ତିଥି ବାର ବେଳା- ମେ ୮-୧୪, ୨୦୧୭

News Story - Posted on 2017-05-08

୮.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୫ନ, ଇଂରାଜୀ ୨୦୧୭ ମସିହା, ମଇ ୮ ତାରିଖ, ସୋମବାର, ବୈଶାଖ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଗଳଗ୍ରହ ତିଥି। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର। ମିଥୁନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୪୪ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୬ରୁ ଘ୩/୫୯, କାଳବେଳା - ଦିବା ଘ୬/୫୯ରୁ ଘ୮/୬,  କାଳରାତ୍ରି -ରା. ଘ୧୦/୧୨ରୁ ଘ୧୧ା୧୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ)। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୬ରୁ ଘ୧୦ା୧୨ ରାତ୍ରି ଘ୧୧ା୧୯ରୁ ଘ୧ା୧୨, ଘ୧ା୫୨ରୁ ଘ୨ା୫୯। ଅମୃତ ସୂର୍ଯ୍ୟୋଦୟରୁ ଘ୬ା୫୯, ଦିବା ଘ୧୧/୪୬ରୁ ଘ୨/୬, ଘ୩ା୫୯ରୁ ଘ୭ା୧୯, ରାତ୍ରି ଘ୩/୫୯ରୁ ନିଶାନ୍ତ।

 

୯.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୬ନ, ଇଂରାଜୀ ୨୦୧୭ ମସିହା, ମଇ ୯ ତାରିଖ, ମଙ୍ଗଳବାର, ବୈଶାଖ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରରେ ନୃସିଂହଜନ୍ମ ବିଧି। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର।  ବାରବେଳା - ପ୍ରାତଃ ଘ୬/୧୧ରୁ ଘ୬/୫୧, କାଳବେଳା -ଦିବା ଘ୧୨/୪୫ରୁ ଘ୧/୫୧,  କାଳରାତ୍ରି -ସଂ. ଘ୬/୨୧ରୁ ଘ୭ା୧୮। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ନୃସିଂହ ଜନ୍ମ ବିହିତ। ଗ୍ରହଶାନ୍ତି ହୋମ ଓ ଦାନ କରଣୀୟ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ)। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୧ରୁ ଘ୩ା୫୮, ରାତ୍ରି ଘ୯ା୫୧ରୁ ଘ୧୧ା୫୮। ଅମୃତ ପ୍ରାତଃ ଘ୬/୫୧ରୁ ଘ୯/୧୧, ଦିବା ଘ୧୧ା୫ରୁ ଘ୧୨ା୪୫, ରାତ୍ରି ୧୧/୫୮ରୁ ଘ୩/୫୮।

 

୧୦.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୭ନ, ଇଂରାଜୀ ୨୦୧୭ ମସିହା, ମଇ ୧୦ ତାରିଖ, ବୁଧବାର, ବୈଶାଖ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଚନ୍ଦନପୂର୍ଣ୍ଣିମା, ବୁଦ୍ଧଜୟନ୍ତୀ, ମହତୀ ବୈଶାଖୀ ସ୍ନାନ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତନକ୍ଷତ୍ର। ବାରବେଳା - ଦିବା ଘ୧୨/୪ରୁ ଘ୧୨/୫୭, କାଳବେଳା -ଦିବା ଘ୮ା୫୦ରୁ ଘ୯ା୫୭,  କାଳରାତ୍ରି -ରା. ଘ୨/୫୦ରୁ ଘ୩/୫୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମହତୀ ସ୍ନାନଯୋଗ। ପୂର୍ଣ୍ଣିମାର ଗ୍ରହଶାନ୍ତି ହୋମ ଓ ଦାନ ଦ୍ୱାରା ପିତୃଲୋକ ମୋକ୍ଷପ୍ରାପ୍ତ ହୋଇଥାନ୍ତି। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ)। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୦, ଦିବା ଘ୩ା୫୭ରୁ ଘ୭ା୧୦, ରାତ୍ରି ଘ୭ା୫୦ରୁ ଘ୯ା୫୭, ଘ୩ା୫୭ରୁ ନିଶାନ୍ତ। ଅମୃତ ଦିବା ଘ/୧୦ରୁ ଘ୮/୫୦, ଘ୧ା୩୭ରୁ ଘ୩ା୫୭, ରାତ୍ରି ଘ୧୧/୩୭ରୁ ଘ୧/୫୭।

 

୧୧.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୮ନ, ଇଂରାଜୀ ୨୦୧୭ ମସିହା, ମଇ ୧୧ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ପ୍ରତିପଦ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ନାରଦ ଜୟନ୍ତୀ, ବୃନ୍ଦାବନ ପରିକ୍ରମା। ଅବମତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁରାଶିର ଘାତଚନ୍ଦ୍ର। ଦିବା ଘ୧୧ା୫୭ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟାରାଶିର ଚନ୍ଦ୍ରଶୁଦ୍ଧି। ବୃଷରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୫୭ରୁ ଘ୫/୧୭, କାଳବେଳା -ଦିବା ଘ୨/୫୦ରୁ ଘ୩/୫୭,  କାଳରାତ୍ରି -ରା. ଘ୧୨/୧୭ରୁ ଘ୧ା୨୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୧୧ା୧୭ରୁ ଘ୧ା୧୦, ସଂଧ୍ୟା ଘ୫ା୧୭ରୁ ଘ୭ା୨୪, ରାତ୍ରି ଘ୧ା୨୪ରୁ ଘ୩ା୧୭, ଘ୩ା୫୭ରୁ ନିଶାନ୍ତ। ଅମୃତ ଦିବା ଘ୧ା୧୦ରୁ ଘ୨ା୫୦, ରାତ୍ରି ଘ୭/୨୪ରୁ ଘ୧୧/୨୪।

 

୧୨.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୯ନ, ଇଂରାଜୀ ୨୦୧୭ ମସିହା, ମଇ ୧୨ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ପ୍ରତିପଦ ମଳ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୩୧ରୁ ଘ୧୧/୧୧, କାଳବେଳା -ଦିବା ଘ୧୧/୧୧ରୁ ଘ୧/୩୧,  କାଳରାତ୍ରି -ରା. ଘ୮/୩୧ରୁ ଘ୯ା୩୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ଷଷ୍ଠୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୬ରୁ ଘ୯ା୨୯, ଘ୧୨ା୧୬ରୁ ଘ୨ା୨୩। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୬, ସଂଧ୍ୟା ଘ୫/୧୬ରୁ ଘ୮/୫୬, ରାତ୍ରି ଘ୧୨/୧୬ରୁ ନିଶାନ୍ତ।

 

୧୩.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୩୦ନ, ଇଂରାଜୀ ୨୦୧୭ ମସିହା, ମଇ ୧୩ ତାରିଖ, ଶନିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୯ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମୀନରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୩ରୁ ଘ୨/୧୬, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୨୩, ଦିବା ଘ୩/୫୬ରୁ ଘ୬/୨୩,  କାଳରାତ୍ରି -ରା. ଘ୩/୫୬ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ଦିବା ଘ୮ା୨୫ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୨୩ରୁ ଘ୮ା୧୬। ଅମୃତ ଦିବା ଘ୧୦/୩ରୁ ଘ୧୨/୨୩, ଘ୨ା୧୬ରୁ ଘ୩ା୫୬, ରାତ୍ରି ଘ୧୧/୩ରୁ ଘ୩/୩।

 

୧୪.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୩୧ନ, ଇଂରାଜୀ ୨୦୧୭ ମସିହା, ମଇ ୧୪ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ମାସାନ୍ତ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର। ମୀନ ରାଶିର ଘାତଚନ୍ଦ୍ର।  ବାରବେଳା - ଦିବା ଘ୧୦/୯ରୁ ଘ୧୧/୪୯, କାଳବେଳା -ଦିବା ୧୧/୪୯ରୁ ଘ୧୨/୫୬,  କାଳରାତ୍ରି -ରା. ଘ୧୨/୫୬ରୁ ଘ୨ା୩ । ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୬ରୁ ଘ୧୦ା୯, ଘ୧୨ା୫୬ରୁ ଘ୩ା୩, ସଂଧ୍ୟା ଘ୫ା୫୬ରୁ ଘ୮ା୩, ରାତ୍ରି ଘ୨ା୩ରୁ ଘ୩ା୫୬। ଅମୃତ ପ୍ରାତଃ ଘ୫/୫୬ରୁ ଘ୮/୧୬, ରାତ୍ରି ଘ୮/୩ରୁ ଘ୯ା୪୩।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top