । ସର୍ବତ୍ର ଏକାଦଶୀ ବ୍ରତ ପାଳନୀୟ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୪ରୁ ଘ୮ା୩୬ । ଅମୃତ -ଦିବା ଘ୧୦ା୨୪ରୁ ଘ୧୨ା୪୪, ଘ୨ା୩୭ରୁ ଘ୪ା୧୭, ରାତ୍ରି ଘ୧୧/୨୪ରୁ ଘ୩ା୨୪ ।

 

୩.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୮ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୩ ତାରିଖ, ରବିବାର, ଭାଦ୍ରବ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢ଼ା ନକ୍ଷତ୍ର । ଅଦ୍ୟ ବାମନ ଜନ୍ମ, ଶ୍ରୀମନ୍ଦିରରେ ସୁନିଆଁ, ନୂତନଖାତା ପୂଜା, ୫୯ଅଙ୍କ ୧୪୨୫ ସାଲ ପ୍ରବେଶ, ଖୁଦୁରୁକୁଣୀ ଓଷା, ଶରଣପଂଚକ । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୩୦ରୁ ଘ୧୨ା୧୦, କାଳବେଳା - ଦିବା ଘ୧୨/୧୦ରୁ ଘ୧/୧୭, କାଳରାତ୍ରି - ଘ୧/୧୭ରୁ ଘ୨ା୨୪ । ମୃତେ ପୁଷ୍କର ୩ ପାଦ, ଦିବା ଘ୮/୨୯ ଗତେ ୨ ପାଦ ଓ ଦିବା ଘ୧୦/୪୭ ଗତେ ୧ ପାଦ । ଶରଣପଂଚକ ଓ ଅଦ୍ୟ ବାମନଜନ୍ମ ପାଳନ ବିହିତା ତୃଣକାଷ୍ଠ ଛେଦନ ନିଷେଧ ଓ ସ୍ତ୍ରୀତୈଳ ବର୍ଜନୀୟ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୩୭ରୁ ଘ୧୦ା୩୦, ଘ୧ା୧୭ରୁ ଘ୩ା୨୪, ସଂଧ୍ୟା ଘ୬ା୧୭ରୁ ଘ୮ା୨୪, ରାତ୍ରି ଘ୨ା୨୪ରୁ ଘ୪ା୧୭ । ଅମୃତ -ପ୍ରାତଃ ଘ୬ା୧୭ରୁ ଘ୮ା୩୭, ରାତ୍ରି ଘ୮/୨୪ରୁ ଘ୧୦ା୪ ।


ପ୍ରତିକ୍ରିୟା

Shiba prasad barik - Email: sipuking1@gmail.com - Posted on 2017-09-03 09:17:38

Mara ku karma au tara pratikaea 2017 ra

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top