ତିଥି ବାର ବେଳା- ମାର୍ଚ୍ଚ ୨୭-ଏପ୍ରିଲ ୨, ୨୦୧୭

News Story - Posted on 2017-03-28

୨୭.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୪ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୭ ତାରିଖ, ସୋମବାର, ଚୈତ୍ର କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର।  ଅଦ୍ୟ ଚନ୍ଦ୍ରକ୍ଷୟ, ନିଶିପାଳନ, ଶରଣ ଶେଷ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୧୦ା୬ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୩୭ରୁ ଘ୪/୩୦, କାଳବେଳା -ଦିବା ଘ୭/୩୦ରୁ ଘ୮ା୩୭, କାଳରାତ୍ରି -ରା.ଘ୧୦/୪୩ରୁ ଘ୧୧ା୫୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୭ରୁ ଘ୧୦ା୪୩, ରାତ୍ରି ଘ୧୧ା୫୦ରୁ ଘ୧ା୪୩, ଘ୨ା୨୩ରୁ ଘ୩ା୪୦। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୦, ଦିବା ଘ୧୨ା୧୭ରୁ ଘ୨ା୩୭, ଘ୪ା୩୦ରୁ ଘ୭ା୫୦, ରାତ୍ରି ଘ୪ା୩୦ରୁ ନିଶାନ୍ତ।

 

୨୮.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୫ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୮ ତାରିଖ, ମଙ୍ଗଳବାର, ଚୈତ୍ର କୃଷ୍ଣପକ୍ଷ, ଅମାବାସ୍ୟା (ପ୍ରତିପଦ କ୍ଷଃ) ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଚୈତ୍ର (ମଧୁ) ଅମାବାସ୍ୟା ଓ ବାସନ୍ତିକ ନବଦିନାତ୍ମକ ପୂଜାରମ୍ଭ, ଗୋସହସ୍ରୀ ବ୍ୟତିପାତ ସ୍ନାନଯୋଗ, ସୃଷ୍ଟିର ପ୍ରଥମ ଦିବସ ଓ ତେଲୁଗୁ ନବବର୍ଷ। ତ୍ର୍ୟହସ୍ପର୍ଶା ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୬/୪୩ରୁ ଘ୭/୨୩, କାଳବେଳା -ଦିବା ଘ୧/୧୭ରୁ ଘ୨ା୨୩, କାଳରାତ୍ରି -ରା.ଘ୬/୫୩ରୁ ଘ୭ା୫୦। ମୃତେ ପୁଷ୍କର ୧ପାଦ, ନିଶାନ୍ତ ଗ୫ା୪୦ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୨ରୁ ଘ୪ା୨୯, ରାତ୍ରି ଘ୧୦ା୨୨ରୁ ଘ୧୨ା୨୯। ଅମୃତ ଦିବା ଘ୭ା୨୨ରୁ ଘ୯ା୪୨, ଘ୧୧ା୩୬ରୁ ଘ୧ା୧୬, ରାତ୍ରି ଘ୧୨ା୨୯ରୁ ଘ୪ା୨୯।

 

୨୯.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୬ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୯ ତାରିଖ, ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ସିଦ୍ଧିଯୋଗ-ଭୂମିପୂଜା, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫ା୩୨ ଗତେ ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୩୫ରୁ ଘ୧/୨୮, କାଳବେଳା -ଦିବା ଘ୯/୨୧ରୁ ଘ୧୦ା୨୮, କାଳରାତ୍ରି -ରା.ଘ୩/୨୧ରୁ ଘ୪ା୨୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୧, ଦିବା ଘ୪ା୨୮ରୁ ଘ୭ା୪୧, ରାତ୍ରି ଘ୮ା୨୧ରୁ ଘ୧୦ା୨୮, ଘ୪ା୨୮ରୁ ନିଶାନ୍ତ। ଅମୃତ ଦିବା ଘ୭ା୪୧ରୁ ଘ୯ା୨୧, ଘ୨ା୮ରୁ ଘ୪ା୨୮, ରାତ୍ରି ଘ୧୨ା୮ରୁ ଘ୨ା୨୮।

 

୩୦.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୭ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୩୦ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ବୈଧୃତି ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୨୭ରୁ ଘ୫/୪୭, କାଳବେଳା -ଦିବା ଘ୩/୨୦ରୁ ଘ୪ା୨୭, କାଳରାତ୍ରି -ରା.ଘ୧୨/୪୭ରୁ ଘ୧ା୫୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୪, ଦିବା ଘ୧୧ା୪୭ରୁ ଘ୧ା୪୦, ସଂଧ୍ୟା ଘ୫ା୪୭ରୁ ଘ୭ା୫୪, ରାତ୍ରି ଘ୧ା୫୪ରୁ ଘ୩ା୪୭, ଘ୪ା୨୯ରୁ ନିଶାନ୍ତ। ଅମୃତ ଦିବା ଘ୧ା୪୦ରୁ ଘ୩ା୨୦, ରାତ୍ରି ଘ୭ା୫୪ରୁ ଘ୧୧ା୫୪।

 

୩୧.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୮ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୩୧ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା (କୃତ୍ତିକା କ୍ଷଃ) ନକ୍ଷତ୍ର। ଅଦ୍ୟ ମଧୁଗଣେଶ ପୂଜା। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୨ା୪୬ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୦ରୁ ଘ୧୧/୪୦, କାଳବେଳା -ଦିବା ଘ୧୧/୪୦ରୁ ଘ୨ା୦, କାଳରାତ୍ରି -ରା.ଘ୯/୦ରୁ ଘ୧୦ା୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୭ରୁ ଘ୧୦ା୦,ି ଘ୧୨ା୪୭ରୁ ଘ୨ା୫୪। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୭, ସଂଧ୍ୟା ଘ୫ା୪୭ରୁ ଘ୯ା୨୭, ରାତ୍ରି ଘ୨ା୪୭ରୁ ନିଶାନ୍ତ।

 

୧.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୯ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ଉତ୍କଳଦିବସ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୫୨ରୁ ଘ୨/୪୫, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୫୨, ଦିବା ଘ୪/୨୫ରୁ ଘ୬ା୫୨, କାଳରାତ୍ରି -ରା.ଘ୪/୨୫ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୫୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୨ରୁ ଘ୮ା୪୫। ଅମୃତ ଦିବା ଘ୧୦ା୩୨ରୁ ଘ୧୨ା୫୨, ଘ୨ା୪୫ରୁ ଘ୪ା୨୫, ରାତ୍ରି ଘ୧୧ା୩୨ରୁ ଘ୩ା୩୨।

 

୨.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୦ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୨ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ବାସନ୍ତୀ ଦେବୀଙ୍କ ବିଲ୍ୱାଧିବାସ, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୨ା୫୫ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୩୮ରୁ ଘ୧୨/୧୮, କାଳବେଳା -ଦିବା ଘ୧୨/୧୮ରୁ ଘ୧ା୨୫, କାଳରାତ୍ରି -ରା.ଘ୧/୨୫ରୁ ଘ୨ା୩୨। ମୃତେ ପୁଷ୍କର ୧ପାଦ, ଦିବା ଘ୩ା୩୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୪ରୁ ଘ୧୦ା୩୭, ଘ୧ା୨୪ରୁ ଘ୩ା୩୧, ସଂଧ୍ୟା ଘ୬ା୨୪ରୁ ଘ୮ା୩୧, ରାତ୍ରି ଘ୨ା୩୧ରୁ ଘ୪ା୨୪। ଅମୃତ ପ୍ରାତଃ ଘ୬ା୨୪ରୁ ଘ୮ା୪୪, ରାତ୍ରି ଘ୮ା୩୧ରୁ ଘ୧୦ା୧୧।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top