ତିଥି ବାର ବେଳା- ମେ ୧୫-୨୧, ୨୦୧୭

News Story - Posted on 2017-05-15

୧୫.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୧ନ, ଇଂରାଜୀ ୨୦୧୭ ମସିହା, ମଇ ୧୫ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ବିଷ୍ଣୁପଦୀ ବୃଷ ସଂକ୍ରାନ୍ତି। ନିରଂଶ ଦିବସ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ସିଂହ ରାଶିର ଘାତ ନକ୍ଷତ୍ର। ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୨ରୁ ଘ୩/୫୫, କାଳବେଳା -ପ୍ରାତଃ ଘ୬/୫୫ରୁ ଘ୮/୨, କାଳରାତ୍ରି - ଘ୧୦/୮ରୁ ଘ୧୧/୧୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବିଷ୍ଣୁପଦୀ ବୃଷ ସଂକ୍ରାନ୍ତି। ପ୍ରାତଃରୁ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବେ ନାହିଁ, କେବଳ ଦାନ ସ୍ନାନହିଁ ମୁଖ୍ୟ ) ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨ରୁ ଘ୧୦ା୮, ରାତ୍ରି ଘ୧୧/୧୫ରୁ ଘ୧/୮, ଘ୧/୪୮ରୁ ଘ୨/୫୫। ଅମୃତ ସୂର୍ଯ୍ୟୋଦୟରୁ ଘ୬/୫୫, ଦିବା ଘ୧୧/୪୨ରୁ ଘ୨ା୨, ଘ୩/୫୫ରୁ ଘ୭/୧୫, ରାତ୍ରି ଘ୩/୫୫ରୁ ନିଶାନ୍ତ।

 

୧୬.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୨ନ, ଇଂରାଜୀ ୨୦୧୭ ମସିହା, ମଇ ୧୬ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା(ମଳ) ନକ୍ଷତ୍ର। ଅଦ୍ୟ ଶରଣ ଆରମ୍ଭ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୨/୨ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୮ରୁ ଘ୬/୪୮, କାଳବେଳା -ଦିବା ଘ୧୨/୪୨ରୁ ଘ୧/୪୮, କାଳରାତ୍ରି - ସଂ. ଘ୬/୧୮ରୁ ଘ୭ା୧୫। ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬ା୧୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୮ରୁ ଘ୩ା୫୫, ରାତ୍ରି ଘ୯ା୪୮ରୁ ଘ୧୧ା୫୫। ଅମୃତ ପ୍ରାତଃ ଘ୬/୪୮ରୁ ଘ୯ା୮, ଦିବା ଘ୧୧/୨ରୁ ଘ୧୨/୪୨, ରାତ୍ରି ଘ୧୧/୫୫ରୁ ଘ୩ା୫୫।

 

୧୭.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୩ନ, ଇଂରାଜୀ ୨୦୧୭ ମସିହା, ମଇ ୧୭ ତାରିଖ, ବୁଧବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ତିଥ୍ୟମୃତ ଯୋଗ-ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ସିଂହରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧ରୁ ଘ୧୨/୫୪, କାଳବେଳା -ଦିବା ଘ୮ା୪୭ରୁ ଘ୯ା୫୪, କାଳରାତ୍ରି - ଘ୨/୪୭ରୁ ଘ୩ା୫୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୭, ଦିବା ଘ୩ା୫୪ରୁ ଘ୭ା୭, ରାତ୍ରି ଘ୭ା୪୭ରୁ ଘ୯ା୫୪, ଘ୩ା୫୪ରୁ ନିଶାନ୍ତ। ଅମୃତ ଦିବା ଘ୭/୭ରୁ ଘ୮ା୪୭, ଘ୧/୩୪ରୁ ଘ୩/୫୪, ରାତ୍ରି ଘ୧୧/୩୪ରୁ ଘ୧/୫୪।

 

୧୮.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୪ନ, ଇଂରାଜୀ ୨୦୧୭ ମସିହା, ମଇ ୧୮ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ସପ୍ତମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଶ୍ରୀକ୍ଷେତ୍ରେ ଭଉଁରୀ ଯାତ୍ରା, ଶରଣପଞ୍ଚକ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁରାଶିର ଘାତତିଥି, କନ୍ୟାରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧/୩ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟାରାଶିର ଚନ୍ଦ୍ରଶୁଦ୍ଧି। ଧନୁରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୫୧ରୁ ଘ୫/୧୧, କାଳବେଳା -ଦିବା ଘ୨/୪୭ରୁ ଘ୩/୫୪, କାଳରାତ୍ରି - ରା.ଘ୧୨/୧୪ରୁ ଘ୧ା୧୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୨୧, ଦିବା ଘ୧୧ା୧୪ରୁ ଘ୧ା୭, ସଂଧ୍ୟା ଘ୫/୧୪ରୁ ଘ୭/୨୧, ରାତ୍ରି ଘ୧ା୨୧ରୁ ଘ୩ା୧୪, ଘ୩/୫୪ରୁ ନିଶାନ୍ତ। ଅମୃତ ଦିବା ଘ୧/୭ରୁ ଘ୨ା୪୭, ରାତ୍ରି ଘ୭/୨୧ରୁ ଘ୧୧ା୨୧।

 

୧୯.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୫ନ, ଇଂରାଜୀ ୨୦୧୭ ମସିହା, ମଇ ୧୯ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଉତ୍କଳେ ଭଉଁରୀ ଯାତ୍ରା, ଶରଣପଞ୍ଚକ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। ଧନୁ ରାଶିର  ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୨୭ରୁ ଘ୧୧/୭, କାଳବେଳା -ଦିବା ଘ୧୧/୭ରୁ ଘ୧/୨୭, କାଳରାତ୍ରି - ଘ୮/୨୭ରୁ ଘ୯ା୩୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୪ରୁ ଘ୯ା୨୭, ଘ୧୨/୧୪ରୁ ଘ୨/୨୧। ଅମୃତ ସୂର୍ଯ୍ୟୋଦୟରୁ ଘ୭/୩୪, ସଂଧ୍ୟା ଘ୫/୧୪ରୁ ଘ୮ା୫୪, ରାତ୍ରି ଘ୨/୧୪ରୁ ନିଶାନ୍ତ।

 

୨୦.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୬ନ, ଇଂରାଜୀ ୨୦୧୭ ମସିହା, ମଇ ୨୦ ତାରିଖ, ଶନିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ନବମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଶରଣ ଶେଷ। ବୈଧୃତି ଯୋଗ, ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବୃଷ, ସିଂହ, କନ୍ୟା ରାଶିର ଘାତବାର, ସିଂହ ଓ ବିଛାରାଶିର ଘାତତିଥି, ତୁଳାରାଶିର ଘାତନକ୍ଷତ୍ର, ଧନୁରାଶିର ଘାତଚନ୍ଦ୍ର। ରାତ୍ରି ଘ୨/୫୩ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୯ରୁ ଘ୨/୧୨, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୧୮, ଦିବା ଘ୩/୫୨ରୁ ଘ୬/୧୯। କାଳରାତ୍ରି - ଘ୩/୫୨ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ଦିବା ଘ୧୨/୫୨ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ଦିବା ଘ୨/୫୩ ମେଧ୍ୟ ତୃଣକାଷ୍ଠ ଛେଦନ ନିଷେଧ। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬/୧୯ରୁ ଘ୮ା୧୨। ଅମୃତ ଦିବା ଘ୯/୫୯ରୁ ଘ୧୨ା୧୨, ଘ୨/୧୬ରୁ ଘ୩/୫୨, ରାତ୍ରି ଘ୧୦/୫୯ରୁ ଘ୨ା୫୯।

 

୨୧.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବୃଷ ଦି୭ନ, ଇଂରାଜୀ ୨୦୧୭ ମସିହା, ମଇ ୨୧ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦଶମୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ତିଥ୍ୟମୃତ ଯୋଗ-ଦିବା ଘ୮/୩୬ ଗତେ ବିବାହ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୬ରୁ ଘ୧୧/୪୬, କାଳବେଳା -ଦିବା ଘ୧୧/୪୬ରୁ ଘ୧୨/୫୨, କାଳରାତ୍ରି - ଘ୧୨/୫୩ରୁ ଘ୨ା୦। ମୃତେ ପୁଷ୍କର ୨ପାଦ, ଦିବା ଘ୮/୩୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୨ରୁ ଘ୧୦ା୫, ଘ୧୨ା୫୨ରୁ ଘ୨ା୫୯, ସଂଧ୍ୟା ଘ୫/୫୨ରୁ ଘ୭/୫୯, ରାତ୍ରି ଘ୧୧/୫୯ରୁ ଘ୩/୫୨। ଅମୃତ ପ୍ରାତଃ ଘ୬/୫୨ରୁ ଘ୮ା୧୨, ରାତ୍ରି ଘ୭/୫୯ରୁ ଘ୯/୩୯।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top