ତିଥି ବାର ବେଳା- ଏପ୍ରିଲ ୧୭-୨୩, ୨୦୧୭

News Story - Posted on 2017-04-27

୧୭.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୪ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୭ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ସିଂହରାଶିର ଘାତନକ୍ଷତ୍ର, ମୀନରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୧୯ରୁ ଘ୪/୧୨, କାଳବେଳା - ଦିବା ଘ୭/୧୨ରୁ ଘ୮/୧୯, କାଳରାତ୍ରି - ଘ୧୦/୨୫ରୁ ଘ୧୧ା୩୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୯ରୁ ଘ୧୦ା୨୫, ରାତ୍ରି ଘ୧୧ା୩୨ରୁ ଘ୧ା୨୫, ଘ୨ା୫ରୁ ଘ୩ା୧୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୨, ଦିବା ଘ୧୧ା୫୯ରୁ ଘ୨/୧୯, ଘ୪/୧୨ରୁ ଘ୭/୩୨, ରାତ୍ରି ଘ୪/୧୨ରୁ ନିଶାନ୍ତ।

 

୧୮.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୫ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୮ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ସପ୍ତମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ଧନୁରାଶିର ଘାତତିଥି ଓ ମୀନ ରାଶିର ଘାତଚନ୍ଦ୍ର।  ବାରବେଳା - ପ୍ରାତଃ ଘ୬/୨୪ରୁ ଘ୭/୪, କାଳବେଳା - ଦିବା ଘ୧୨/୫୮ରୁ ଘ୨/୪, କାଳରାତ୍ରି - ସଂଧ୍ୟା ଘ୬/୩୪ରୁ ଘ୭ା୩୧। ପୁଷ୍କର-ମୃତେ ୨ ପାଦ, ରାତ୍ରି ଘ୧୧ା୩୭ ଗତେ ୩ ପାଦ ଓ ରାତ୍ରି ଘ୩ା୩୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪ରୁ ଘ୪ା୧୧,  ରାତ୍ରି ଘ୧୦ା୪ରୁ ଘ୧୨ା୧୧।  ଅମୃତ ଦିବା ଘ୭ା୪ରୁ ଘ୯ା୨୪, ଘ୧୧ା୧୮ରୁ ଘ୧୨ା୫୮, ରାତ୍ରି ଘ୧୨/୧୧ରୁ ଘ୪/୧୧।

 

୧୯.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୬ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୯ ତାରିଖ, ବୁଧବାର, ବୈଶାଖ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ପାପଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। କର୍କଟ ରାଶିର ଘାତବାର। ମିଥୁନ ଓ କନ୍ୟା ରାଶିର ଘାତତିଥି। ମୀନ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୧ ଗତେ ମକର, ମୀନ, ମେଷ, କର୍କଟ ଓ ବିଛାରାଶିର ଚନ୍ଦ୍ରଶୁଦ୍ଧି। ସିଂହରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୮ରୁ ଘ୧/୧୧, କାଳବେଳା -ଦିବା ଘ୯/୪ରୁ ଘ୧୦/୧୧,  କାଳରାତ୍ରି - ଘ୩/୪ରୁ ଘ୪/୧୧। ଶରଣପଞ୍ଚକ - ପ୍ରାତଃ ଘ୬ା୧ ଗତେ ତୃଣକାଷ୍ଠ ଛେଦନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୪ା୧୧ରୁ ଘ୭ା୨୪, ରାତ୍ରି ଘ୮ା୪ରୁ ଘ୧୦ା୧୧, ଘ୪ା୧୧ରୁ ନିଶାନ୍ତ। ଅମୃତ ଦିବା ଘ୭ା୨୪ରୁ ଘ୯ା୪, ଘ୧/୫୧ରୁ ଘ୪ା୧୧, ରାତ୍ରି ଘ୧୧/୫୧ରୁ ଘ୨ା୧୧।

 

୨୦.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୭ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୦ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ନବମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ରିକ୍ତାତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛାରାଶି। ତୁଳା ଓ କୁମ୍ଭରାଶିର ଘାତବାର, ସିଂହ ଓ ବିଛାରାଶିର ଘାତତିଥି, କନ୍ୟାରାଶିର ଘାତନକ୍ଷତ୍ର ଓ ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୧୦ରୁ ଘ୫/୩୦, କାଳବେଳା -ଦିବା ଘ୩/୩ରୁ ଘ୪/୧୦,  କାଳରାତ୍ରି - ରାତ୍ରି ଘ୧୨/୩୦ରୁ ଘ୧/୩୭। ଶରଣପଞ୍ଚକ - ତୃଣକାଷ୍ଠ ଛେଦନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୭, ଦିବା ଘ୧୧ା୩୦ରୁ ଘ୧ା୨୩, ସଂଧ୍ୟା ଘ୫ା୩୦ରୁ ଘ୭ା୩୭, ରାତ୍ରି ଘ୧ା୩୭ରୁ ଘ୩ା୩୦, ଘ୪ା୧୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୨୩ରୁ ଘ୩/୩, ରାତ୍ରି ଘ୭/୩୭ରୁ ଘ୧୧ା୩୭।

 

୨୧.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୮ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୧ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ଦଶମୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଶୁଭକର୍ମ - ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛାରାଶି। ବିଛା ଓ ମୀନରାଶିର ଘାତବାର ଓ ସିଂହରାଶିର ଘାତଚନ୍ଦ୍ର। ଦିବା ଘ୨ା୩୩ ଗତେ କୁମ୍ଭ, ମେଷ, ବୃଷ ସିଂହ ଓ କନ୍ୟାରାଶିର ଚନ୍ଦ୍ରଶୁଦ୍ଧି। ଧନୁରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୪୩ରୁ ଘ୧୧/୨୩, କାଳବେଳା -ଦିବା ଘ୧୧/୨୩ରୁ ଘ୧/୪୩,  କାଳରାତ୍ରି -ଘ୮/୪୩ରୁ ଘ୯/୫୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୭/୫୦ରୁ ଘ୯/୪୩, ଘ୧୨ା୩୦ରୁ ଘ୨ା୩୭। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୦, ସଂଧ୍ୟା ଘ୫/୩୦ରୁ ଘ୯/୧୦, ରାତ୍ରି ଘ୨/୩୦ରୁ ନିଶାନ୍ତ।

 

୨୨.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୯ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୨ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ, ଏକାଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ବରୁଥିନୀ ଏକାଦଶୀ, ଶରଣପଞ୍ଚକ। ତିଥ୍ୟମୃତ ଯୋଗ - ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ ସିଂହ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟାରାଶିର ଘାତବାର, ତୁଳାରାଶିର ଘାତନକ୍ଷତ୍ର ଓ ଧନୁରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୩୬ରୁ ଘ୨/୨୯, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୩୬, ଦିବା ଘ୪/୯ରୁ ଘ୬/୩୬,  କାଳରାତ୍ରି -ରା. ଘ୪/୯ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧ା୨୦ ଗତେ ୨ପାଦ ଓ ରାତ୍ରି ଘ୨ା୯ ଗତେ ୩ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ବିଧବା, ସନ୍ୟାସୀ ଓ ବୈଷ୍ଣବମାନଙ୍କ ଏକାଦଶୀ ବ୍ରତ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ଶରଣପଞ୍ଚକ - ତୃଣକାଷ୍ଠ ଛେଦନ ନିଷେଧ। ଶୁଭବେଳା- ମାହେନ୍ଦ୍ର ସଂଧ୍ୟା ଘ୬ା୩୬ରୁ ଘ୮ା୨୯। ଅମୃତ ଦିବା ଘ୧୦/୧୬ରୁ ଘ୧୨/୩୬, ଘ୨ା୨୯ରୁ ଘ୪ା୯, ରାତ୍ରି ଘ୧୧/୧୬ରୁ ଘ୩/୧୬।

 

୨୩.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨୩ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଦଗ୍ଧାତିଥି - ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ଧନୁରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୪୧ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧/୨୧ରୁ ଘ୧୨/୧, କାଳବେଳା -ଦିବା ଘ୧୨/୧ରୁ ୧/୮,  କାଳରାତ୍ରି -ରା. ଘ୧/୮ରୁ ୨/୧୫। ମୃତେ ପୁଷ୍କର ୩ପାଦ, ରାତ୍ରି ଘ୧୨ା୨୯ ଗତେ ୧ପାଦ। ଶରଣପଞ୍ଚକ - ସଂଧ୍ୟା ଘ୬ା୪୧ ମେଧ୍ୟ ତୃଣକାଷ୍ଠ ଛେଦନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଦ୍ୱାଧଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ୮/୨୮ରୁ ଘ୧୦/୨୧,ଘ୧/୮ରୁ ଘ୩/୧୫, ସଂଧ୍ୟା ଘ୬ା୮ରୁ ଘ୮ା୧୫, ରାତ୍ରି ଘ୨ା୧୫ରୁ ଘ୪ା୮। ଅମୃତ ପ୍ରାତଃ ଘ୬ା୮ରୁ ଘ୮/୨୮, ରାତ୍ରି ୮/୧୫ରୁ ଘ୯ା୫୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top