ତିଥି ବାର ବେଳା- ଫେବୃଆରୀ ୨୦-୨୬, ୨୦୧୭

News Story - Posted on 2017-02-21

୨୦.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୯ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୦ ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ନବମୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର।  ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ରାତ୍ରି ଘ୧ା୪୯ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୫ରୁ ଘ୧୧ା୧୧, ରାତ୍ରି ଘ୧୨ା୧୮ରୁ ଘ୨ା୧୧, ଘ୨ା୫୧ରୁ ଘ୪ା୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୮, ଦିବା ଘ୧୨ା୪୫ରୁ ଘ୩ା୫, ଘ୪ା୫୮ରୁ ଘ୮ା୧୮, ରାତ୍ରି ଘ୪ା୫୮ରୁ ନିଶାନ୍ତ।

 

୨୧.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୧ ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୦ରୁ ଘ୪ା୫୭, ଘ୧୦ା୫୦ରୁ ଘ୧୨ା୫୭। ଅମୃତ ଦିବା ଘ୭ା୫୦ରୁ ଘ୧୦ା୧୦, ଘ୧୨ା୪ରୁ ଘ୧ା୪୪, ରାତ୍ରି ଘ୧୨ା୫୭ରୁ ଘ୪ା୫୭।

 

୨୨.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୨ ତାରିଖ, ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ଏକାଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ପଙ୍କୋଦ୍ଧାର ଏକାଦଶୀ। ତିଥ୍ୟମୃତ ଯୋଗ-ଜଳାଶୟ ଓ ଦେବତାପ୍ରତିଷ୍ଠା, ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ରାଶି। କର୍କଟ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୦, ଦିବା ଘ୪ା୫୭ରୁ ଘ୮ା୧୦, ରାତ୍ରି ଘ୮ା୫୦ରୁ ଘ୧୦ା୫୭, ଘ୪ା୫୭ରୁ ନିଶାନ୍ତ। ଅମୃତ ଦିବା ଘ୮ା୧୦ରୁ ଘ୯ା୫୦, ଘ୨ା୩୭ରୁ ଘ୪ା୫୭, ରାତ୍ରି ଘ୧୨ା୩୭ରୁ ଘ୨ା୫୭।

 

୨୩.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୩ ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ବ୍ୟତିପାତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ  ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର ଓ ଘାତଚନ୍ଦ୍ର, ତୁଳା, ମକର ଓ ମୀନ ରାଶିର ଘାତତିଥି। ଦିବା ଘ୧୦ା୨୮ ଗତେ ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୩, ଦିବା ଘ୧୨ା୧୬ରୁ ଘ୨ା୯, ସଂଧ୍ୟା ଘ୬ା୧୬ରୁ ଘ୮ା୨୩, ରାତ୍ରି ଘ୨ା୨୩ରୁ ଘ୪ା୧୬, ଘ୪ା୫୬ରୁ ନିଶାନ୍ତ। ଅମୃତ ଦିବା ଘ୨ା୯ରୁ ଘ୩ା୪୯, ରାତ୍ରି ଘ୮ା୨୩ରୁ ଘ୧୨ା୨୩।

 

୨୪.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୪ ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ମହା ଶିବରାତ୍ରି ଓ ଜାଗର। ବ୍ରତ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର ଓ ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୬ରୁ ଘ୧୦ା୨୯, ଘ୧ା୧୬ରୁ ଘ୩ା୨୩। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୬, ସଂଧ୍ୟା ଘ୬ା୧୬ରୁ ଘ୯ା୫୬, ରାତ୍ରି ଘ୩ା୧୬ରୁ ନିଶାନ୍ତ।

 

୨୫.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୫ ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମକର ଚନ୍ଦ୍ର, ଉତ୍ତରା ନକ୍ଷତ୍ର। ଅଦ୍ୟ ଶିବ ଚତୁର୍ଦ୍ଦଶୀ ବ୍ରତ ଓ ଉପବାସ। ସିଦ୍ଧିଯୋଗ-ବ୍ରତ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର ଓ ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୫୫ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୨୧ରୁ ଘ୯ା୧୩। ଅମୃତ ଦିବା ଘ୧୧ା୧ରୁ ଘ୧ା୨୧, ଘ୩ା୧୪ରୁ ଘ୪ା୫୪, ରାତ୍ରି ଘ୧୨ା୧ରୁ ଘ୪ା୧।

 

୨୬.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୨୬ ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଅମାବାସ୍ୟା, ଗୋସହସ୍ରୀ ଗଙ୍ଗାସ୍ନାନ, ମନ୍ୱାଦ୍ୟ ଶ୍ରାଦ୍ଧ, ପ୍ରୟାଗ ତୀର୍ଥାଦି ମହତୀ ସ୍ନାନଯୋଗ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମେଷ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୪ରୁ ଘ୧୧ା୭, ଘ୧ା୫୪ ଘ୪ା୧, ସଂଧ୍ୟା ଘ୬ା୫୪ରୁ ଘ୯ା୧, ରାତ୍ରି ଘ୩ା୧ରୁ ଘ୪ା୫୪। ଅମୃତ ପ୍ରାତଃ ଘ୬ା୫୪ରୁ ଘ୯ା୧୪, ରାତ୍ରି ଘ୯ା୧ରୁ ଘ୧୦ା୪୧।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top