ତିଥି ବାର ବେଳା- ଏପ୍ରିଲ ୨୪-୩୦, ୨୦୧୭

News Story - Posted on 2017-04-27

୨୪.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୪ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୧୪ରୁ ଘ୪/୭, କାଳବେଳା - ଦିବା ଘ୭/୭ରୁ ଘ୮/୧୪,  କାଳରାତ୍ରି -ରା. ଘ୧୦/୨୦ରୁ ଘ୧୧ା୨୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୧୪ରୁ ଘ୧୦ା୨୦, ରାତ୍ରି ଘ୧୧ା୨୭ରୁ ଘ୧ା୨୦, ଘ୨ା୦ରୁ ଘ୩ା୭। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୭, ଦିବା ଘ୧୧ା୫୪ରୁ ଘ୨/୧୪, ଘ୪/୭ରୁ ଘ୭/୨୭, ରାତ୍ରି ଘ୪/୭ରୁ ନିଶାନ୍ତ।

 

୨୫.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୫ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର, ବିଛାରାଶିର ଘାତନକ୍ଷତ୍ର, କୁମ୍ଭରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୮ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷରାଶିର ଘାତଚନ୍ଦ୍ର।  ବାରବେଳା - ପ୍ରାତଃ ଘ୬/୨୦ରୁ ଘ୭/୦, କାଳବେଳା -ଦିବା ଘ୧୨/୫୪ରୁ ଘ୨/୦,  କାଳରାତ୍ରି -ରା. ଘ୬/୩୦ରୁ ଘ୭ା୨୭। ପୁଷ୍କର-ମୃତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୯ରୁ ଘ୪ା୬, ଘ୯ା୫୯ରୁ ଘ୧୨ା୬। ଅମୃତ ପ୍ରାତଃ ଘ୬/୫୯ରୁ ଘ୯/୧୯, ଦିବା ଘ୧୧ା୧୩ରୁ ଘ୧୨ା୫୩, ରାତ୍ରି ୧୨/୬ରୁ ଘ୪/୬।

 

୨୬.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୬ ତାରିଖ, ବୁଧବାର, ବୈଶାଖ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ରୁକ୍ମିଣୀ ଅମାବାସ୍ୟା। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। କର୍କଟ ରାଶିର ଘାତବାର, ମେଷରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୩ରୁ ଘ୧/୬, କାଳବେଳା -ଦିବା ଘ୮/୫୯ରୁ ଘ୧୦/୬,  କାଳରାତ୍ରି -ରା. ଘ୨/୫୯ରୁ ଘ୪/୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ। ଅଦ୍ୟ ଅମାବାସ୍ୟା ବ୍ରତ ଉପବାସ। ମତ୍ସ୍ୟମାଂସ, ସ୍ତ୍ରୀତୈଳ ବର୍ଜନୀୟ।  ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୯, ଦିବା ଘ୪ା୬ରୁ ଘ୭ା୧୯, ରାତ୍ରି ଘ୭ା୫୯ରୁ ଘ୧୦ା୬, ଘ୪ା୬ରୁ ନିଶାନ୍ତ। ଅମୃତ ଦିବା ଘ୭/୧୯ରୁ ଘ୮/୫୯, ଘ୧ା୪୬ରୁ ଘ୪ା୬, ରାତ୍ରି ଘ୧୧/୪୬ରୁ ଘ୨ା୬।

 

୨୭.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୭ ତାରିଖ, ଗୁରୁବାର, ବୈଶାଖ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା, କୁମ୍ଭରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ଧନୁ ରାଶିର ଘାତନକ୍ଷତ୍ର, ମେଷରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦/୧୯ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନରାଶିର ଚନ୍ଦ୍ରଶୁଦ୍ଧି। କନ୍ୟାରାଶିର ଘାତଚନ୍ଦ୍ର।  ବାରବେଳା - ଦିବା ଘ୪/୫ରୁ ଘ୫/୨୫, କାଳବେଳା -ଦିବା ଘ୨/୫୮ରୁ ଘ୪/୫,  କାଳରାତ୍ରି -ରା. ଘ୧୨/୨୫ରୁ ଘ୧/୩୨। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୨୦ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୨, ଦିବା ଘ୧୧ା୨୫ରୁ ଘ୧ା୧୮, ସଂଧ୍ୟା ଘ୫ା୨୫ରୁ ଘ୭ା୩୨, ରାତ୍ରି ଘ୧ା୩୨ରୁ ଘ୩ା୨୫, ଘ୪ା୫ରୁ ନିଶାନ୍ତ। ଅମୃତ ଦିବା ଘ୧ା୧୮ରୁ ଘ୨/୫୮, ରାତ୍ରି ଘ୭/୩୨ରୁ ଘ୧୧ା୩୨।

 

୨୮.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୮ ତାରିଖ, ଶୁକ୍ରବାର, ବୈଶାଖ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଉତ୍କଳଗ୍ଭୋରବ ମଧୁବାବୁଙ୍କ ଜୟନ୍ତୀ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବିଛା ଓ ମୀନ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୩୭ରୁ ଘ୧୧/୧୭, କାଳବେଳା -ଦିବା ୧୧/୧୭ରୁ ଘ୧/୩୭,  କାଳରାତ୍ରି -ରା. ଘ୮/୩୭ରୁ ଘ୯/୪୪। ମୃତେ ପୁଷ୍କର-ଦିବା ଘ୧୦ା୫୬ ମେଧ୍ୟ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର  ଦିବା ଘ୭ା୪୪ରୁ ଘ୯ା୩୭, ଘ୧୨ା୨୪ରୁ ଘ୨ା୩୧ା ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୪, ସଂଧ୍ୟା ଘ୫ା୨୪ରୁ ଘ୯ା୪, ରାତ୍ରି ଘ୨/୨୪ରୁ ନିଶାନ୍ତ।

 

୨୯.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୬ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୯ ତାରିଖ, ଶନିବାର, ବୈଶାଖ ଶୁକ୍ଳପକ୍ଷ, ତୃତୀୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ଅକ୍ଷୟତୃତୀୟା, ଶ୍ରୀମନ୍ଦିରରେ ଚନ୍ଦନଯାତ୍ରା ଓ ରଥକାଠ ଅନୁକୂଳ। ନକ୍ଷତ୍ରାମୃତ ଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟାରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୧୪ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୩୧ରୁ ଘ୨/୨୪, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୩୧, ଦିବା ଘ୪/୪ରୁ ଘ୬/୩୧,  କାଳରାତ୍ରି -ରା. ଘ୪/୪ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅକ୍ଷୟତୃତୀୟାର ଯୁଗାବ୍ଦ ଶ୍ରାଦ୍ଧ ବିହିତ, ଗ୍ରହଶାନ୍ତି ହୋମ ଓ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଦାନପୁଣ୍ୟ କଲେ ଅକ୍ଷୟଫଳ ଲାଭହୁଏ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୦ରୁ ଘ୮ା୨୩। ଅମୃତ ଦିବା ଘ୧୦/୧୦ରୁ ଘ୧୨/୩୦, ଘ୨ା୨୩ରୁ ଘ୪ା୩, ରାତ୍ରି ଘ୧୧/୧୦ରୁ ଘ୩/୧୦।

 

୩୦.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୭ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୩୦ ତାରିଖ, ରବିବାର, ବୈଶାଖ ଶୁକ୍ଳପକ୍ଷ, ଚତୁର୍ଥୀ (ପଞ୍ଚମୀ କ୍ଷୟ) ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ଜଗଦ‌୍‍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମେଷ ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୬ରୁ ଘ୧୧/୫୬, କାଳବେଳା -ଦିବା ୧୧/୫୬ରୁ ଘ୧/୩, କାଳରାତ୍ରି- ଘ୧ା୩ରୁ ଘ୨ା୨୦। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଆଦି ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଦାନପୁଣ୍ୟ ବିଧେୟ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୩ରୁ ଘ୧୦ା୧୬,ଘ୧ା୩ରୁ ଘ୩ା୧୦, ସଂଧ୍ୟା ଘ୬ା୩ରୁ ଘ୮ା୧୦, ରାତ୍ରି ଘ୨ା୧୦ରୁ ଘ୪ା୩। ଅମୃତ ପ୍ରାତଃ ଘ୬/୩ରୁ ଘ୮/୨୩, ରାତ୍ରି ଘ୮/୧୦ରୁ ଘ୯ା୫୦।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top