ତିଥି ବାର ବେଳା- ଜୁନ ୨୬-ଜୁଲାଇ ୨, ୨୦୧୭

News Story - Posted on 2017-06-25

୨୬.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୬ ତାରିଖ, ସୋମବାର, ଆଷାଢ଼ ଶୁକ୍ଳପକ୍ଷ, ତୃତୀୟା ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଇଦୁଲ‌୍‍ ଫିତର। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୧ରୁ ଘ୩/୫୪, କାଳବେଳା - ପ୍ରାତଃ ଘ୬/୫୪ରୁ ଘ୮/୧, କାଳରାତ୍ରି - ଘ୧୦/୭ରୁ ଘ୧୧/୧୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର  ଦିବା ଘ୮ା୧ରୁ ଘ୧୦ା୭, ରାତ୍ରି ଘ୧ା୧୪ରୁ ଘ୧ା୭, ଘ୧୧ା୪୭ରୁ ଘ୨/୫୪। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬/୫୪, ଦିବା ଘ୧୧/୪୧ରୁ ଘ୨/୧, ଘ୩/୫୪ରୁ ଘ୭/୧୪, ରାତ୍ରି ଘ୩/୫୪ରୁ ନିଶାନ୍ତ।ା

 

୨୭.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୭ ତାରିଖ, ମଙ୍ଗଳବାର, ଆଷାଢ଼ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ସମ୍ୱଲପୁର ବ୍ରହ୍ମପୁରା ଠାକୁରଙ୍କ ଦଶାବତାର ବେଶ, ବିପତ୍ତାରିଣୀ ବ୍ରତ।  ଗଳଗ୍ରହ ତିଥି। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମକର ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦/୫୪ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୭ରୁ ଘ୬/୪୭, କାଳବେଳା - ଦିବା ଘ୧୨/୪୧ରୁ ଘ୧/୪୭, କାଳରାତ୍ରି - ସଂ.ଘ୬/୧୭ରୁ ଘ୭/୧୩। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର  ଦିବା ଘ୧ା୪୭ରୁ ଘ୩ା୫୪, ରାତ୍ରି ଘ୯ା୪୭ରୁ ଘ୧୧ା୫୪ । ଅମୃତ ବେଳା-ପ୍ରାତଃ ଘ୬/୪୭ରୁ ଘ୯/୭, ଦିବା ଘ୧୧ା୧ରୁ ଘ୧୨ା୪୧, ରାତ୍ରି ଘ୧୧/୫୪ରୁ ଘ୩/୫୪।

 

୨୮.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୮ ତାରିଖ, ବୁଧବାର, ଆଷାଢ଼ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ଇନ୍ଦ୍ରଦ୍ୟୁମ୍ନେ ପଞ୍ଚମୀ ସ୍ନାନ, ଭଦ୍ରକ ସନ୍ଥିଆଗ୍ରାମସ୍ଥ ମଦନମୋହନ ମନ୍ଦିରରେ ହେରାପଞ୍ଚମୀ ଓ ଚୈତନ୍ୟଦେବଙ୍କ କନ୍ଥାଦର୍ଶନ ଯାତ୍ରା। ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। କର୍କଟ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧ରୁ ଘ୧୨/୫୪, କାଳବେଳା - ଦିବାଘ୮/୪୭ରୁ ଘ୯/୫୪, କାଳରାତ୍ରି - ଘ୨/୪୭ରୁ ଘ୩/୫୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର  ସୂର୍ଯ୍ୟୋଦୟରୁ ଘ୭/୭, ଦିବା ଘ୩ା୫୪ରୁ ଘ୭ା୭, ରାତ୍ରି ଘ୭ା୪୭ରୁ ଘ୯ା୫୪, ଘ୩/୫୪ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୭/୭ରୁ ଘ୮/୪୭, ଘ୧ା୩୪ରୁ ଘ୩ା୫୪, ରାତ୍ରି ଘ୧୧/୩୪ରୁ ଘ୧ା୫୪।

 

୨୯.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୯ ତାରିଖ, ଗୁରୁବାର, ଆଷାଢ଼ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ‌୍‍ୁନୀ ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ହେରାପଞ୍ଚମୀ। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ଓ କର୍କଟ ରଶିର ଘାତତିଥି, ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୧ା୪୬ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୫୧ରୁ ଘ୫/୧୧, କାଳବେଳା - ଦିବାଘ୨/୪୭ରୁ ଘ୩/୫୪, କାଳରାତ୍ରି - ଘ୧୨/୧୪ରୁ ଘ୧/୧୯। ମୃତେ ପୁଷ୍କର ରାତ୍ରି ଘ୭/୪୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୧୧ା୧୪ରୁ ଘ୧ା୭, ସଂଧ୍ୟା ଘ୫/୧୪ରୁ ଘ୭/୨୧, ରାତ୍ରି ଘ୧ା୨୧ରୁ ଘ୩ା୧୪, ଘ୩ା୫୪ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୧ା୭ରୁ ଘ୨ା୪୭, ରାତ୍ରି ଘ୭/୨୧ରୁ ଘ୧୧ା୨୧।

 

୩୦.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୬ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୩୦ ତାରିଖ, ଶୁକ୍ରବାର, ଆଷାଢ଼ ଶୁକ୍ଳପକ୍ଷ, ସପ୍ତମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ବିବାହ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୨୮ରୁ ଘ୧୧/୮, କାଳବେଳା - ଦିବାଘ୧୧/୮ରୁ ଘ୧/୨୮, କାଳରାତ୍ରି - ଘ୮/୨୮ରୁ ଘ୯/୩୫। ମୃତେ ପୁଷ୍କର ସଂଧ୍ୟା ଘ୫/୩୫ ମେଧ୍ୟ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୫ରୁ ଘ୯ା୨୮, ଘ୧୨ା୧୫ରୁ ଘ୨ା୨୨। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭/୩୫, ସଂଧ୍ୟା ଘ୫ା୧୫ରୁ ଘ୮ା୫୫, ରାତ୍ରି ଘ୨/୧୫ରୁ ନିଶାନ୍ତ।

 

୧.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୭ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧ ତାରିଖ, ଶନିବାର, ଆଷାଢ଼ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ପର୍ଶୁରାମାଷ୍ଟମୀ। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମିଥୁନ ଓ କନ୍ୟା ରାଶିର ଘାତତିଥି। ବୃଷ ରାଶିର ଘାତନକ୍ଷତ୍ର ଓ ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୨ରୁ ଘ୨/୧୫, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୨୧, ଦିବାଘ୩/୫୫ରୁ ଘ୬/୨୨, କାଳରାତ୍ରି - ଘ୩/୫୫ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ଅଦ୍ୟ ପର୍ଶୁରାମାଷ୍ଟମୀ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୨୨ରୁ ଘ୮ା୧୫। ଅମୃତ ବେଳା-ଦିବା ଘ୧୦/୨ରୁ ଘ୧୨ା୨୨, ଘ୨ା୧୫ରୁ ଘ୩ା୫୫, ରାତ୍ରି ଘ୧୧/୨ରୁ ଘ୩/୨।

 

୨.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୮ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨ ତାରିଖ, ରବିବାର, ଆଷାଢ଼ ଶୁକ୍ଳପକ୍ଷ, ନବମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ନବମୀ ସଂଧ୍ୟାଦର୍ଶନ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମେଷ ରାଶିର ଘାତବାର, ସିଂହ ଓ ବିଛା ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର। ଦିବା ଘ୧୧/୬ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୮ରୁ ଘ୧୧/୪୮, କାଳବେଳା - ଦିବା ଘ୧୧/୪୮ରୁ ଘ୧୨/୫୫, କାଳରାତ୍ରି - ଘ୧୨/୫୫ରୁ ଘ୨/୨। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୫ରୁ ଘ୧୦ା୮, ଘ୧୨/୫୫ରୁ ଘ୩/୨, ସଂଧ୍ୟା ଘ୫/୫୫ରୁ ଘ୮/୨, ରାତ୍ରି ଘ୨/୨ରୁ ଘ୩/୫୫। ଅମୃତ ବେଳା-ପ୍ରାତଃ ଘ୫ା୫୫ରୁ ଘ୮ା୧୫, ରାତ୍ରି ଘ୮/୨ରୁ ଘ୯ା୪୨।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top