ତିଥି ବାର ବେଳା- ଫେବୃଆରୀ ୧୩-୧୯, ୨୦୧୭

News Story - Posted on 2017-02-12

୧୩.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୩ ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ତୃତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଦିବା ଘ୧ା୬ ଗତେ ବିବାହ, ଗୃହାରମ୍ଭ ଓ ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୪ା୨୭ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ଅଦ୍ୟ ସଂକ୍ରାନ୍ତର ପୁଣ୍ୟକାଳ। ପ୍ରାତଃରୁ ଦିନାର୍ଦ୍ଧ ମେଧ୍ୟ ଗ୍ରହଶାନ୍ତି, ହୋମ, ଦାନାଦି କର୍ତ୍ତବ୍ୟ। ସ୍ତ୍ରୀ ତୈଳ ଓ ଆମଷ ଭକ୍ଷଣ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୮ରୁ ଘ୧୧ା୧୪, ରାତ୍ରି ଘ୧୨ା୨୧ରୁ ଘ୨ା୧୪, ଘ୨ା୫୪ରୁ ଘ୪ା୧୧। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧, ଦିବା ଘ୧୨ା୪୮ରୁ ଘ୩ା୮, ସଂଧ୍ୟା ଘ୫ା୧ରୁ ଘ୮ା୨୧, ରାତ୍ରି ଘ୫ା୧ରୁ ନିଶାନ୍ତ।

 

୧୪.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୩ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୪ ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ମଳତିଥି-ଯାତାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧୨ା୧୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୪ରୁ ଘ୫ା୧, ରାତ୍ରି ଘ୧୦ା୫୪ରୁ ଘ୧ା୧। ଅମୃତ ଦିବା ଘ୭ା୫୪ରୁ ଘ୧୦ା୧୪, ଘ୧୨ା୮ରୁ ଘ୧ା୪୮, ରାତ୍ରି ଘ୧ା୧ରୁ ଘ୫ା୧।

 

୧୫.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୪ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୫ ତାରିଖ, ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ରିକ୍ତାତିଥି-ଯାତାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର ଓ ବୃଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୫୨ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୩, ଦିବା ଘ୫ା୦ରୁ ଘ୮ା୧୩, ରାତ୍ରି ଘ୮ା୫୩ରୁ ଘ୧୧ା୦, ଘ୫ା୦ରୁ ନିଶାନ୍ତ। ଅମୃତ ଦିବା ଘ୮ା୧୩ରୁ ଘ୯ା୫୩, ଘ୨ା୪୦ରୁ ଘ୫ା୦, ରାତ୍ରି ଘ୧୨ା୪୦ରୁ ଘ୩ା୦।

 

୧୬.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୫ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୬ ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ପଞ୍ଚମୀ(ମଳ) ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ସିଦ୍ଧିଯୋଗ-ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୭, ଦିବା ଘ୧୨ା୨୦ରୁ ଘ୨ା୧୩, ସଂଧ୍ୟା ଘ୬ା୨୦ରୁ ଘ୮ା୨୭, ରାତ୍ରି ଘ୨ା୨୭ରୁ ଘ୪ା୨୦, ଘ୫ା୦ରୁ ନିଶାନ୍ତ। ଅମୃତ ଦିବା ଘ୨ା୧୩ରୁ ଘ୩ା୫୩, ରାତ୍ରି ଘ୮ା୨୭ରୁ ଘ୧୨ା୨୭।

 

୧୭.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୬ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୭ ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ସିଦ୍ଧିଯୋଗ-ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୦ରୁ ଘ୧୦ା୩୩,  ଘ୧ା୨୦ରୁ ଘ୩ା୨୭। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୦, ସଂଧ୍ୟା ଘ୬ା୨୦ରୁ ଘ୧ା୧୦, ରାତ୍ରି ଘ୩ା୨୦ରୁ ନିଶାନ୍ତ।

 

୧୮.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୭ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୮ ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ସପ୍ତମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି। ଦିବା ଘ୧ା୧୦ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୩ପାଦ, ଦିବା ଘ୧୧ା୫୨ ଗତେ ୨ପାଦ ଓ ରାତ୍ରି ଘ୭ା୫୬ ଗତେ ୧ପାଦ।  ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୩୨, ଘ୧ା୧୯ରୁ ଘ୩ା୨୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୯, ସଂଧ୍ୟା ଘ୬ା୧୯ରୁ ଘ୯ା୫୯, ରାତ୍ରି ଘ୩ା୧୯ରୁ ନିଶାନ୍ତ।

 

୧୯.୨.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୮ନ, ଇଂରାଜୀ ୨୦୧୭ ମସିହା, ଫେବୃଆରୀ ୧୯ ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଯମଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ।  ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୮ରୁ ଘ୧୧ା୧୧, ଘ୧ା୫୮ରୁ ଘ୪ା୫, ସଂଧ୍ୟା ଘ୬ା୫୮ରୁ ଘ୯ା୫, ରାତ୍ରି ଘ୩ା୫ରୁ ଘ୪ା୫୮। ଅମୃତ ପ୍ରାତଃ ଘ୬ା୫୮ରୁ ଘ୯ା୧୮, ରାତ୍ରି ଘ୯ା୫ରୁ ଘ୧୦ା୪୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top