ତିଥି ବାର ବେଳା- ଫେବୃଆରୀ ୨୭-ମାର୍ଚ୍ଚ ୫, ୨୦୧୭

News Story - Posted on 2017-02-25

୨୭.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୬ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୭ ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର।  ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମିଥୁନ ଓ ଧନୁ ରାଶିର ଘାତବାର ଓ ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧ା୫ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୦ରୁ ଘ୧୧ା୬, ରାତ୍ରି ଘ୧୨ା୧୩ରୁ ଘ୨ା୬, ଘ୨ା୪୬ରୁ ଘ୪ା୩। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୩, ଦିବା ଘ୧୨ା୪୦ରୁ ଘ୩ା୦, ଘ୪ା୫୩ରୁ ଘ୮ା୧୩, ରାତ୍ରି ଘ୪ା୫୩ରୁ ନିଶାନ୍ତ।

 

୨୮.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୭ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୮ ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର କ୍ଷଃ ନକ୍ଷତ୍ର। ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ତିଥ୍ୟମୃତ ଯୋଗ-ପ୍ରାତଃ ଘ୬ା୫୫ ଗତେ ବିବାହ, ଗୃହପ୍ରତିଷ୍ଠା, ଜଳାଶୟ ଓ ଦେବତାପ୍ରତିଷ୍ଠା,  ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୩ପାଦ, ପ୍ରାତଃ ଘ୬ା୫୫ ଗତେ ୨ପାଦ ଓ ସଂଧ୍ୟା ଘ୬ା୧୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪୬ରୁ ଘ୪ା୫୩, ରାତ୍ରି ଘ୧୦ା୪୬ରୁ ଘ୧୨ା୫୩। ଅମୃତ ଦିବା ଘ୭ା୪୬ରୁ ଘ୧୦ା୬, ଘ୧୨ା୦ରୁ ଘ୧ା୪୦, ରାତ୍ରି ଘ୧୨ା୫୩ରୁ ଘ୪ା୫୩।

 

୧.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୮ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧ ତାରିଖ, ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତୃତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ନିଶାନ୍ତ ଘ୫ା୨୧ ଗତେ ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୫, ଦିବା ଘ୪ା୫୨ରୁ ଘ୮ା୫, ରାତ୍ରି ଘ୮ା୪୫ରୁ ଘ୧୦ା୫୨, ଘ୪ା୫୨ରୁ ନିଶାନ୍ତ। ଅମୃତ ଦିବା ଘ୮ା୫ରୁ ଘ୯ା୪୫, ଘ୨ା୩୨ରୁ ଘ୪ା୫୨, ରାତ୍ରି ଘ୧୨ା୩୨ରୁ ଘ୨ା୫୨।

 

୨.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୯ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୨ ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୮, ଦିବା ଘ୧୨ା୧୧ରୁ ଘ୨ା୪, ସଂଧ୍ୟା ରାତ୍ରି ଘ୬ା୧୧ରୁ ଘ୮ା୧୮, ରାତ୍ରି ଘ୨ା୧୮ରୁ ଘ୪ା୧୧, ଘ୪ା୫୧ରୁ ନିଶାନ୍ତ। ଅମୃତ ଦିବା ଘ୨ା୪ରୁ ଘ୩ା୪୪, ରାତ୍ରି ଘ୮ା୧୮ରୁ ଘ୧୨ା୧୮।

 

୩.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୦ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୩ ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ଷଷ୍ଠୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୦ରୁ ଘ୧୦ା୨୩, ଘ୧ା୧୦ରୁ ଘ୩ା୧୭। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୦, ସଂଧ୍ୟା ଘ୬ା୧୦ରୁ ଘ୯ା୫୦, ରାତ୍ରି ଘ୩ା୧୦ରୁ ନିଶାନ୍ତ।

 

୪.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୧ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୪ ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ବୈଧୃତି ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୧୪ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୮ା୨୭ ଗତେ ୩ପାଦ ଓ ରାତ୍ରତ ଘ୧୧ା୨୦ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶନି ମହାଗ୍ରହ ପୂଜା। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧୬ରୁ ଘ୯ା୯। ଅମୃତ ଦିବା ଘ୧୦ା୫୬ରୁ ଘ୧ା୧୬, ଘ୩ା୯ରୁ ଘ୪ା୪୯, ରାତ୍ରି ଘ୧୧ା୫୬ରୁ ଘ୩ା୫୬।

 

୫.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୨ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୫ ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ସପ୍ତମୀ (ଅଷ୍ଟମୀ କ୍ଷ.) ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ବିଜୁ ପଟ୍ଟନାୟକ ଜୟନ୍ତୀ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୩୨ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୯ରୁ ଘ୧୧ା୨, ଘ୧ା୪୯ରୁ ଘ୩ା୫୬, ସଂଧ୍ୟା ଘ୬ା୪୯ରୁ ଘ୮ା୫୬, ରାତ୍ରି ଘ୨ା୫୬ରୁ ଘ୪ା୪୯। ଅମୃତ ପ୍ରାତଃ ଘ୬ା୪୯ରୁ ଘ୯ା୯, ରାତ୍ରି ଘ୮ା୫୬ରୁ ଘ୧୦ା୩୬।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top