ତିଥି ବାର ବେଳା- ମାର୍ଚ୍ଚ ୨୦-୨୬, ୨୦୧୭

News Story - Posted on 2017-03-19

୨୦.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୭ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୦ ତାରିଖ, ସୋମବାର, ଚୈତ୍ର କୃଷ୍ଣପକ୍ଷ, ସପ୍ତମୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର।  ବ୍ୟତିପାତ ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ଦିବା ଘ୧୦ା୧୫ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୪୩ରୁ ଘ୪/୩୬, କାଳବେଳା -ଦିବା ଘ୭/୩୬ରୁ ଘ୮ା୪୩, କାଳରାତ୍ରି -ରା.ଘ୧୦/୪୯ରୁ ଘ୧୧ା୫୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୩ରୁ ଘ୧୦ା୪୯, ରାତ୍ରି ଘ୧୧ା୫୬ରୁ ଘ୧ା୪୯, ଘ୨ା୨୯ରୁ ଘ୩ା୪୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୧୨ା୨୩ରୁ ଘ୨ା୪୩, ଘ୪ା୩୬ରୁ ଘ୭ା୫୬, ରାତ୍ରି ଘ୪ା୩୬ରୁ ନିଶାନ୍ତ।

 

୨୧.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୮ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୧ ତାରିଖ, ମଙ୍ଗଳବାର, ଚୈତ୍ର କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ଦଶଦୋଳ। ଦିବା ଘ୭ା୧୫ ଗତେ ସିଦ୍ଧିଯୋଗ-ଜଳାଶୟ ଓ ଦେବତାପ୍ରତିଷ୍ଠା ଶୁଭ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୪୮ରୁ ଘ୭/୨୮, କାଳବେଳା -ଦିବା ଘ୧/୨୨ରୁ ଘ୨ା୨୮, କାଳରାତ୍ରି -ରା.ଘ୬/୫୮ରୁ ଘ୭ା୫୫। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୮ରୁ ଘ୪ା୩୫, ରାତ୍ରି ଘ୧୦ା୨୮ରୁ ଘ୧୨ା୩୫, ଘ୨ା୨୯ରୁ ଘ୩ା୪୬। ଅମୃତ ଦିବା ଘ୭ା୨୮ରୁ ଘ୯ା୪୮, ଘ୧୧ା୪୨ରୁ ଘ୧ା୨୨, ରାତ୍ରି ଘ୧୨ା୩୫ରୁ ଘ୪ା୩୫।

 

୨୨.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୯ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୨ ତାରିଖ, ବୁଧବାର, ଚୈତ୍ର କୃଷ୍ଣପକ୍ଷ, ନବମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ରାଷ୍ଟ୍ରୀୟ ନବବର୍ଷ ଓ ଶରଣ ଆରମ୍ଭ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ରାତ୍ରି ଘ୯ା୫୯ ଗତେ ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୧୨/୪୨ରୁ ଘ୧/୩୫, କାଳବେଳା -ଦିବା ଘ୯/୨୮ରୁ ଘ୧୦ା୩୫, କାଳରାତ୍ରି -ରା.ଘ୩/୨୮ରୁ ଘ୪ା୩୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୮, ଦିବା ଘ୪ା୩୫ରୁ ଘ୭ା୪୮, ରାତ୍ରି ଘ୮ା୨୮ରୁ ଘ୧୦ା୩୫, ଘ୪ା୩୫ରୁ ନିଶାନ୍ତ। ଅମୃତ ଦିବା ଘ୭ା୪୮ରୁ ଘ୯ା୨୮, ଘ୨ା୧୫ରୁ ଘ୪ା୩୫, ରାତ୍ରି ଘ୧୨ା୧୫ରୁ ଘ୨ା୩୫।

 

୨୩.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୦ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୩ ତାରିଖ, ଗୁରୁବାର, ଚୈତ୍ର କୃଷ୍ଣପକ୍ଷ, ଦଶମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ସିଦ୍ଧିଯୋଗ-ଭୂମିପୂଜା, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ଜଳାଶୟ ଓ ଦେବତାପ୍ରତିଷ୍ଠା, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୩୩ରୁ ଘ୫/୫୩, କାଳବେଳା -ଦିବା ଘ୩/୨୬ରୁ ଘ୪ା୩୩, କାଳରାତ୍ରି -ରା.ଘ୧୨/୫୩ରୁ ଘ୨ା୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୦, ଦିବା ଘ୧୧ା୫୩ରୁ ଘ୧ା୪୬, ସଂଧ୍ୟା ଘ୫ା୫୩ରୁ ଘ୮ା୦, ରାତ୍ରି ଘ୨ା୦ରୁ ଘ୩ା୫୩, ଘ୪ା୩୩ରୁ ନିଶାନ୍ତ। ଅମୃତ ଦିବା ଘ୧ା୫୬ରୁ ଘ୩ା୨୬, ରାତ୍ରି ଘ୮ା୦ରୁ ଘ୧୨ା୦।

 

୨୪.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୧ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୪ ତାରିଖ, ଶୁକ୍ରବାର, ଚୈତ୍ର କୃଷ୍ଣପକ୍ଷ, ଏକାଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ପାପମୋଚନୀ ଏକାଦଶୀ। ସିଦ୍ଧିଯୋଗ-ଜଳାଶୟ ଓ ଦେବତାପ୍ରତିଷ୍ଠା, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୬ରୁ ଘ୧୧/୪୬, କାଳବେଳା -ଦିବା ଘ୧୧/୪୬ରୁ ଘ୨ା୬, କାଳରାତ୍ରି -ରା.ଘ୯/୬ରୁ ଘ୧୦ା୧୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୩ରୁ ଘ୧୦ା୬, ଘ୧୨ା୫୩ରୁ ଘ୩ା୦। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୩, ସଂଧ୍ୟା ଘ୫ା୫୩ରୁ ଘ୯ା୩୩, ରାତ୍ରି ଘ୨ା୫୩ରୁ ନିଶାନ୍ତ।

 

୨୫.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୨ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୫ ତାରିଖ, ଶନିବାର, ଚୈତ୍ର କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ମହାବାରୁଣୀ ସ୍ନାନ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୫୯ରୁ ଘ୨/୫୨, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୫୯, ଦିବା ଘ୪/୩୨ରୁ ଘ୬ା୫୯, କାଳରାତ୍ରି -ରା.ଘ୪/୩୨ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ଦିବା ଘ୧୨ା୧୮ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୯ରୁ ଘ୮ା୫୨। ଅମୃତ ଦିବା ଘ୧୦ା୩୯ରୁ ଘ୧୨ା୫୯, ଘ୨ା୫୨ରୁ ଘ୪ା୩୨, ରାତ୍ରି ଘ୧୧ା୩୯ରୁ ଘ୩ା୩୯।

 

୨୬.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧୩ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨୬ ତାରିଖ, ରବିବାର, ଚୈତ୍ର କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ସାମାନ୍ୟ ବାରୁଣୀ ସ୍ନାନ, ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଚୁଡ଼ାକରଣ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମେଷ ରାଶିର ଘାତବାର, ତୁଳା  ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୪୪ରୁ ଘ୧୨/୨୪, କାଳବେଳା -ଦିବା ଘ୧୨/୨୪ରୁ ଘ୧ା୩୧, କାଳରାତ୍ରି -ରା.ଘ୧/୩୧ରୁ ଘ୧୨ା୩୮। ମୃତେ ପୁଷ୍କର ୧ପାଦ, ଦିବା ଘ୪ା୫୭ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୧ରୁ ଘ୧୦ା୪୪, ଘ୧ା୩୧ରୁ ଘ୩ା୩୮, ସଂଧ୍ୟା ଘ୬ା୩୧ରୁ ଘ୮ା୩୮, ରାତ୍ରି ଘ୨ା୩୮ରୁ ଘ୪ା୪୧। ଅମୃତ ପ୍ରାତଃ ଘ୬ା୩୧ରୁ ଘ୮ା୫୧, ରାତ୍ରି ଘ୮ା୩୮ରୁ ଘ୧୦ା୧୮।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top