ତିଥି ବାର ବେଳା- ମେ ୨୨-୨୮, ୨୦୧୭

News Story - Posted on 2017-05-21

୨୨.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୮ନ, ଇଂରାଜୀ ୨୦୧୭ ମସିହା, ମଇ ୨୨ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଏକାଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଅଦ୍ୟ ଜଳକ୍ରୀଡ଼ା ଏକାଦଶୀ। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମିଥୁନ ଓ ଧନୁ ରାଶିର ଘାତବାର। କୁମ୍ଭରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୦ରୁ ଘ୩/୫୩, କାଳବେଳା- ପ୍ରାତଃ ଘ୬ା୫୩ରୁ ଘ୮ା୦, କାଳରାତ୍ରି - ଘ୧୦/୬ରୁ ଘ୧୧/୧୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବିଧବା, ସନ୍ୟାସୀ ଓ ବୈଷ୍ଣବ ଏକାଦଶୀ ବ୍ରତ ବିହିତ। ମତ୍ସ୍ୟମାଂସ, ସ୍ତ୍ରୀତୈଳ ବର୍ଜନୀୟ। ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୯ରୁ ଘ୧୦ା୫, ରାତ୍ରି ଘ୧୧/୧୨ରୁ ଘ୧/୫, ଘ୧/୪୫ରୁ ଘ୨/୫୨। ଅମୃତ ସୂର୍ଯ୍ୟୋଦୟରୁ ଘ୬/୫୨, ଦିବା ଘ୧୧/୩୯ରୁ ଘ୧ା୫୯, ଘ୩ା୫୧ରୁ ରାତ୍ରି ଘ୭ା୧୧, ଘ୩/୫୨ରୁ ନିଶାନ୍ତ।

 

୨୩.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୯ନ, ଇଂରାଜୀ ୨୦୧୭ ମସିହା, ମଇ ୨୩ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ବିରୋଧିକୃତ ସମ୍ୱତ୍ସର ପ୍ରବେଶ। ତିଥ୍ୟମୃତ ଯୋଗ-ଶୁଭକର୍ମ-ବିବାହ, ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର, ତୁଳା, ମକର ଓ ମୀନରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭରାଶିର ଘାତଚନ୍ଦ୍ର। ଦିବା ଘ୭/୧୨ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୬ରୁ ଘ୬/୪୬, କାଳବେଳା -ଦିବା ଘ୧୨/୪୦ରୁ ଘ୧/୪୬, କାଳରାତ୍ରି - ସଂ. ଘ୬/୧୬ରୁ ଘ୭ା୧୩। ମୃତେ ପୁଷ୍କର ୨ପାଦ, ଦିବା ଘ୧୦ା୨୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୫ରୁ ଘ୩ା୫୨, ରାତ୍ରି ଘ୯ା୪୫ରୁ ଘ୧୧ା୫୨। ଅମୃତ ପ୍ରାତଃ ଘ୬ା୪୫ରୁ ଘ୯ା୫, ଦିବା ଘ୧୦/୫୯ରୁ ଘ୧୨/୩୯, ରାତ୍ରି ଘ୧/୫୨ରୁ ଘ୩ା୫୨।

 

୨୪.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୦ନ, ଇଂରାଜୀ ୨୦୧୭ ମସିହା, ମଇ ୨୪ ତାରିଖ, ବୁଧବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ତ୍ରୟୋଦଶୀ (ଚତୁର୍ଦ୍ଦଶୀ କ୍ଷୟ) ତିଥି, ଦ୍ୱିଜାକ୍ଷଃ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ତ୍ର୍ୟହସ୍ପର୍ଶା ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। କର୍କଟ ରାଶିର ଘାତବାର, ଧନୁରାଶିର ଘାତନକ୍ଷତ୍ର, ମେଷରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୦ରୁ ଘ୧୨/୫୩, କାଳବେଳା -ଦିବା ଘ୮/୪୬ରୁ ଘ୯/୫୩, କାଳରାତ୍ରି - ଘ୨/୪୬ରୁ ଘ୩ା୫୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବଚତୁର୍ଦ୍ଦଶୀ ଉପବାସ ବିହିତ, ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫, ରାତ୍ରି ଘ୭ା୪୫ରୁ ଘ୯ା୫୨, ଘ୩ା୫୨ରୁ ନିଶାନ୍ତ। ଅମୃତ ଦିବା ଘ୭/୫ରୁ ଘ୮ା୪୫, ଘ୧/୩୨ରୁ ଘ୩/୫୨, ରାତ୍ରି ଘ୧/୩୨ରୁ ଘ୧/୫୨।ା

 

୨୫.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୧ନ, ଇଂରାଜୀ ୨୦୧୭ ମସିହା, ମଇ ୨୫ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଅମାବାସ୍ୟା ଓ ସାବିତ୍ରୀ ବ୍ରତ, ବିରଜାଦେବୀଙ୍କ ସାବିତ୍ରୀ ବେଶ। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୯/୪ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନରାଶିର ଚନ୍ଦ୍ରଶୁଦ୍ଧି। କନ୍ୟାରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩ା୫୩ରୁ ଘ୫ା୧୩, କାଳବେଳା-ଦିବା ଘ୨ା୪୬ରୁ ଘ୩ା୫୩, କାଳରାତ୍ରି -ରା. ଘ୧୨/୧୩ରୁ ଘ୧ା୧୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସାବିତ୍ରୀ ବ୍ରତ ବିହିତ। ମତ୍ସ୍ୟମାଂସ ସ୍ତ୍ରୀତୈଳ ବର୍ଜନୀୟ। ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୨୦, ଦିବା ଘ୧୧ା୧୨ରୁ ଘ୧ା୫, ସଂଧ୍ୟା ଘ୫/୧୨ରୁ ଘ୭/୧୯, ରାତ୍ରି ଘ୧ା୧୯ରୁ ଘ୩ା୧୨। ଅମୃତ ଦିବା ଘ୧/୫ରୁ ଘ୨ା୪୫, ରାତ୍ରି ଘ୭/୧୯ରୁ ଘ୧୧ା୧୮।

 

୨୬.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୨ନ, ଇଂରାଜୀ ୨୦୧୭ ମସିହା, ମଇ ୨୬ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଗଳଗ୍ରହତିଥି ଓ ସିଦ୍ଧିଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବିଛା ଓ ମୀନ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯ା୨୫ରୁ ଘ୧୧ା୫, କାଳବେଳା-ଦିବା ଘ୧୧ା୫ରୁ ଘ୧ା୨୫। କାଳରାତ୍ରି - ଘ୮/୨୫ରୁ ଘ୯/୩୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୧ରୁ ଘ୯ା୨୪, ଘ୧୨/୧୧ରୁ ଘ୨/୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୧, ସଂଧ୍ୟା ଘ୫ା୧୧ରୁ ଘ୮ା୫୧, ରାତ୍ରି ଘ୨/୧୦ରୁ ନିଶାନ୍ତ।

 

୨୭.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୩ନ, ଇଂରାଜୀ ୨୦୧୭ ମସିହା, ମଇ ୨୭ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚର୍ନ୍ଦଦର୍ଶନ ଓ ପୂଜା। ଶୁଭକର୍ମ - ବିବାହ, ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୮ା୩୦ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୧୯ରୁ ଘ୨ା୧୨, କାଳବେଳା-ସୂର୍ଯ୍ୟୋଦୟରୁ ଘ୬/୧୮, ଦିବା ଘ୩ା୫୨ରୁ ଘ୬ା୧୯, କାଳରାତ୍ରି - ଘ୩/୫୨ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୮/୨୫ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୧୮ରୁ ଘ୮ା୧୧। ଅମୃତ ଦିବା ଘ୯/୫୮ରୁ ଘ୧୨ା୧୮, ଘ୨/୧୧ରୁ ଘ୩/୫୧, ରାତ୍ରି ଘ୧୦/୫୮ରୁ ଘ୨ା୫୮।

 

୨୮.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ /ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୪ନ, ଇଂରାଜୀ ୨୦୧୭ ମସିହା, ମଇ ୨୮ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତୃତୀୟା ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ରମ୍ଭାତୃତୀୟା ଓ ରମଜାନ‌୍‍ ମାସ ଆରମ୍ଭ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦ା୫ରୁ ଘ୧୧ା୪୫, କାଳବେଳା-ଦିବା ଘ୧୧ା୪୫ରୁ ଘ୧୨ା୫୧, କାଳରାତ୍ରି - ଘ୧୨/୫୨ରୁ ଘ୧ା୫୯। ମୃତେ ପୁଷ୍କର ୧ପାଦ, ଦିବା ଘ୨/୫୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ରମ୍ଭାତୃତୀୟା ବ୍ରତ ବିହିତ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୧ରୁ ଘ୧୦ା୪, ଘ୧୨ା୫୧ରୁ ଘ୨ା୫୮, ସଂଧ୍ୟା ଘ୫/୫୧ରୁ ଘ୭/୫୮, ରାତ୍ରି ଘ୧୧/୫୮ରୁ ଘ୩/୫୧। ଅମୃତ ପ୍ରାତଃ ଘ୫ା୫୧ରୁ ଘ୮ା୧୧, ରାତ୍ରି ଘ୭/୫୮ରୁ ଘ୯/୩୮।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top