ତିଥି ବାର ବେଳା- ଜୁନ ୧୯-୨୫, ୨୦୧୭

News Story - Posted on 2017-06-19

୧୯.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୫ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୯ ତାରିଖ, ସୋମବାର, ଆଷାଢ଼ କୃଷ୍ଣପକ୍ଷ, ଦଶମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ଅଣବସର ଦଶମୀ। ତିଥ୍ୟମୃତ ଯୋଗ। ଶୁଭକର୍ମ-ବିବାହ ଓ ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫/୧୨ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୫୯ରୁ ଘ୩/୫୨, କାଳବେଳା - ପ୍ରାତଃ ଘ୬/୫୨ରୁ ଘ୭/୫୯, କାଳରାତ୍ରି - ଘ୧୦/୫ରୁ ଘ୧୧/୧୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୮ରୁ ଘ୧୦ା୪, ରାତ୍ରି ଘ୧୧ା୧୧ରୁ ଘ୧ା୪, ଘ୧/୪୪ରୁ ଘ୨/୫୧। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬/୫୧, ଦିବା ଘ୧୧/୩୮ରୁ ଘ୧/୫୮, ଘ୩/୫୦ରୁ ରାତ୍ରି ଘ୭/୧୦, ରାତ୍ରି ଘ୩/୫୧ରୁ ନିଶାନ୍ତ।

 

୨୦.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୬ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୦ ତାରିଖ, ମଙ୍ଗଳବାର, ଆଷାଢ଼ କୃଷ୍ଣପକ୍ଷ, ଏକାଦଶୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ଖଳିଲାଗି ଏକାଦଶୀ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମକର ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୫ରୁ ଘ୬/୪୫, କାଳବେଳା - ଦିବା ଘ୧୨/୩୯ରୁ ଘ୧/୪୫, କାଳରାତ୍ରି - ସଂ.ଘ୬/୧୫ରୁ ଘ୭/୧୨। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୮/୩୦ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ବିଧବା, ସନ୍ୟାସୀ ଓ ବୈଷ୍ଣବ୍ୟ ଏକାଦଶୀ ବ୍ରତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧ା୪୪ରୁ ଘ୩ା୫୧, ରାତ୍ରି ଘ୯ା୪୪ରୁ ଘ୧୧ା୫୧। ଅମୃତ ବେଳା-ପ୍ରାତଃ ଘ୬/୪୪ରୁ ଘ୯ା୪, ଦିବା ଘ୧୦/୫୮ରୁ ଘ୧୨/୩୮, ରାତ୍ରି ଘ୧/୫୧ରୁ ଘ୩/୫୧।

 

୨୧.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୭ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୧ ତାରିଖ, ବୁଧବାର, ଆଷାଢ଼ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ସିଦ୍ଧିଯୋଗ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। କର୍କଟ ରାଶିର ଘାତବାର, ତୁଳା ମକର ଓ ମୀନ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର ଓ ମେଷ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬/୪୩ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୦ରୁ ଘ୧୨ା୫୩, କାଳବେଳା - ଦିବାଘ୮/୪୬ରୁ ଘ୯/୫୩, କାଳରାତ୍ରି - ଘ୨/୪୬ରୁ ଘ୩/୫୩। ମୃତେ ପୁଷ୍କର ଦିବା ଘ୧୨/୫୦ ଗତେ ଓ ସଂଧ୍ୟା ଘ୬ା୩୭ ମେଧ୍ୟ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଦ୍ୱାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୫, ରାତ୍ରି ଘ୭ା୪୫ରୁ ଘ୯ା୫୨, ଘ୩/୫୨ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୭/୫ରୁ ଘ୮/୪୫, ଘ୧ା୩୨ରୁ ଘ୩ା୫୨, ରାତ୍ରି ଘ୧୧/୩୨ରୁ ଘ୧ା୫୨।

 

୨୨.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୮ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୨ ତାରିଖ, ଗୁରୁବାର, ଆଷାଢ଼ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ଅଣବସର ତ୍ରୟୋଦଶୀ, ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ଦିବସ, ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଗଳଗ୍ରହ ତିଥି, ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୫୩ରୁ ଘ୫/୧୩, କାଳବେଳା - ଦିବାଘ୨/୪୬ରୁ ଘ୩/୫୩, କାଳରାତ୍ରି - ଘ୧୨/୧୩ରୁ ଘ୧/୧୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ, ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ନିଷେଧ। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୦, ଦିବା ଘ୧୧ା୧୨ରୁ ଘ୧ା୫, ସଂଧ୍ୟା ଘ୫/୧୨ରୁ ଘ୭/୧୯, ରାତ୍ରି ଘ୧ା୧୯ରୁ ଘ୩ା୧୨। ଅମୃତ ବେଳା-ଦିବା ଘ୧/୫ରୁ ଘ୨/୪୫, ରାତ୍ରି ଘ୭/୧୯ରୁ ଘ୧୧ା୧୮।

 

୨୩.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୯ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୩ ତାରିଖ, ଶୁକ୍ରବାର, ଆଷାଢ଼ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ଚନ୍ଦ୍ରକ୍ଷୟ ଓ ହଳନିଷେଧ। ଗଳଗ୍ରହ ତିଥି। ତିଥ୍ୟମୃତ ଯୋଗ। ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବିଛା ଓ ମୀନ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୭/୧୦ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୨୬ରୁ ଘ୧୧/୬, କାଳବେଳା - ଦିବାଘ୧୧/୬ରୁ ଘ୧/୨୬, କାଳରାତ୍ରି - ଘ୮/୨୬ରୁ ଘ୯/୩୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୨ରୁ ଘ୯ା୨୫, ଘ୧୨ା୧୨ରୁ ଘ୨ା୧୯। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭/୩୨, ସଂଧ୍ୟା ଘ୫/୧୨ରୁ ଘ୮/୫୨, ରାତ୍ରି ଘ୨/୧୧ରୁ ନିଶାନ୍ତ।

 

୨୪.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୪ ତାରିଖ, ଶନିବାର, ଆଷାଢ଼ କୃଷ୍ଣପକ୍ଷ, ଅମାବାସ୍ୟା ତିଥି (ପ୍ରତିପଦ କ୍ଷୟ), ଆର୍ଦ୍ରା କ୍ଷୟ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ବିଜୟ ଅମାବାସ୍ୟା, ନେତ୍ରୋତ୍ସବ, ନବଯ୍ଭୋବନ ଦର୍ଶନ, ଗୋପବନ୍ଧୁଙ୍କ ଶ୍ରାଦ୍ଧ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। କୁମ୍ଭ ରାଶିର ଘାତନକ୍ଷତ୍ର ଓ  ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୦ରୁ ଘ୨/୧୩, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୧୯, ଦିବା ଘ୩/୫୩ରୁ ଘ୬/୨୦, କାଳରାତ୍ରି - ଘ୩/୫୩ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୩/୩୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଅଦ୍ୟ ଅମାବାସ୍ୟା ପର୍ବ ବିହିତ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ପ୍ରତିପଦର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୧୯ରୁ ଘ୮ା୧୨। ଅମୃତ ବେଳା-ଦିବା ଘ୯.୫୯ରୁ ଘ୧୨ା୧୯, ଘ୨ା୧୨ରୁ ଘ୩ା୫୨, ରାତ୍ରି ଘ୧୦/୫୯ରୁ ଘ୨/୫୯।

 

୨୫.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨୫ ତାରିଖ, ରବିବାର, ଆଷାଢ଼ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା, ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ତ୍ର୍ୟହସ୍ପର୍ଶା ତିଥି। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମେଷ ରାଶିର ଘାତବାର। କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭/୯ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୬ରୁ ଘ୧୧/୪୬, କାଳବେଳା - ଦିବାଘ୧୧/୪୬ରୁ ଘ୧୨/୫୨, କାଳରାତ୍ରି - ଘ୧୨/୫୨ରୁ ଘ୨/୦। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୫/୨୯ ଗତେ ୩ପାଦ, ରାତ୍ରି ଘ୧୨/୩ ଗତେ ୨ପାଦ ଓ ରାତ୍ରି ଘ୧/୧୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶ୍ରୀଗୁଣ୍ଡିଚା ଯାତ୍ରା। ପୁଣ୍ୟ ଦିବସରେ ଗ୍ରହଶାନ୍ତି ହୋମ ଓ ଦାନପୁଣ୍ୟ କରଣୀୟ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୨ରୁ ଘ୧୦ା୫, ଘ୧୨/୫୨ରୁ ଘ୨/୫୯, ସଂଧ୍ୟା ଘ୫/୫୨ରୁ ଘ୭/୫୯, ରାତ୍ରି ଘ୧୧/୫୯ରୁ ଘ୩/୫୨। ଅମୃତ ବେଳା-ପ୍ରାତଃ ଘ୬/୫୨ରୁ ଘ୮/୧୨, ରାତ୍ରି ଘ୭/୫୯ରୁ ଘ୯ା୩୯।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top