ତିଥି ବାର ବେଳା- ଜୁନ ୫-୧୧, ୨୦୧୭

News Story - Posted on 2017-06-06

୫.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୨ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୫ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଏକାଦଶୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ନିର୍ଜଳା ଏକାଦଶୀ, ରୁକ୍ମିଣୀ ବିବାହ, ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ବେଶ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ବେଷ, ବୃଷ ଓ ସିଂହ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧ା୫୮ରୁ ଘ୩ା୫୧, କାଳବେଳା-ପ୍ରାତଃ ଘ୬/୫୧ରୁ ଘ୭ା୫୮, କାଳରାତ୍ରି - ଘ୧୦/୪ରୁ ଘ୧୧/୧୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବିଧବା, ସନ୍ୟାସୀ ଓ ବୈଷ୍ଣବଙ୍କ ଏକାଦଶୀ ବ୍ରତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୧୦ା୩, ରାତ୍ରି ଘ୧୧/୧୦ରୁ ଘ୧/୩, ଘ୧/୪୩ରୁ ଘ୨/୫୦। ଅମୃତ ସୂର୍ଯ୍ୟୋଦୟରୁ ଘ୬/୫୦, ଦିବା ଘ୧୧ା୩୭ରୁ ଘ୧ା୫୭, ଘ୩ା୩୯ରୁ ରାତ୍ରି ଘ୭ା୯, ରାତ୍ରି ଘ୩/୫୦ରୁ ନିଶାନ୍ତ।

 

୬.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୩ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୬ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଚମ୍ପକ ଦ୍ୱାଦଶୀ, ମଙ୍ଗଳଚଣ୍ଡୀ ବ୍ରତ। ତିଥ୍ୟମୃତ ଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର, ତୁଳା, ମକର ଓ ମୀନରାଶିର ଘାତତିଥି, ସିଂହରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬ା୩ରୁ ଘ୬ା୪୩, କାଳବେଳା-ଦିବା ଘ୧୨ା୩୭ରୁ ଘ୧ା୪୩, କାଳରାତ୍ରି - ଘ୬/୧୩ରୁ ଘ୭ା୧୦। ମୃତେ ପୁଷ୍କର ୨ପାଦ, ଦିବା ଘ୯/୧୮ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମଙ୍ଗଳଚଣ୍ଡୀ ବ୍ରତ ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୩ରୁ ଘ୩ା୫୦, ରାତ୍ରି ଘ୯ା୪୩ରୁ ଘ୧୧ା୫୦। ଅମୃତ ପ୍ରାତଃ ଘ୬ା୪୩ରୁ ଘ୯ା୩, ଦିବା ଘ୧୦/୫୭ରୁ ଘ୧୨/୩୭, ରାତ୍ରି ଘ୧/୫୦ରୁ ଘ୩ା୫୦।

 

୭.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୪ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୭ ତାରିଖ, ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଶିଚତୁର୍ଦ୍ଦଶୀ ବ୍ରତ ଉପବାସ। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ବେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫/୧୪ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟାରାଶିର ଚନ୍ଦ୍ରଶୁଦ୍ଧି। ବୃଷରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧ା୫୮ରୁ ଘ୧୨ା୫୧, କାଳବେଳା-ଦିବା ଘ୮ା୪୪ରୁ ଘ୯ା୫୧, କାଳରାତ୍ରି - ଘ୨/୪୪ରୁ ଘ୩ା୫୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩, ରାତ୍ରି ଘ୭ା୪୩ରୁ ଘ୯ା୫୦, ଘ୩ା୫୦ରୁ ନିଶାନ୍ତ। ଅମୃତ ଦିବା ଘ୭ା୩ରୁ ଘ୮ା୪୩, ଘ୧ା୩୦ରୁ ଘ୩ା୫୦, ରାତ୍ରି ଘ୧୧/୩୦ରୁ ଘ୧/୫୦।

 

୮.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୫ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୮ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ପାପଯୋଗ। ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩ା୫୧ରୁ ଘ୫/୧୧, କାଳବେଳା -ଦିବା ଘ୨/୪୪ରୁ ଘ୩/୫୧,  କାଳରାତ୍ରି -ରା.ଘ୧୨/୧୧ରୁ ଘ୧ା୧୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୮, ଦିବା ଘ୧୧ା୧୦ରୁ ଘ୧ା୩, ସଂଧ୍ୟା ଘ୫/୧୦ରୁ ଘ୭/୧୭, ରାତ୍ରି ଘ୧ା୧୭ରୁ ଘ୩ା୧୦। ଅମୃତ ଦିବା ଘ୧/୩ରୁ ଘ୨/୪୩, ରାତ୍ରି ଘ୭/୧୭ରୁ ଘ୧୧ା୧୬।

 

୯.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୬ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୯ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିର ସ୍ନାନମଣ୍ଡପରେ ଗଜାନନ ବେଶ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯ା୨୪ରୁ ଘ୧୧ା୪, କାଳବେଳା-ଦିବା ଘ୧୧ା୪ରୁ ଘ୧ା୨୪, କାଳରାତ୍ରି - ଘ୮/୨୪ରୁ ଘ୯ା୩୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ମନ୍ୱାବ୍ଦ ଶ୍ରାଦ୍ଧ ବିହିତ। ଗ୍ରହଶାନ୍ତି ହୋମ ଓ ଦାନପୁଣ୍ୟ କର୍ତ୍ତବ୍ୟ। ଆମିଷ ଭୋଜନ ନିଷେଧ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୦ରୁ ଘ୯ା୨୩, ଘ୧୨ା୧୦ରୁ ଘ୨ା୧୭। ଅମୃତ ସୂର୍ଯ୍ୟୋଦୟରୁ ଘ୭/୩୦, ସଂଧ୍ୟା ଘ୫ା୧୦ରୁ ଘ୮ା୫୦, ରାତ୍ରି ଘ୨/୯ରୁ ନିଶାନ୍ତ।

 

୧୦.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୭ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୦ ତାରିଖ, ଶନିବାର, ଆଷାଢ଼ କୃଷ୍ଣପକ୍ଷ, ପ୍ରତିପଦ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା(ମଳ) ନକ୍ଷତ୍ର। ଅଦ୍ୟ ଶ୍ରୀଶ୍ରୀ ଅଲାରନାଥ ଦର୍ଶନ ଆରମ୍ଭ। ଗଳଗ୍ରହ ତିଥି, ତିଥ୍ୟମୃତ ଯୋଗ-ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬/୮ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମୀନରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୧୮ରୁ ଘ୨ା୧୧, କାଳବେଳା-ସୂର୍ଯ୍ୟୋଦୟରୁ ଘ୬/୧୭, ଦିବା ଘ୩ା୫୧ରୁ ଘ୬ା୧୮, କାଳରାତ୍ରି - ଘ୩/୫୧ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୯/୧୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୧୭ରୁ ଘ୮ା୧୦। ଅମୃତ ଦିବା ଘ୯ା୫୭ରୁ ଘ୧୨ା୧୭, ଘ୨/୧୦ରୁ ଘ୩/୫୦, ରାତ୍ରି ଘ୧୦/୫୭ରୁ ଘ୨ା୫୭।

 

୧୧.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୮ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧୧ ତାରିଖ, ରବିବାର, ଆଷାଢ଼ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦ା୪ରୁ ଘ୧୧ା୪୪, କାଳବେଳା-ଦିବା ଘ୧୧ା୪୪ରୁ ଘ୧୨ା୫୦, କାଳରାତ୍ରି - ଘ୧୨/୫୧ରୁ ଘ୧ା୫୮। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୧/୩୨ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୦ରୁ ଘ୧୦ା୩, ଘ୧୨ା୫୦ରୁ ଘ୨ା୫୭, ସଂଧ୍ୟା ଘ୫/୫୦ରୁ ଘ୭/୫୭, ରାତ୍ରି ଘ୧୧/୫୭ରୁ ଘ୩/୫୦। ଅମୃତ ପ୍ରାତଃ ଘ୫/୫୦ରୁ ଘ୮ା୧୦, ରାତ୍ରି ଘ୭/୫୭ରୁ ଘ୯/୩୭।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top