ତିଥି ବାର ବେଳା- ଜୁଲାଇ ୩-୯, ୨୦୧୭

News Story - Posted on 2017-07-02

୩.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୯ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୩ ତାରିଖ, ସୋମବାର, ଆଷାଢ଼ ଶୁକ୍ଳପକ୍ଷ, ଦଶମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ବାହୁଡ଼ା ଯାତ୍ରା, ମନ୍ୱାବ୍ଦ ଶ୍ରାଦ୍ଧ। ତିଥ୍ୟମୃତ ଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୩ରୁ ଘ୩/୫୬, କାଳବେଳା - ଦିବାଘ୬/୫୬ରୁ ଘ୮/୩, କାଳରାତ୍ରି - ଘ୧୦/୯ରୁ ଘ୧୨/୧୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ମନ୍ୱାବ୍ଦ ଶ୍ରାଦ୍ଧ ବିହିତ। ଶ୍ରୀଶ୍ରୀ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମତ୍ସ୍ୟମାଂସ ସ୍ତ୍ରୀତୈଳ ବର୍ଜନୀୟ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨ରୁ ଘ୧୦ା୮, ରାତ୍ରି ଘ୧୧ା୧୫ରୁ ଘ୧ା୮, ଘ୧/୪୮ରୁ ଘ୨/୫୫। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬/୫୫, ଦିବା ଘ୧୧ା୪୨ରୁ ଘ୨ା୨, ଘ୩/୫୫ରୁ ଘ୭/୧୫, ରାତ୍ରି ଘ୩/୫୫ରୁ ନିଶାନ୍ତ।

 

୪.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୦ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୪ ତାରିଖ, ମଙ୍ଗଳବାର, ଆଷାଢ଼ ଶୁକ୍ଳପକ୍ଷ, ଏକାଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ହରିଶୟନ (ବଡ)଼ ଏକାଦଶୀ ଓ ସୁନାବେଶ।  ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭/୩୭ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୬/୯ରୁ ଘ୬/୪୯, କାଳବେଳା - ଦିବା ଘ୧୨/୪୩ରୁ ଘ୧/୪୯, କାଳରାତ୍ରି - ଘ୬/୧୯ରୁ ଘ୭/୧୬। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୮/୧୬ ଗତେ ୩ପାଦ ଓ ରାତ୍ରି ଘ୧/୪୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସର୍ବତ୍ର ଏକାଦଶୀ ବ୍ରତ ପାଳନୀୟ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧ା୪୮ରୁ ଘ୩ା୫୫, ରାତ୍ରି ଘ୯ା୪୮ରୁ ଘ୧୧ା୫୫। ଅମୃତ ବେଳା-ପ୍ରାତଃ ଘ୬/୪୮ରୁ ଘ୯ା୮, ଦିବା ଘ୧୧ା୨ରୁ ଘ୧୨ା୪୨, ରାତ୍ରି ଘ୧୧/୫୫ରୁ ଘ୩/୫୫।

 

୫.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୧ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୫ ତାରିଖ, ବୁଧବାର, ଆଷାଢ଼ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ବିଛା ଚନ୍ଦ୍ର, ବିଶାଖା (ମଳ) ନକ୍ଷତ୍ର। ଅଦ୍ୟ ଗରୁଡଶୟନ ଦ୍ୱାଦଶୀ ଓ ଶ୍ରୀମନ୍ଦିରରେ ଅଧରପଣା ନୀତି। ସିଦ୍ଧି ଯୋଗଯୁକ୍ତ ଅମୃତଯୋଗ ହେତୁ ଦିନଟି ବିଷଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୩ରୁ ଘ୧୨ା୫୬, କାଳବେଳା - ଦିବା ଘ୮/୪୯ରୁ ଘ୯/୫୬, କାଳରାତ୍ରି - ଘ୨/୪୯ରୁ ଘ୩/୫୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୯, ଦିବା ଘ୩ା୫୬ରୁ ଘ୭ା୯, ରାତ୍ରି ଘ୭ା୪୯ରୁ ଘ୯ା୫୬, ଘ୩/୫୬ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୭ା୯ରୁ ଘ୮ା୪୯, ଘ୧ା୩୬ରୁ ଘ୩ା୫୬, ରାତ୍ରି ଘ୧୧/୩୬ରୁ ଘ୧ା୫୬।

 

୬.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୨ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୬ ତାରିଖ, ଗୁରୁବାର, ଆଷାଢ଼ ଶୁକ୍ଳପକ୍ଷ, ତ୍ରୟୋଦଶୀ (ଅହୋରାତ୍ର) ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅବମତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର, ବୃଷରାଶିର ଘାତଚନ୍ଦ୍ର। ବାରବେଳା - ଦିବ ଘ୩ା୫୭ରୁ ଘ୫ା୧୭, କାଳବେଳା - ଦିବା ଘ୨/୫୦ରୁ ଘ୩/୫୭, କାଳରାତ୍ରି - ଘ୧୨/୧୭ରୁ ଘ୧/୨୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୩୧୧ା୧୭ରୁ ଘ୧ା୧୦, ସଂଧ୍ୟା ଘ୫/୧୭ରୁ ଘ୭/୨୪, ରାତ୍ରି ଘ୧ା୨୪ରୁ ଘ୩ା୧୭, ଘ୩ା୫୭ରୁ ନିଶାନ୍ତ। ଅମୃତ ବେଳା- ଦିବା ଘ୧ା୧୦ରୁ ଘ୨ା୫୦, ରାତ୍ରି ଘ୭/୨୪ରୁ ଘ୧୧ା୨୪।

 

୭.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୩ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୭ ତାରିଖ, ଶୁକ୍ରବାର, ଆଷାଢ଼ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା (ମଳ) ନକ୍ଷତ୍ର। ଅଦ୍ୟ ଶିବଶୟନୋତ୍ସବ ଓ ଶିବ ଚତୁର୍ଦ୍ଦଶୀ। ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୧୫ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯ା୩୦ରୁ ଘ୧୧ା୧୦, କାଳବେଳା - ଦିବା ଘ୧୧/୧୦ରୁ ଘ୧/୩୦, କାଳରାତ୍ରି - ଘ୮/୩୦ରୁ ଘ୯/୩୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଶିବଶୟନ ଚତୁର୍ଦ୍ଦଶୀ ବିହିତ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୭ରୁ ଘ୯।୩୦, ଘ୧୨ା୧୭ରୁ ଘ୨ା୨୪। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭/୩୭, ସଂଧ୍ୟା ଘ୫ା୧୭ରୁ ଘ୮ା୫୭, ରାତ୍ରି ଘ୨/୧୭ରୁ ନିଶାନ୍ତ।

 

୮.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୪ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୮ ତାରିଖ, ଶନିବାର, ଆଷାଢ଼ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ଚନ୍ଦ୍ରପୂଜା ଓ ଉପବାସ। ଗଳଗ୍ରହ ତିଥି। ସିଦ୍ଧିଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତନକ୍ଷତ୍ର। ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୨୪ରୁ ଘ୨ା୧୭,  କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୨୪, ଦିବା ଘ୩/୫୭ରୁ ଘ୬/୨୪, କାଳରାତ୍ରି - ଘ୩/୫୭ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୮ରୁ ଘ୧୦ା୧୧, ଘ୧୨/୫୮ରୁ ଘ୩/୫,  ରାତ୍ରି ଘ୨/୫ରୁ ଘ୩/୫୮। ଅମୃତ ବେଳା- ପ୍ରାତଃ ଘ୫ା୫୮ରୁ ଘ୮ା୧୮, ରାତ୍ରି ଘ୮/୫ରୁ ଘ୯ା୪୫।

 

୯.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୫ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୯ ତାରିଖ, ରବିବାର, ଆଷାଢ଼ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ବ୍ୟାସପୂର୍ଣ୍ଣିମା, ଘଟଗାଁ ତାରିଣୀଙ୍କ ସୁନାବେଶ, ଚାତୁର୍ମାସ୍ୟା ବ୍ରତାରମ୍ଭ, ରାତ୍ରି ଘ୧୧ା୫୯ ଗତେ ଶରଣପଞ୍ଚକ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର। ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧ା୫୯ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦ା୧୦ରୁ ଘ୧୧ା୫୦,  କାଳବେଳା - ଦିବା ଘ୧୧/୫୦ରୁ ଘ୧୨/୫୭, କାଳରାତ୍ରି - ଘ୧୨/୫୭ରୁ ଘ୨/୪। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୨୭ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ମନ୍ୱାବ୍ଦ ଶ୍ରାଦ୍ଧ ବିହିତ। ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ପୁର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୮ରୁ ଘ୧୦ା୧୧, ଘ୧୨/୫୮ରୁ ଘ୩/୫, ସଂଧ୍ୟା ଘ୫/୫୮ରୁ ଘ୮/୫, ରାତ୍ରି ଘ୨/୫ରୁ ଘ୩/୫୮। ଅମୃତ ବେଳା- ପ୍ରାତଃ ଘ୫ା୫୮ରୁ ଘ୮ା୧୮, ରାତ୍ରି ଘ୮/୫ରୁ ଘ୯ା୪୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top