ତିଥି ବାର ବେଳା- ଜୁଲାଇ ୧୭-୨୩, ୨୦୧୭

News Story - Posted on 2017-07-20

୧୭.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୨ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୭ ତାରିଖ, ସୋମବାର, ଶ୍ରାବଣ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ମିଥୁନ ଓ କନ୍ୟା ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୭ରୁ ଘ୪/୦, କାଳବେଳା - ଦିବା ଘ୭/୦ରୁ ଘ୮/୭, କାଳରାତ୍ରି - ଘ୧୦/୧୩ରୁ ଘ୧୧ା୨୦। ପୁଷ୍କର-ମୃତେ ୨ପାଦ, ଦିବା ଘ୧/୩୧ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୮ରୁ ଘ୧୦ା୧୪, ରାତ୍ରି ଘ୧୧ା୨୧ରୁ ଘ୧ା୧୪, ଘ୧/୫୪ରୁ ଘ୩/୧। ଅମୃତ ସୂର୍ଯ୍ୟୋଦୟରୁ ଘ୭/୧, ଦିବା ଘ୧୧/୪୮ରୁ ଘ୨/୮, ଘ୪/୧ରୁ ଘ୭/୨୧, ରାତ୍ରି ଘ୪/୧ରୁ ନିଶାନ୍ତ।

 

୧୮.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୩ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୮ ତାରିଖ, ମଙ୍ଗଳବାର, ଶ୍ରାବଣ କୃଷ୍ଣପକ୍ଷ, ନବମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଗଳଗ୍ରହତିଥି। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର। ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୪/୧୨ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୧୩ରୁ ଘ୬/୫୩, କାଳବେଳା - ଦିବା ଘ୧୨/୪୭ରୁ ଘ୧/୫୩, କାଳରାତ୍ରି - ସଂ.ଘ୬/୨୩ରୁ ଘ୭/୨୦। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୦/୩୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୪ରୁ ଘ୪ା୧, ରାତ୍ରି ଘ୯ା୫୪ରୁ ଘ୧୨ା୧। ଅମୃତ ପ୍ରାତଃ ଘ୬/୫୪ରୁ ଘ୯ା୧୪, ଦିବାଘ୧୧/୮ରୁ ଘ୧୨/୪୮, ରାତ୍ରି ଘ୧୨/୧ରୁ ଘ୪/୧।

 

୧୯.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୪ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୯ ତାରିଖ, ବୁଧବାର, ଶ୍ରାବଣ କୃଷ୍ଣପକ୍ଷ, ଦଶମୀ (ଏକାଦଶୀ କ୍ଷୟ) ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ କାମଦା (ତ୍ର୍ୟହସ୍ପର୍ଶା) ଏକାଦଶୀ। ତ୍ର୍ୟହସ୍ପର୍ଶା ତିଥି। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୮ରୁ ଘ୧/୧, କାଳବେଳା - ଦିବା ଘ୮/୫୪ରୁ ଘ୧୦/୧, କାଳରାତ୍ରି - ଘ୨/୫୪ରୁ ଘ୪/୧। ବିଧବା, ସନ୍ୟାସୀ ଓ ବୈଷ୍ଣବମାନଙ୍କ ଏକାଦଶୀ ବ୍ରତ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୪, ଦିବା ଘ୪ା୧ରୁ ଘ୭ା୧୪, ରାତ୍ରି ଘ୭ା୫୪ରୁ ଘ୧୦ା୧, ଘ୪/୧ରୁ ନିଶାନ୍ତ। ଅମୃତ ଦିବା ଘ୭/୧୪ରୁ ଘ୮/୫୪, ଘ୧/୪୧ରୁ ଘ୪/୧, ରାତ୍ରି ଘ୧୧/୪୧ରୁ ଘ୨ା୧।

 

୨୦.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୫ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୦ ତାରିଖ, ଗୁରୁବାର, ଶ୍ରାବଣ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୩/୩୩ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୨ରୁ ଘ୫/୨୨, କାଳବେଳା - ଦିବା ଘ୨/୫୫ରୁ ଘ୪/୨, କାଳରାତ୍ରି - ଘ୧୨/୨୨ରୁ ଘ୧/୨୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୧୧ା୨୨ରୁ ଘ୧ା୧୫, ସଂଧ୍ୟା ଘ୫/୨୨ରୁ ଘ୭/୨୯, ରାତ୍ରି ଘ୧ା୨୯ରୁ ଘ୩ା୨୨, ଘ୪ା୨ରୁ ନିଶାନ୍ତ। ଅମୃତ ଦିବା ଘ୧/୧୫ରୁ ଘ୨/୫୫, ରାତ୍ରି ଘ୭/୨୯ରୁ ଘ୧୧ା୨୯।

 

୨୧.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୬ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୧ ତାରିଖ, ଶୁକ୍ରବାର, ଶ୍ରାବଣ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୩୫ରୁ ଘ୧୧/୧୫, କାଳବେଳା - ଦିବା ଘ୧୧/୧୫ରୁ ଘ୧/୩୫, କାଳରାତ୍ରି - ଘ୮/୩୫ରୁ ଘ୯/୪୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୨ରୁ ଘ୯ା୩୫, ଘ୧୨ା୨୨ରୁ ଘ୨ା୨୯। ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୨, ସଂଧ୍ୟା ଘ୫/୨୨ରୁ ଘ୯/୨, ରାତ୍ରି ଘ୨/୨୨ରୁ ନିଶାନ୍ତ।

 

୨୨.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୭ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୨ ତାରିଖ, ଶନିବାର, ଶ୍ରାବଣ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଗଳଗ୍ରହ ତିଥି ଓ ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୯ରୁ ଘ୨/୨୨, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୨୯, ଦିବା ଘ୪/୨ରୁ ଘ୬/୨୯, କାଳରାତ୍ରି - ଘ୪/୨ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ଦିବା ଘ୧/୫୨ ଗତେ ୨ପାଦ। ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୨୯ରୁ ଘ୮ା୨୨। ଅମୃତ ଦିବା ଘ୧୦/୯ରୁ ଘ୧୨ା୨୯, ଘ୨/୨୨ରୁ ଘ୪/୨, ରାତ୍ରି ଘ୧୧/୯ରୁ ଘ୩/୯।

 

୨୩.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୮ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୩ ତାରିଖ, ରବିବାର, ଶ୍ରାବଣ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ଚିତାଲାଗି, ସୂର୍ଯ୍ୟମହତୀ ସ୍ନାନ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର। ପ୍ରାତଃ ଘ୫/୨୫ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୬ରୁ ଘ୧୧/୫୬, କାଳବେଳା - ଦିବା ଘ୧୧/୫୬ରୁ ଘ୧/୩, କାଳରାତ୍ରି - ଘ୧/୩ରୁ ଘ୨/୧୦। ମୃତେ ପୁଷ୍କର ୨ପାଦ, ଦିବା ଘ୧୦ା୫୦ ଗତେ ୧ପାଦ। ଖଳିଲାଗି ଅମାବାସ୍ୟା ଓ ଚିତ୍ରକ ପର୍ବ। ପିଷ୍ଟକ, କ୍ଷୀର ପାୟସ ଦ୍ୱାରା ସୂର୍ଯ୍ୟପୂଜା। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮/୨୩ରୁ ଘ୧୦/୧୬, ଘ୧/୩ରୁ ଘ୩/୧୦, ସଂଧ୍ୟା ଘ୬ା୩ରୁ ଘ୮ା୧୦, ଘ୨/୧୦ରୁ ଘ୪/୩। ଅମୃତ ପ୍ରାତଃ ଘ୬/୩ରୁ ଘ୮/୨୩, ରାତ୍ରି ଘ୮/୧୦ରୁ ଘ୯ା୫୦।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top