ତିଥି ବାର ବେଳା- ମାର୍ଚ୍ଚ ୧୩-୧୯, ୨୦୧୭

News Story - Posted on 2017-03-12

୧୩.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୩୦ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୩ ତାରିଖ, ସୋମବାର, ଚୈତ୍ର କୃଷ୍ଣପକ୍ଷ, ପ୍ରତିପଦ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।  ଅଦ୍ୟ ହୋଲିପର୍ବ, ମାସାନ୍ତ। ବିବାହ, ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ, ଦେବତାପ୍ରତିଷ୍ଠା, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୪୯ରୁ ଘ୪/୪୨, କାଳବେଳା -ଦିବା ଘ୭/୪୨ରୁ ଘ୮ା୪୯, କାଳରାତ୍ରି -ରା.ଘ୧୦/୫୫ରୁ ଘ୧୨ା୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୯ରୁ ଘ୧୦ା୫୫, ରାତ୍ରି ଘ୧୨ା୨ରୁ ଘ୧ା୫୫, ଘ୨ା୩୫ରୁ ଘ୩ା୫୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୨, ଦିବା ଘ୧୨ା୨୯ରୁ ଘ୨ା୪୯, ଘ୪ା୪୨ରୁ ଘ୮ା୨, ରାତ୍ରି ଘ୪ା୪୨ରୁ ନିଶାନ୍ତ।

 

୧୪.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୧ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୪ ତାରିଖ, ମଙ୍ଗଳବାର, ଚୈତ୍ର କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଷଡ଼ଶୀତି ମୀନ ସଂକ୍ରାନ୍ତି, ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ, ତାରାତାରିଣୀ ଯାତ୍ରା। ନିରଂଶଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୬/୫୩ରୁ ଘ୭/୩୩, କାଳବେଳା -ଦିବା ଘ୧/୨୭ରୁ ଘ୨ା୩୩, କାଳରାତ୍ରି -ରା.ଘ୭/୩ରୁ ଘ୮ା୦। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୯ା୫୩ ଗତେ ୧ପାଦ। ଅଦ୍ୟ ମୀନସଂକ୍ରାନ୍ତି କୃତ୍ୟ। ରାତ୍ରି ଘ୧ା୨୯ ସମୟେ ରବି ମୀନକୁ ସଂକ୍ରମଣ। ପରଦିନ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ପୁତ୍ରବାନ‌୍‍ ବ୍ୟକ୍ତି ସଂକ୍ରାନ୍ତି ବ୍ରତ ଉପବାସ କରିବା ନିଷେଧ, କେବଳ ଦାନ ସ୍ନାନାଦି କର୍ତ୍ତବ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩୪ରୁ ଘ୪ା୪୧, ରାତ୍ରି ଘ୧୦ା୩୪ରୁ ଘ୧୨ା୪୧। ଅମୃତ ଦିବା ଘ୭ା୩୪ରୁ ଘ୯ା୫୪, ଘ୧୧ା୪୮ରୁ ଘ୧ା୨୮, ରାତ୍ରି ଘ୧୨ା୪୧ରୁ ଘ୪ା୪୧।

 

୧୫.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୫ ତାରିଖ, ବୁଧବାର, ଚୈତ୍ର କୃଷ୍ଣପକ୍ଷ, ତୃତୀୟା ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଦଗ୍ଧାତାଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୧୦ା୧୪ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୧୨/୪୭ରୁ ଘ୧/୪୦, କାଳବେଳା -ଦିବା ଘ୯/୩୩ରୁ ଘ୧୦ା୪୦, କାଳରାତ୍ରି -ରା.ଘ୩/୩୩ରୁ ଘ୪ା୪୦। ଅଦ୍ୟ ପ୍ରାତଃରୁ ସଂକ୍ରାନ୍ତିର ଗ୍ରହଶାନ୍ତି, ଦାନ, ହୋମ ଓ ସ୍ନାନାଦି ବିହିତ। ପୁତ୍ରବାନ‌୍‍ ବ୍ୟକ୍ତି ସଂକ୍ରାନ୍ତ ବ୍ରତ ଉପବାସ କରିବା ନିଷେଧ, କେବଳ ଦାନ ସ୍ନାନାଦି କର୍ତ୍ତବ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୩, ଦିବା ଘ୪ା୪୦ରୁ ଘ୭ା୫୩, ରାତ୍ରି ଘ୮ା୩୩ରୁ ଘ୧୦ା୪୦, ଘ୪ା୪୦ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୩ରୁ ଘ୯ା୩୩, ଘ୨ା୨୦ରୁ ଘ୪ା୪୦, ରାତ୍ରି ଘ୧୨ା୨୦ରୁ ଘ୨ା୪୦।

 

୧୬.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୩ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୬ ତାରିଖ, ଗୁରୁବାର, ଚୈତ୍ର କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର। ବାରବେଳା - ଦିବା ଘ୪/୩୯ରୁ ଘ୫/୫୯, କାଳବେଳା -ଦିବା ଘ୩/୩୨ରୁ ଘ୪ା୩୯, କାଳରାତ୍ରି -ରା.ଘ୧୨/୫୯ରୁ ଘ୨ା୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୧୧ା୫୯ରୁ ଘ୧ା୫୨, ସଂଧ୍ୟା ଘ୫ା୫୯ରୁ ଘ୮ା୬, ରାତ୍ରି ଘ୨ା୬ରୁ ଘ୩ା୫୯, ଘ୪ା୩୯ରୁ ନିଶାନ୍ତ। ଅମୃତ ଦିବା ଘ୧ା୫୨ରୁ ଘ୩ା୩୨, ରାତ୍ରି ଘ୮ା୬ରୁ ଘ୧୨ା୬।

 

୧୭.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୪ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୭ ତାରିଖ, ଶୁକ୍ରବାର, ଚୈତ୍ର କୃଷ୍ଣପକ୍ଷ, ପଞ୍ଚମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ପଞ୍ଚୁଦୋଳ, ଶୁକ୍ର ପଶ୍ଚିମାସ୍ତ। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର। ରାତ୍ରି ଘ୧୦ା୧୧ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୧୦/୧୨ରୁ ଘ୧୧/୫୨, କାଳବେଳା -ଦିବା ଘ୧୧/୫୨ରୁ ଘ୨ା୧୨, କାଳରାତ୍ରି -ରା.ଘ୯/୧୨ରୁ ଘ୧୦ା୧୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୯ରୁ ଘ୧୦ା୧୨, ଘ୧୨ା୫୯ରୁ ଘ୩ା୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୯, ସଂଧ୍ୟା ଘ୫ା୫୯ରୁ ଘ୯ା୩୯, ରାତ୍ରି ଘ୨ା୫୯ରୁ ନିଶାନ୍ତ।

 

୧୮.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୫ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୮ ତାରିଖ, ଶନିବାର, ଚୈତ୍ର କୃଷ୍ଣପକ୍ଷ, ଷଷ୍ଠୀ(ଅହୋରାତ୍ର) ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ସ୍କନ୍ଧଷଷ୍ଠୀ। ସିଦ୍ଧିଯୋଗ-ଭୂମିପୂଜା, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର। ବାରବେଳା - ଦିବା ଘ୧/୪ରୁ ଘ୨/୫୭, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୪/୩୭ରୁ ଘ୭ା୪, କାଳରାତ୍ରି -ରା.ଘ୪/୩୭ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୪ରୁ ଘ୮ା୫୭। ଅମୃତ ଦିବା ଘ୧୦ା୪୪ରୁ ଘ୧ା୪, ଘ୨ା୫୭ରୁ ଘ୪ା୩୭, ରାତ୍ରି ଘ୧୧ା୪୪ରୁ ଘ୩ା୪୪।

 

୧୯.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୬ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୯ ତାରିଖ, ରବିବାର, ଚୈତ୍ର କୃଷ୍ଣପକ୍ଷ, ଷଷ୍ଠୀ ତିଥି, ବିଛା ଚନ୍ଦ୍ର, ଅନୁରାଧା(ମଳ) ନକ୍ଷତ୍ର। ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ମେଷ ଓ କର୍କଟ ଓ ଧନୁ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର। ବାରବେଳା - ଦିବା ଘ୧୦/୪୯ରୁ ଘ୧୨/୨୯, କାଳବେଳା -ଦିବା ଘ୧୨/୨୯ରୁ ଘ୧ା୩୬, କାଳରାତ୍ରି -ରା.ଘ୧/୩୬ରୁ ଘ୨ା୪୪। ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬ା୧୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୬ରୁ ଘ୧୦ା୪୯, ଘ୧ା୩୬ରୁ ଘ୩ା୪୩, ସଂଧ୍ୟା ଘ୬ା୩୬ରୁ ଘ୮ା୪୩, ରାତ୍ରି ଘ୨ା୪୩ରୁ ଘ୪ା୩୬। ଅମୃତ ପ୍ରାତଃ ଘ୬ା୩୬ରୁ ଘ୮ା୫୬, ରାତ୍ରି ଘ୮ା୪୩ରୁ ଘ୧୦ା୨୩।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top