ତିଥି ବାର ବେଳା- ଜୁଲାଇ ୩୧- ଅଗଷ୍ଟ୬, ୨୦୧୭

News Story - Posted on 2017-07-31

୩୧.୭.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୧୬ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୩୧ ତାରିଖ, ସୋମବାର, ଶ୍ରାବଣ ଶକ୍ଳପକ୍ଷ, ଅଷ୍ଟମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୧୩ରୁ ଘ୪/୬, କାଳବେଳା - ଦିବା ଘ୭/୬ରୁ ଘ୮/୧୩, କାଳରାତ୍ରି - ଘ୧୦/୧୯ରୁ ଘ୧୧ା୨୬ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ମନ୍ୱାବ୍ଦ ଶ୍ରାଦ୍ଧ ବିହିତ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୩ରୁ ଘ୧୦ା୧୯, ରାତ୍ରି ଘ୧ା୨୬ରୁ ଘ୧ା୧୯, ଘ୧/୫୯ରୁ ଘ୩/୬ । ଅମୃତ ସୂର୍ଯ୍ୟୋଦୟରୁ ଘ୭/୬, ଘ୧୧/୫୩ରୁ ଘ୨/୧୩, ଘ୪/୬ରୁ ଘ୭/୨୬, ରାତ୍ରି ଘ୪/୬ରୁ ନିଶାନ୍ତ ।

 

୧.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୧୭ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧ ତାରିଖ, ମଙ୍ଗଳବାର, ଶ୍ରାବଣ ଶୁକ୍ଳପକ୍ଷ, ନବମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ବାଡ଼ିନୃସିଂହ ବିଜେ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୧୯ରୁ ଘ୬/୫୯, କାଳବେଳା - ଦିବା ଘ୧୨/୫୩ରୁ ଘ୧/୫୯, କାଳରାତ୍ରି - ସଂ.ଘ୬/୨୯ରୁ ଘ୭ା୨୬ । ମୃତେ ପୁଷ୍କର ୨ପାଦ, ଦିବା ଘ୧୨/୨୯ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୯ରୁ ଘ୪ା୬, ରାତ୍ରି ଘ୯ା୫୯ରୁ ଘ୧୨ା୬ । ଅମୃତ ପ୍ରାତଃ ଘ୬/୫୯ରୁ ଘ୯ା୧୯, ଦିବା ଘ୧୧/୧୩ରୁ ଘ୧୨/୫୩, ରାତ୍ରି ଘ୧୨/୬ରୁ ଘ୪/୬ ।

 

୨.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୧୮ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୨ ତାରିଖ, ବୁଧବାର, ଶ୍ରାବଣ ଶୁକ୍ଳପକ୍ଷ, ଦଶମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଓ ଶ୍ରୀଜୀଉଙ୍କ ଝୁଲଣଯାତ୍ରାରମ୍ଭ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । କର୍କଟ ରାଶିର ଘାତବାର ଓ ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୧୪ରୁ ଘ୧ା୭, କାଳବେଳା - ଦିବା ଘ୯/୦ରୁ ଘ୧୦/୭, କାଳରାତ୍ରି - ଘ୩/୦ରୁ ଘ୪ା୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୯, ଦିବା ଘ୪ା୬ରୁ ଘ୭ା୧୯, ରାତ୍ରି ଘ୭ା୫୯ରୁ ଘ୧୦ା୬, ଘ୪/୬ରୁ ନିଶାନ୍ତ । ଅମୃତ ଦିବା ଘ୭/୧୯ରୁ ଘ୮/୫୯, ଘ୧/୪୬ରୁ ଘ୪/୬, ରାତ୍ରି ଘ୧୧/୪୬ରୁ ଘ୨ା୬ ।

 

୩.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୧୯ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୩ ତାରିଖ, ଗୁରୁବାର, ଶ୍ରାବଣ ଶୁକ୍ଳପକ୍ଷ, ଏକାଦଶୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର । ଅଦ୍ୟ ପୁତ୍ରଦା ଏକାଦଶୀ, ଲକ୍ଷ୍ମୀନାରାୟଣ ବ୍ରତ । ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର । ଦିବା ଘ୪ା୩୦ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମୀନରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୭ରୁ ଘ୫/୨୭, କାଳବେଳା - ଦିବା ଘ୩/୦ରୁ ଘ୪/୭, କାଳରାତ୍ରି - ଘ୧୨/୨୭ରୁ ଘ୧ା୩୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଲକ୍ଷ୍ମୀନାରାୟଣ ବ୍ରତ । ବିଧବା, ବୈଷ୍ଣବ ଓ ସନ୍ୟାସୀଙ୍କ ଏକାଦଶୀ ବ୍ରତ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୪, ଦିବା ଘ୧୧ା୨୭ରୁ ଘ୧ା୨୦, ସଂଧ୍ୟା ଘ୫/୨୭ରୁ ଘ୭/୩୪, ରାତ୍ରି ଘ୧ା୩୪ରୁ ଘ୩ା୨୭, ଘ୪ା୭ରୁ ନିଶାନ୍ତ । ଅମୃତ ଦିବା ଘ୧/୨୦ରୁ ଘ୩/୦, ରାତ୍ରି ଘ୭/୩୪ରୁ ଘ୧୧ା୩୪ ।

 

୪.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୦ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୪ ତାରିଖ, ଶୁକ୍ରବାର, ଶ୍ରାବଣ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଅଦ୍ୟ ବିଷ୍ଣୁ ପବିତ୍ରାରୋପଣ ଓ ଆଖେଟକ ପର୍ବ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର । ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯/୪୧ରୁ ଘ୧୧/୨୧, କାଳବେଳା - ଦିବା ଘ୧୧/୨୧ରୁ ଘ୧/୪୧, କାଳରାତ୍ରି - ଘ୮/୪୧ରୁ ଘ୯ା୪୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୮ରୁ ଘ୯ା୪୧, ଘ୧୨ା୨୮ରୁ ଘ୨ା୩୫ । ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୮, ସଂଧ୍ୟା ଘ୫/୨୮ରୁ ଘ୯/୮, ରାତ୍ରି ଘ୨/୨୮ରୁ ନିଶାନ୍ତ ।

 

୫.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୧ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୫ ତାରିଖ, ଶନିବାର, ଶ୍ରାବଣ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୫ରୁ ଘ୨/୨୮, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୩୫, ଦିବା ଘ୪/୮ରୁ ଘ୬/୩୫, କାଳରାତ୍ରି - ଘ୪/୮ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୧/୫୦ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୫ରୁ ଘ୮ା୨୮ । ଅମୃତ ଦିବା ଘ୧୦/୧୫ରୁ ଘ୧୨ା୩୫, ଘ୨/୨୮ରୁ ଘ୪/୮, ରାତ୍ରି ଘ୧୧/୧୫ରୁ ଘ୩/୧୫ ।

 

୬.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୨ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୬ ତାରିଖ, ରବିବାର, ଶ୍ରାବଣ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର । ଅଦ୍ୟ ଶିବ ପବିତ୍ରାରୋପଣ, ଚତୁର୍ଦ୍ଦଶୀ ଉପବାସ, ବେଢା ଓ ଶରଣପଞ୍ଚକ । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ପ୍ରାତଃ ଘ୬ା୫୪ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୨୧ରୁ ଘ୧୨/୧, କାଳବେଳା - ଦିବା ଘ୧୨/୧ରୁ ଘ୧/୮ । କାଳରାତ୍ରି-ଘ୧ା୮ରୁ ଘ୨/୧୫ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୨/୨୯ ଗତେ ୧ପାଦ । ପ୍ରାତଃ ଘ୬/୫୪ ଗତେ ଶରଣପଂଚକ । ତୃଣକାଷ୍ଠ ଛେଦନ ନିଷେଧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୯ରୁ ଘ୧୦ା୨୩, ଘ୧/୯ରୁ ଘ୩/୧୬, ସଂଧ୍ୟା ଘ୬/୯ରୁ ଘ୮/୧୬, ରାତ୍ରି ଘ୨/୧୬ରୁ ଘ୪/୯ । ଅମୃତ ପ୍ରାତଃ ଘ୬ା୯ରୁ ଘ୮ା୨୯, ରାତ୍ରି ଘ୮/୧୬ରୁ ଘ୯ା୫୬ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top