ତିଥି ବାର ବେଳା- ଅଗଷ୍ଟ ୨୧-୨୭, ୨୦୧୭

News Story - Posted on 2017-08-21

୨୧.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୫ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୧ ତାରିଖ, ସୋମବାର, ଭାଦ୍ରବ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ଅଦ୍ୟ ସପ୍ତପୁରୀ ଅମାବାସ୍ୟା । ଅମାବାସ୍ୟା-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୪ା୩୬ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୨୦ରୁ ଘ୪/୧୩, କାଳବେଳା - ଦିବା ଘ୭/୧୩ରୁ ଘ୮/୨୦, କାଳରାତ୍ରି - ଘ୧୦/୨୬ରୁ ଘ୧୧ା୩୩ । ଅଦ୍ୟ ସପ୍ତପିତୃକା ଶ୍ରାଦ୍ଧ ବିହିତ । ଅମାବାସ୍ୟାରେ ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୦ରୁ ଘ୧୦ା୨୬, ରାତ୍ରି ଘ୧୧ା୩୩ରୁ ଘ୧ା୨୬, ଘ୨ା୬ରୁ ଘ୩ା୧୩ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୩, ଦିବା ଘ୧୨ା୦ରୁ ଘ୨ା୨୦, ଘ୪ା୧୩ରୁ ଘ୭ା୩୩, ରାତ୍ରି ଘ୪/୧୩ରୁ ନିଶାନ୍ତ ।

 

୨୨.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୬ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୨ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମକର ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬ା୨୬ରୁ ଘ୭ା୬, କାଳବେଳା - ଦିବା ଘ୧/୦ରୁ ଘ୨/୬, କାଳରାତ୍ରି - ସଂଧ୍ୟା ଘ୬/୩୬ରୁ ଘ୭ା୩୩ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୯ା୪୯ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୬ରୁ ଘ୪ା୧୩, ରାତ୍ରି ଘ୧୦ା୬ରୁ ଘ୧୨ା୧୩ । ଅମୃତ -ଦିବା ଘ୭ା୬ରୁ ଘ୯ା୨୬, ଘ୧୧ା୨୦ରୁ ଘ୧ା୦, ରାତ୍ରି ଘ୧୨/୧୩ରୁ ଘ୪ା୧୩ ।

 

୨୩.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୭ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୩ ତାରିଖ, ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ବୁଧିବାମନ ଓଷା । ସିଦ୍ଧିଯୋଗ । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । କର୍କଟ ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ରାତ୍ରି ଘ୮ା୨୦ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୨୦ରୁ ଘ୧ା୧୩, କାଳବେଳା - ଦିବା ଘ୯/୬ରୁ ଘ୧୦/୧୩, କାଳରାତ୍ରି - ଘ୩/୬ରୁ ଘ୪ା୧୩ । ମୃତେ ପୁଷ୍କର ଦିବା ଘ୨/୨୭ ଗତେ ଓ ରାତ୍ରି ଘ୮/୩୪ ମଧ୍ୟେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୬, ଦିବା ଘ୪ା୧୩ରୁ ଘ୭ା୨୬, ରାତ୍ରି ଘ୮ା୬ରୁ ଘ୧୦ା୧୩, ଘ୪ା୧୩ରୁ ନିଶାନ୍ତ । ଅମୃତ -ଦିବା ଘ୭ା୨୬ରୁ ଘ୯ା୬, ଘ୧ା୫୩ରୁ ଘ୪ା୧୩, ରାତ୍ରି ଘ୧୧/୫୩ରୁ ଘ୨ା୧୩ ।

 

୨୪.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୮ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୪ ତାରିଖ, ଗୁରୁବାର, ଭାଦ୍ରବ ଶୁକ୍ଳପକ୍ଷ, ତୃତୀୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର । ଅଦ୍ୟ ବାଲିତୃତୀୟା, ଗୋ÷ରୀବ୍ରତ । ତିଥ୍ୟମୃତ ଯୋଗ- ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୧୩ରୁ ଘ୫ା୩୩, କାଳବେଳା - ଦିବା ଘ୩/୬ରୁ ଘ୪/୧୩, କାଳରାତ୍ରି - ଘ୧୨/୩୩ରୁ ଘ୧ା୪୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ତୃତୀୟାର ଗୋ÷ରୀବ୍ରତ ବିହିତ । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୦, ଦିବା ଘ୧୧ା୩୩ରୁ ଘ୧ା୨୬, ସଂଧ୍ୟା ଘ୫ା୩୩ରୁ ଘ୭ା୪୦, ରାତ୍ରି ଘ୧ା୪୦ରୁ ଘ୩ା୩୩, ଘ୪ା୧୩ରୁ ନିଶାନ୍ତ । ଅମୃତ -ଦିବା ଘ୧ା୨୬ରୁ ଘ୩ା୬, ରାତ୍ରି ଘ୭/୪୦ରୁ ଘ୧୧ା୪୦ ।

 

୨୫.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୯ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୫ ତାରିଖ, ଶୁକ୍ରବାର, ଭାଦ୍ରବ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ଅଦ୍ୟ ଗଣେଶ ଚତୁର୍ଥୀ ଓ ଉମା ଚତୁର୍ଥୀ, ହରିତାଳିକା ବ୍ରତ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ଦିବା ଘ୪ା୩୫ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୪୬ରୁ ଘ୧୧ା୨୬, କାଳବେଳା - ଦିବା ଘ୧୧/୨୬ରୁ ଘ୧/୪୬, କାଳରାତ୍ରି - ଘ୮/୪୬ରୁ ଘ୯ା୫୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସର୍ବତ୍ର ଗଣେଶ ଚତୁର୍ଥୀ ବ୍ରତ । ନୂଆ ବ୍ରତୀମାନେ ହରତାଳିକା ବ୍ରତ ପାଳନ କରିପାରିବେ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୪ରୁ ଘ୯ା୪୭, ଘ୧୨ା୩୪ରୁ ଘ୨ା୪୧ । ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୪, ସଂଧ୍ୟା ଘ୫ା୩୪ରୁ ଘ୯ା୧୪, ରାତ୍ରି ଘ୨/୩୪ରୁ ନିଶାନ୍ତ ।

 

୨୬.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୬ ତାରିଖ, ଶନିବାର, ଭାଦ୍ରବ ଶୁକ୍ଳପକ୍ଷ, ପଂଚମୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର । ଅଦ୍ୟ ଋଷିପଂଚମୀ, ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ ଓ ଋଷିପଂଚମୀା ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୪୧ରୁ ଘ୨ା୩୪, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୧, ଦିବା ଘ୪/୧୪ରୁ ଘ୬/୪୧, କାଳରାତ୍ରି - ଘ୪/୧୪ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୧ରୁ ଘ୮ା୩୪ । ଅମୃତ -ଦିବା ଘ୧୦ା୨୧ରୁ ଘ୧୨ା୪୧, ଘ୨ା୩୪ରୁ ଘ୪ା୧୪, ରାତ୍ରି ଘ୧୧/୨୧ରୁ ଘ୩ା୨୧ ।

 

୨୭.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର ସିଂହ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୭ ତାରିଖ, ରବିବାର, ଭାଦ୍ରବ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ଅଦ୍ୟ ସୋମନାଥ ବ୍ରତ ଆରମ୍ଭ, ଷଷ୍ଠୀଓଷା । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମେଷ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୨୮ରୁ ଘ୧୨ା୮, କାଳବେଳା - ଦିବା ଘ୧୨/୮ରୁ ଘ୧/୧୫, କାଳରାତ୍ରି - ଘ୧/୧୫ରୁ ଘ୨ା୨୨ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୦ା୮ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସୋମନାଥ ବ୍ରତ ବିହିତ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୩୫ରୁ ଘ୧୦ା୨୮, ଘ୧ା୧୫ରୁ ଘ୩ା୨୨, ସଂଧ୍ୟା ଘ୬ା୧୫ରୁ ଘ୮ା୨୨, ରାତ୍ରି ଘ୨ା୨୨ରୁ ଘ୪ା୧୫ । ଅମୃତ -ପ୍ରାତଃ ଘ୬ା୧୫ରୁ ଘ୮ା୩୫, ରାତ୍ରି ଘ୮/୨୨ରୁ ଘ୧୦ା୨ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top