ତିଥି ବାର ବେଳା- ଏପ୍ରିଲ ୩-୯, ୨୦୧୭

News Story - Posted on 2017-04-02

 ୩.୪.୨୦୧୭

 ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୧ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୩ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ସପ୍ତମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର।  ଅଦ୍ୟ ବାସନ୍ତୀ ଦେବୀଙ୍କ ସପ୍ତମୀ ପୂଜା ଓ ମହାଷ୍ଟମୀ ପୂଜା। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୩୧ରୁ ଘ୪/୨୪, କାଳବେଳା -ଦିବା ଘ୭/୨୪ରୁ ଘ୮ା୩୧, କାଳରାତ୍ରି -ରା.ଘ୧୦/୩୭ରୁ ଘ୧୧ା୪୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୧ରୁ ଘ୧୦ା୩୭, ରାତ୍ରି ଘ୧୧ା୪୪ରୁ ଘ୧ା୩୭, ଘ୨ା୧୭ରୁ ଘ୩ା୩୪। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୧୨ା୧୧ରୁ ଘ୨ା୩୧, ଘ୪ା୨୪ରୁ ଘ୭ା୪୪, ରାତ୍ରି ଘ୪ା୨୪ରୁ ନିଶାନ୍ତ।

 

୪.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୨ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୪ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଅଶୋକାଷ୍ଟମୀ ଓ ଶ୍ରୀରାମ ନବମୀ, ବାସନ୍ତୀଦେବୀଙ୍କ ନବମୀ ପୂଜା, ଶ୍ରୀଲିଙ୍ଗରାଜଦେବଙ୍କ ରଥଯାତ୍ରା, ମହତୀ ସ୍ନାନ। ସିଦ୍ଧିଯୋଗ-ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୧୮ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୬/୩୫ରୁ ଘ୭/୧୫, କାଳବେଳା -ଦିବା ଘ୧/୯ରୁ ଘ୨ା୧୫, କାଳରାତ୍ରି -ରା.ଘ୬/୪୫ରୁ ଘ୭ା୪୨। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୨ା୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୫ରୁ ଘ୪ା୨୨, ରାତ୍ରି ଘ୧୦ା୧୫ରୁ ଘ୧୨ା୨୨। ଅମୃତ ଦିବା ଘ୭ା୧୫ରୁ ଘ୯ା୩୫, ଘ୧୧ା୨୯ରୁ ଘ୧ା୯, ରାତ୍ରି ଘ୧୨ା୨୨ରୁ ଘ୪ା୨୨।

 

୫.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୩ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୫ ତାରିଖ, ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ନବମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ବାସନ୍ତିକ ଦଶହରା ପର୍ବ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ବାରବେଳା - ଦିବା ଘ୧୨/୨୯ରୁ ଘ୧/୨୨, କାଳବେଳା -ଦିବା ଘ୯/୧୫ରୁ ଘ୧୦ା୨୨, କାଳରାତ୍ରି -ରା.ଘ୩/୧୫ରୁ ଘ୪ା୨୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୫, ଦିବା ଘ୪ା୨୨ରୁ ଘ୭ା୩୫, ରାତ୍ରି ଘ୮ା୧୫ରୁ ଘ୧୦ା୨୨, ଘ୪ା୨୨ରୁ ନିଶାନ୍ତ। ଅମୃତ ଦିବା ଘ୭ା୩୫ରୁ ଘ୯ା୧୫, ଘ୨ା୨ରୁ ଘ୪ା୨୨, ରାତ୍ରି ଘ୧୨ା୨ରୁ ଘ୨ା୨୨।

 

୬.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୪ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୬ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ଦଶମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ  ସୁଦଶାବ୍ରତ। ସିଦ୍ଧିଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୧୦ା୨୯ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୨୧ରୁ ଘ୫/୪୧, କାଳବେଳା -ଦିବା ଘ୩/୧୪ରୁ ଘ୪ା୨୧, କାଳରାତ୍ରି -ରା.ଘ୧୨/୪୧ରୁ ଘ୧ା୪୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୮, ଦିବା ଘ୧୧ା୪୧ରୁ ଘ୧ା୩୪, ସଂଧ୍ୟା ଘ୫ା୪୧ରୁ ଘ୭ା୪୮, ରାତ୍ରି ଘ୧ା୪୮ରୁ ଘ୩ା୪୧, ଘ୪ା୨୧ରୁ ନିଶାନ୍ତ। ଅମୃତ ଦିବା ଘ୧ା୩୪ରୁ ଘ୩ା୧୪, ରାତ୍ରି ଘ୭ା୪୮ରୁ ଘ୧୧ା୪୮।

 

୭.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୫ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୭ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ଏକାଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ କାମଦା ଏକାଦଶୀ। ସିଦ୍ଧିଯୋଗ-ଜଳାଶୟାରମ୍ଭ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୫୪ରୁ ଘ୧୧/୩୪, କାଳବେଳା -ଦିବା ଘ୧୧/୩୪ରୁ ଘ୧ା୫୪, କାଳରାତ୍ରି -ରା.ଘ୮/୫୪ରୁ ଘ୧୦ା୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧ରୁ ଘ୯ା୫୪, ଘ୧୨ା୪୧ରୁ ଘ୨ା୪୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧, ସଂଧ୍ୟା ଘ୫ା୪୧ରୁ ଘ୯ା୨୧, ରାତ୍ରି ଘ୨ା୪୧ରୁ ନିଶାନ୍ତ।

 

୮.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୬ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୮ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଅନଙ୍ଗ ତ୍ରୟୋଦଶୀ। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୬ରୁ ଘ୨/୩୯, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୪୬, ଦିବା ଘ୪/୧୯ରୁ ଘ୬ା୪୬, କାଳରାତ୍ରି -ରା.ଘ୪/୧୯ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ଦିବା ଘ୭ା୪ ଗତେ ୧ପାଦ ଓ ରାତ୍ରି ଘ୧୨ା୩୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୬ରୁ ଘ୮ା୩୯। ଅମୃତ ଦିବା ଘ୧୦ା୨୬ରୁ ଘ୧୨ା୪୬, ଘ୨ା୩୯ରୁ ଘ୪ା୧୯, ରାତ୍ରି ଘ୧୧ା୨୬ରୁ ଘ୩ା୨୬।

 

୯.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୭ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୯ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ବିଷ୍ଣୁ ଓ ଶିବ ଦମନକ ଚତୁର୍ଦ୍ଦଶୀ। ଯମଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୭ା୧୫ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୩୧ରୁ ଘ୧୨/୧୧, କାଳବେଳା -ଦିବା ଘ୧୨/୧୧ରୁ ଘ୧ା୧୮, କାଳରାତ୍ରି -ରା.ଘ୧/୧୮ରୁ ଘ୨ା୨୫। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୨ା୧୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୩୨, ଘ୧ା୧୯ରୁ ଘ୩ା୨୬, ସଂଧ୍ୟା ଘ୬ା୧୯ରୁ ଘ୮ା୨୬, ରାତ୍ରି ଘ୨ା୨୬ରୁ ଘ୪ା୧୯। ଅମୃତ ପ୍ରାତଃ ଘ୬ା୧୯ରୁ ଘ୮ା୩୯, ରାତ୍ରି ଘ୮ା୨୬ରୁ ଘ୧୦ା୬।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top