ତିଥି ବାର ବେଳା- ଜୁନ ୧୨-୧୮, ୨୦୧୭

News Story - Posted on 2017-06-15

୧୨.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୯ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୨ ତାରିଖ, ସୋମବାର, ଆଷାଢ଼ କୃଷ୍ଣପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢ଼ା ନକ୍ଷତ୍ର। ଶରଣ ଆରମ୍ଭ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ, ଧନୁ ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭/୫୨ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧ା୫୮ରୁ ଘ୩ା୫୧, କାଳବେଳା-ପ୍ରାତଃ ଘ୬ା୫୧ରୁ ଘ୭ା୫୮, କାଳରାତ୍ରି - ଘ୧୦/୪ରୁ ଘ୧୧/୧୧। ଶରଣପଞ୍ଚକ-ରାତ୍ରି ଘ୭/୫୨ ଗତେ ତୃଣକାଷ୍ଠ ଛେଦନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୧୦ା୩, ରାତ୍ରି ଘ୧୧/୧୦ରୁ ଘ୧/୩, ଘ୧/୪୩ରୁ ଘ୨/୫୦। ଅମୃତ ସୂର୍ଯ୍ୟୋଦୟରୁ ଘ୬/୫୦, ଦିବା ଘ୧୧ା୩୭ରୁ ଘ୧ା୫୭, ଘ୩ା୪୯ରୁ ଘ୭ା୯, ରାତ୍ରି ଘ୩/୫୦ରୁ ନିଶାନ୍ତ।

 

୧୩.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୩୦ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୩ ତାରିଖ, ମଙ୍ଗଳବାର, ଆଷାଢ଼ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢ଼ା ନକ୍ଷତ୍ର। ଅବମ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬ା୩ରୁ ଘ୬ା୪୩, କାଳବେଳା-ଦିବା ଘ୧୨ା୩୭ରୁ ଘ୧ା୪୩, କାଳରାତ୍ରି - ଘ୬/୧୩ରୁ ଘ୭ା୧୦। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୨ରୁ ଘ୩ା୪୯, ରାତ୍ରି ଘ୯ା୪୨ରୁ ଘ୧୧ା୪୯। ଅମୃତ ପ୍ରାତଃ ଘ୬ା୪୨ରୁ ଘ୯ା୨, ଦିବା ଘ୧୦/୫୬ରୁ ଘ୧୨/୩୬, ରାତ୍ରି ଘ୧/୪୯ରୁ ଘ୩ା୪୯।

 

୧୪.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୩୧ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୪ ତାରିଖ, ବୁଧବାର, ଆଷାଢ଼ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଅଣସର ପଞ୍ଚମୀ ଓ ମାସାନ୍ତ, ପ୍ରଥମ ରଜପର୍ବ, ଶରଣପଞ୍ଚକ। ମଳତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧ା୫୭ରୁ ଘ୧୨ା୫୦, କାଳବେଳା-ଦିବା ଘ୮ା୪୩ରୁ ଘ୯ା୫୦, କାଳରାତ୍ରି - ଘ୨/୪୩ରୁ ଘ୩ା୫୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨, ରାତ୍ରି ଘ୭ା୪୨ରୁ ଘ୯ା୪୯, ଘ୩ା୪୯ରୁ ନିଶାନ୍ତ। ଅମୃତ ଦିବା ଘ୭ା୨ରୁ ଘ୮ା୪୨, ଘ୧ା୨୯ରୁ ଘ୩ା୪୯, ରାତ୍ରି ଘ୧୧/୨୯ରୁ ଘ୧/୪୯।

 

୧୫.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୫ ତାରିଖ, ଗୁରୁବାର, ଆଷାଢ଼ କୃଷ୍ଣପକ୍ଷ, ଷଷ୍ଠୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ମିଥୁନ (ରଜ) ସଂକ୍ରାନ୍ତି ଓ ଶରଣପଞ୍ଚକ। ନିରଂଶ ଦିବସ, ମଳତିଥି। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୭ା୧୦ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୫୦ରୁ ଘ୫/୧୦, କାଳବେଳା - ଦିବାଘ୨/୪୩ରୁ ଘ୩/୫୦, କାଳରାତ୍ରି - ଘ୧୨/୧୦ରୁ ଘ୧/୧୫। ଅଦ୍ୟ ଷଡ଼ଶୀତି ମିଥୁନ ସଂକ୍ରାନ୍ତି କୃତ୍ୟ। ମଧ୍ୟାହ୍ନରୁ ସୂର୍ଯ୍ୟାସ୍ତ ମେଧ୍ୟ ପୁଣ୍ୟକାଳ। (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବେ ନାହିଁ, କେବଳ ସ୍ନାନ, ଦାନ ହିଁ ମୁଖ୍ୟ)। ଗ୍ରହଶାନ୍ତି, ହୋମ ବିହିତ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଷଷ୍ଠୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୭, ଦିବା ଘ୧୧ା୯ରୁ ଘ୧ା୨, ସଂଧ୍ୟା ଘ୫/୯ରୁ ଘ୭/୧୬, ରାତ୍ରି ଘ୧ା୧୬ରୁ ଘ୩ା୯। ଅମୃତ ବେଳା-ଦିବା ଘ୧/୨ରୁ ଘ୨/୪୨, ରାତ୍ରି ଘ୭/୧୬ରୁ ଘ୧୧ା୧୫।

 

୧୬.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୬ ତାରିଖ, ଶୁକ୍ରବାର, ଆଷାଢ଼ କୃଷ୍ଣପକ୍ଷ, ସପ୍ତମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଭୂଦାହ, ତୃତୀୟ ରଜପର୍ବ, ଶରଣପଞ୍ଚକ। ଶୁଭକର୍ମ-ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର, ତୁଳା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୨୩ରୁ ଘ୧୧/୩, କାଳବେଳା - ଦିବାଘ୧୧/୩ରୁ ଘ୧/୨୩, କାଳରାତ୍ରି - ଘ୮/୨୩ରୁ ଘ୯/୩୦। ମୃତେ ପୁଷ୍କର ରାତ୍ରି ଘ୭/୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ସପ୍ତମୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୨୯ରୁ ଘ୯ା୨୨, ଘ୧୨ା୯ରୁ ଘ୨ା୧୬। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭/୨୯, ସଂଧ୍ୟା ଘ୫/୯ରୁ ଘ୮/୪୯, ରାତ୍ରି ଘ୨/୮ରୁ ନିଶାନ୍ତ।

 

୧୭.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୩ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୭ ତାରିଖ, ଶନିବାର, ଆଷାଢ଼ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ବସୁମତୀ ସ୍ନାନ, ଦିବା ଘ୧ା୨୨ ମେଧ୍ୟ ଶରଣ ଶେଷ। ତ୍ୟହସ୍ପର୍ଶା ତିଥି। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୧ା୨୨ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୮ରୁ ଘ୨/୨୧, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୧୭, ଦିବାଘ୩/୫୧ରୁ ଘ୬/୧୮, କାଳରାତ୍ରି - ଘ୩/୫୧ରୁ ନିଶାନ୍ତ। ମୃତେ ପୁଷ୍କର ୩ପାଦ, ପ୍ରାତଃ ଘ୫/୨୦ ଗତେ ୨ପାଦ ସ ରାତ୍ରି ଘ୭/୨୪ ଗତେ ୧ପାଦ। ଶରଣପଞ୍ଚକ - ଦିବା ଘ୧/୨୨ ମେଧ୍ୟ ତୃଣକାଷ୍ଠ ଛେଦନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୧୭ରୁ ଘ୮ା୧୦। ଅମୃତ ବେଳା-ଦିବା ଘ୯/୫୭ରୁ ଘ୧୨ା୧୭, ଘ୨/୧୦ରୁ ଘ୩/୫୦, ରାତ୍ରି ଘ୧୦/୫୭ରୁ ଘ୨/୫୭।

 

୧୮.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୪ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୮ ତାରିଖ, ରବିବାର, ଆଷାଢ଼ କୃଷ୍ଣପକ୍ଷ, ନବମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଗଳଗ୍ରହ ତିଥି। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୫ରୁ ଘ୧୧/୪୫, କାଳବେଳା - ଦିବା ଘ୧୧/୪୫ରୁ ଘ୧୨/୫୧, କାଳରାତ୍ରି - ଘ୧୨/୫୨ରୁ ଘ୧/୫୯। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮/୧୧ରୁ ଘ୧୦/୪, ଘ୧୨/୫୧ରୁ ଘ୨/୫୮, ସଂଧ୍ୟା ଘ୫ା୫୧ରୁ ଘ୭ା୫୮, ରାତ୍ରି ଘ୧୧/୫୮ରୁ ଘ୩/୫୧। ଅମୃତ ବେଳା-ପ୍ରାତଃ ଘ୫/୫୧ରୁ ଘ୮/୧୧, ରାତ୍ରି ଘ୭/୫୮ରୁ ଘ୯ା୩୮।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top