ତିଥି ବାର ବେଳା- ଅଗଷ୍ଟ ୧୪-୨୦, ୨୦୧୭

News Story - Posted on 2017-08-13

୧୪.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୩୦ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୪ ତାରିଖ, ସୋମବାର, ଭାଦ୍ରବ କୃଷ୍ଣପକ୍ଷ, ସପ୍ତମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ (ଦ୍ୱିଜା କ୍ଷଃ) ନକ୍ଷତ୍ର। ଅଦ୍ୟ ଜନ୍ମାଷ୍ଟମୀ (ସ୍ମାର୍ତ୍ତ), ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମବିଧି। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର। ଧନୁ ରାଶିର ଘାତତିଥି ଓ ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୧୮ରୁ ଘ୪/୧୧, କାଳବେଳା - ଦିବା ଘ୭/୧୧ରୁ ଘ୮/୧୮, କାଳରାତ୍ରି ଘ୧୦ା୨୪ରୁ ଘ୧୧ା୩୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ବିହିତ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୮ରୁ ଘ୧୦ା୨୪, ରାତ୍ରି ଘ୧୧ା୩୧ରୁ ଘ୧ା୨୪, ଘ୨ା୪ରୁ ଘ୩ା୧୧। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୧, ଦିବା ଘ୧୧ା୫୮ରୁ ଘ୨ା୧୮, ଘ୪ା୧୧ରୁ ଘ୭ା୩୧, ରାତ୍ରି ଘ୪/୧୧ରୁ ନିଶାନ୍ତ।

 

୧୫.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୩୧ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୫ ତାରିଖ, ମଙ୍ଗଳବାର, ଭାଦ୍ରବ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ବିଧି (ବୈଷ୍ଣବ ମତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ), ସ୍ୱାଧୀନତା ଦିବସ। ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ  ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର। ମିଥୁନ ଓ କନ୍ୟା ରାଶିର ଘାତତିଥି। ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୧୦/୩୦ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୨୪ରୁ ଘ୭/୪, କାଳବେଳା - ଦିବା ଘ୧୨/୫୮ରୁ ଘ୨/୪, କାଳରାତ୍ରି ସଂ.ଘ୬ା୩୪ରୁ ଘ୭ା୩୧। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୩/୪୩ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ନନ୍ଦୋତ୍ସବ, ବୈଷ୍ଣବ୍ୟ ଜନ୍ମାଷ୍ଟମୀ ବ୍ରତ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪ରୁ ଘ୪ା୧୧, ରାତ୍ରି ଘ୧୦ା୪ରୁ ଘ୧୨ା୧୧। ଅମୃତ ଦିବା ଘ୭ା୪ରୁ ଘ୯ା୨୪, ଘ୧୧ା୧୮ରୁ ଘ୧୨ା୫୮, ରାତ୍ରି ଘ୧୨/୧୧ରୁ ଘ୪/୧୧।

 

୧୬.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୩୨ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୬ ତାରିଖ, ବୁଧବାର, ଭାଦ୍ରବ କୃଷ୍ଣପକ୍ଷ, ନବମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ମାସାନ୍ତ, ବୁଧିବାମନ ଓଷା। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ  ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର। ସିଂହ ଓ ବିଛା ରାଶିର ଘାତତିଥି। ମକର ରାଶିର ଘାତନକ୍ଷତ୍ର ଓ କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୮ରୁ ଘ୧/୧୧, କାଳବେଳା - ଦିବା ଘ୯/୪ରୁ ଘ୧୦/୧୧, କାଳରାତ୍ରି ଘ୩ା୪ରୁ ଘ୪ା୧୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୨୪, ଦିବା ଘ୪ା୧୧ରୁ ଘ୭ା୨୪, ରାତ୍ରି ଘ୮ା୪ରୁ ଘ୧୦ା୧୧, ଘ୪ା୧୧ରୁ ନିଶାନ୍ତ। ଅମୃତ ଦିବା ଘ୭ା୨୪ରୁ ଘ୮ା୪, ଘ୧ା୫୧ରୁ ଘ୪ା୧୧, ରାତ୍ରି ଘ୧୧/୫୧ରୁ ଘ୨/୧୧।

 

୧୭.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୧ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୭ ତାରିଖ, ଗୁରୁବାର, ଭାଦ୍ରବ କୃଷ୍ଣପକ୍ଷ, ଦଶମୀ ତିଥି, ବୃଷ ଚନ୍ଦ୍ର, ମଗଶିରା ନକ୍ଷତ୍ର। ଅଦ୍ୟ ବିଷ୍ଣୁପଦୀ ସିଂହ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ବକାସୁର ବଧ ବେଶ। ନିରଂଶଦିବସ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୩୦ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୧୨ରୁ ଘ୫/୩୨, କାଳବେଳା - ଦିବା ଘ୩/୫ରୁ ଘ୪/୧୨, କାଳରାତ୍ରି - ଘ୧୨/୩୨ରୁ ଘ୧/୩୯। ଅଦ୍ୟ ବିଷ୍ଣୁପଦୀ ସିଂହ ସଂକ୍ରାନ୍ତି। ପ୍ରାତଃରୁ ମଧ୍ୟାହ୍ନ ମେଧ୍ୟ ପୁଣ୍ୟକାଳ। ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ, ଉପବାସ ନିଷେଧ। କେବଳ ସ୍ନାନଦାନ ହିଁ ମୁଖ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୯, ଦିବା ଘ୧୧ା୩୨ରୁ ଘ୧ା୨୫, ସଂଧ୍ୟା ଘ୫ା୩୨ରୁ ଘ୭ା୩୯, ରାତ୍ରି ଘ୧ା୩୯ରୁ ଘ୩ା୩୨, ଘ୪ା୧୨ରୁ ନିଶାନ୍ତ। ଅମୃତ -ଦିବା ଘ୧/୨୫ରୁ ଘ୩/୫, ରାତ୍ରି ଘ୭/୩୯ରୁ ଘ୧୧ା୩୯।

 

୧୮.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୨ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୮ ତାରିଖ, ଶୁକ୍ରବାର, ଭାଦ୍ରବ କୃଷ୍ଣପକ୍ଷ, ଏକାଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ବୈଷ୍ଣବ୍ୟ ଏକାଦଶୀ ଓ କାଳୀୟଦଳନ ଏକାଦଶୀ, ଶ୍ରୀମନ୍ଦିରରେ କାଳୀୟଦଳନ, ଧେନୁକା ଓ ପ୍ରଳମ୍ୱାସୁର ବଧବେଶ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୪୫ରୁ ଘ୧୧/୨୫, କାଳବେଳା - ଦିବା ଘ୧୧/୨୫ରୁ ଘ୧/୪୫, କାଳରାତ୍ରି - ଘ୮/୪୫ରୁ ଘ୯/୫୨। ମୃତେ ପୁଷ୍କର ସଂଧ୍ୟା ଘ୬/୬ ଗତେ ଓ ନିଶାନ୍ତ ଘ୫/୫୭ ମେଧ୍ୟ ୨ପାଦ। ଅଦ୍ୟ ବିଧବା, ସନ୍ୟାସୀ ଓ ବୈଷ୍ଣବ୍ୟ ଏକାଦଶୀ ବ୍ରତ। ସ୍ତ୍ରୀତୈଳ ବର୍ଜନୀୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୨ରୁ ଘ୯ା୪୫, ଘ୧୨ା୩୨ରୁ ଘ୨ା୩୯। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୨, ସଂଧ୍ୟା ଘ୫/୩୨ରୁ ଘ୯/୧୨, ରାତ୍ରି ଘ୨/୩୨ରୁ ନିଶାନ୍ତ।

 

୧୯.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୩ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୯ ତାରିଖ, ଶନିବାର, ଭାଦ୍ରବ କୃଷ୍ଣପକ୍ଷ, ଦ୍ୱାଦଶୀ(ତ୍ରୟୋଦଶୀ କ୍ଷଃ) ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ କୃଷ୍ଣବଳରାମ ବେଶ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୧ା୩୦ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୦ରୁ ଘ୨/୩୩, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୦, ଦିବା ଘ୪/୧୩ରୁ ଘ୬/୪୦, କାଳରାତ୍ରି - ଘ୪/୧୩ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୭ା୨୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୦ରୁ ଘ୮ା୩୩। ଅମୃତ -ଦିବା ଘ୧୦ା୨୦ରୁ ଘ୧୨ା୪୦, ଘ୨/୩୩ରୁ ଘ୪/୧୩, ରାତ୍ରି ଘ୧୧/୨୦ରୁ ଘ୩ା୨୦।

 

୨୦.୮.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୪ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨୦ ତାରିଖ, ରବିବାର, ଭାଦ୍ରବ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ, ଶ୍ରୀମନ୍ଦିରରେ ସାତପୁରୀ ତାଡ଼ବିଜେ, ଖୁଦୁରୁକୁଣୀ ଓଷା। ଗଳଗ୍ରହ ତିଥି- ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୨୬ରୁ ଘ୧୨/୬, କାଳବେଳା - ଦିବା ଘ୧୨/୬ରୁ ଘ୧/୧୩, କାଳରାତ୍ରି - ଘ୧/୧୩ରୁ ଘ୨ା୨୦। ମୃତେ ପୁଷ୍କର ୧ପାଦ। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଓ ଉପବାସ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବ ଘ୮ା୩୩ରୁ ଘ୧୦ା୨୬, ଘ୧ା୧୩ରୁ ଘ୩ା୨୦, ସଂଧ୍ୟା ଘ୬ା୧୩ରୁ ଘ୮ା୨୦, ରାତ୍ରି ଘ୨ା୨୦ରୁ ଘ୪ା୧୩। ଅମୃତ -ପ୍ରାତଃ ଘ୬ା୧୩ରୁ ଘ୮ା୩୩, ରାତ୍ରି ଘ୮/୨୦ରୁ ଘ୧୦ା୦।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top