ତିଥି ବାର ବେଳା- ଜାନୁଆରୀ ୨୩-୨୯, ୨୦୧୭

News Story - Posted on 2017-01-24

୨୩.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୦ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୩ ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ଏକାଦଶୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଷଟ‌୍‍ତିଳା ଏକାଦଶୀ, ଓଳାଶୁଣୀ ମେଳା, ନେତାଜୀ ଓ ବୀର ସୁରେନ୍ଦ୍ରସାଏ ଜୟନ୍ତୀ। ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୬ରୁ ଘ୧୧ା୨୨, ରାତ୍ରି ଘ୧୨ା୨୯ରୁ ଘ୨ା୨୨, ଘ୩ା୨ରୁ ଘ୪ା୧୯। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୨, ଦିବା ଘ୧୨ା୫୬ରୁ ଘ୩ା୧୬, ସଂଧ୍ୟା ଘ୫ା୯ରୁ ଘ୮ା୨୯, ରାତ୍ରି ଘ୫ା୯ରୁ ନିଶାନ୍ତ।

 

୨୪.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୧ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୪ ତାରିଖ, ମଙ୍ଗଳବାର, ମାଘ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ତିଥ୍ୟମୃତ ଯୋଗ-ବ୍ରତ ଓ ଜଳାଶୟାରମ୍ଭ ଶୁଭ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମକର ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ଦିବା ଘ୩ା୧୦ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୨ା୨୩ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୨ରୁ ଘ୫ା୯, ରାତ୍ରି ଘ୧୧ା୨ରୁ ଘ୧ା୯। ଅମୃତ ଦିବା ଘ୮ା୨ରୁ ଘ୧୦ା୨୨, ଘ୧୨ା୧୬ରୁ ଘ୧ା୫୬, ରାତ୍ରି ଘ୧ା୯ରୁ ଘ୫ା୯।

 

୨୫.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୨ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୫ ତାରିଖ, ବୁଧବାର, ମାଘ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୧, ସଂଧ୍ୟା ଘ୫ା୮ରୁ ଘ୮ା୨୧, ରାତ୍ରି ଘ୯ା୧ରୁ ଘ୧୧ା୮, ଘ୫ା୮ରୁ ନିଶାନ୍ତ। ଅମୃତ ଦିବା ଘ୮ା୨୧ରୁ ଘ୧୦ା୧, ଘ୨ା୪୮ରୁ ଘ୫ା୮, ରାତ୍ରି ଘ୧୨ା୪୮ରୁ ଘ୩ା୮।

 

୨୬.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୩ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୬ ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଶିବଚତୁର୍ଦ୍ଦଶୀ ବ୍ରତ ଓ ଉପବାସ, ରଟନ୍ତୀ ଚତୁର୍ଦ୍ଦଶୀ, ମୂଳା ନକ୍ଷତ୍ର ଧନୁ ରାଶିକୁ ଶନିଚଳନ, ସାଧାରଣତନ୍ତ୍ର ଦିବସ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ରାତ୍ରି ଘ୪ା୧୮ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୪, ଦିବା ଘ୧୨ା୨୭ରୁ ଘ୨ା୨୦, ସଂଧ୍ୟା ଘ୬ା୨୭ରୁ ଘ୮ା୩୪, ରାତ୍ରି ଘ୨ା୩୪ରୁ ଘ୪ା୨୭, ଘ୫ା୭ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୦ରୁ ଘ୪ା୯, ରାତ୍ରି ଘ୮ା୩୪ରୁ ଘ୧୨ା୩୪।

 

୨୭.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୪ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୭ ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ତ୍ରିବେଣୀ ଅମାବାସ୍ୟା, ଶ୍ରୀବିରଜା ଦେବୀଙ୍କ ଜନ୍ମ, ଚନ୍ଦ୍ରକ୍ଷୟ, ନିଶିପାଳନ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ  ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୮ରୁ ଘ୧୦ା୪୧, ଘ୧ା୨୮ରୁ ଘ୩ା୩୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୮, ସଂଧ୍ୟା ଘ୬ା୨୮ରୁ ଘ୧୦ା୮, ରାତ୍ରି ଘ୩ା୨୮ରୁ ନିଶାନ୍ତ।

 

୨୮.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୫ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୮ ତାରିଖ, ଶନିବାର, ମାଘ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଶ୍ରୀଜଗନ୍ନାଥଙ୍କ ପଦ୍ମମୁଖ ବେଶ। ତିଥ୍ୟମୃତ ଯୋଗ-ବ୍ରତ, ଭୂମିପୂଜା, ଗୃହପ୍ରତିଷ୍ଠା, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ନିଶାନ୍ତ ଘ୫ା୫୯ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୫ରୁ ଘ୯ା୨୮। ଅମୃତ ଦିବା ଘ୧୧ା୧୫ରୁ ଘ୧ା୩୫, ଘ୩ା୮ରୁ ଘ୫ା୮, ରାତ୍ରି ଘ୧୨ା୧୫ରୁ ଘ୪ା୧୫।

 

୨୯.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧୬ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୯ ତାରିଖ, ରବିବାର, ମାଘ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର।  ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ବ୍ୟତିପାତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୨୭ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ନିଶାନ୍ତ ଘ୫ା୫୧ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚନ୍ଦ୍ରଦର୍ଶନ ଓ ପୂଜା ବିହିତ। ରବି ମହାଗ୍ରହ ପୂଜା। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୭ରୁ ଘ୧୧ା୨୦, ଘ୨ା୭ରୁ ଘ୪ା୧୪, ରାତ୍ରି ଘ୭ା୭ରୁ ଘ୯ା୧୪, ଘ୩ା୧୪ରୁ ଘ୫ା୭। ଅମୃତ ଦିବା ଘ୭ା୭ରୁ ଘ୯ା୨୭, ରାତ୍ରି ଘ୯ା୧୪ରୁ ଘ୧୦ା୫୪।।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top