ତିଥି ବାର ବେଳା- ଜାନୁଆରୀ ୧୬-୨୨, ୨୦୧୭

News Story - Posted on 2017-01-14

୧୬.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୩ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୬ ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ପାର୍ବଣଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୫ରୁ ଘ୧୧ା୨୧, ରାତ୍ରି ଘ୧୨ା୨୮ରୁ ଘ୨ା୨୧, ଘ୩ା୧ରୁ ଘ୪ା୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ଦିବା ଘ୧୨ା୫୫ରୁ ଘ୩ା୧୫, ସଂଧ୍ୟା ଘ୫ା୮ରୁ ଘ୮ା୨୮, ରାତ୍ରି ଘ୫ା୮ରୁ ନିଶାନ୍ତ।

 

୧୭.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୪ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୭ ତାରିଖ, ମଙ୍ଗଳବାର, ମାଘ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ବିବାହ ଓ ଭୂମିପୂଜା ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମକର ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୭ା୫୬ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧ା୨୮ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୨ରୁ ଘ୫ା୯, ରାତ୍ରି ଘ୧୧ା୨ରୁ ଘ୧ା୯। ଅମୃତ ଦିବା ଘ୮ା୨ରୁ ଘ୧୦ା୨୨, ଘ୧୨ା୧୬ରୁ ଘ୧ା୫୬, ରାତ୍ରି ଘ୧ା୯ରୁ ଘ୫ା୯।

 

୧୮.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୫ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୮ ତାରିଖ, ବୁଧବାର, ମାଘ କୃଷ୍ଣପକ୍ଷ, ଷଷ୍ଠୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ତିଥ୍ୟମୃତ ଯୋଗ-ବିବାହ, ବ୍ରତ, ଭୂମିପୂଜା, ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ଚୁଡ଼ାକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୨, ସଂଧ୍ୟା ଘ୫ା୯ରୁ ଘ୮ା୨୨, ରାତ୍ରି ଘ୯ା୨ରୁ ଘ୧୧ା୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୮ା୨୨ରୁ ଘ୨ା୪୯, ଘ୧୦ା୨ରୁ ଘ୫ା୯, ରାତ୍ରି ଘ୧୨ା୪୯ରୁ ଘ୩ା୯।

 

୧୯.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୬ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୯ ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ସପ୍ତମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ବ୍ରତ, ଭୂମିପୂଜା, ବିବାହ, ଗୃହାରମ୍ଭ, ଦେବତାଗଠନ, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୪ା୧୭ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୬, ଦିବା ଘ୧୨ା୨୯ରୁ ଘ୨ା୨୨, ସଂଧ୍ୟା ଘ୬ା୨୯ରୁ ଘ୮ା୩୬, ରାତ୍ରି ଘ୨ା୩୬ରୁ ଘ୪ା୨୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୨ରୁ ଘ୪ା୨, ରାତ୍ରି ଘ୮ା୩୬ରୁ ଘ୧୨ା୩୬।

 

୨୦.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୭ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୦ ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଚାଖିଖୁଣ୍ଟିଆ ଜୟନ୍ତୀ। ଯମଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୯ରୁ ଘ୧୦ା୪୨, ଘ୧ା୨୯ରୁ ଘ୩ା୩୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୯, ସଂଧ୍ୟା ଘ୬ା୨୯ରୁ ଘ୧୦ା୯, ରାତ୍ରି ଘ୩ା୨୯ରୁ ନିଶାନ୍ତ।

 

୨୧.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୮ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୧ ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ନବମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ସିଦ୍ଧିଯୋଗ-ବିବାହ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୪ା୫୯ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ, ଦିବା ଘ୮ା୪୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୬ରୁ ଘ୯ା୨୯। ଅମୃତ ଦିବା ଘ୧୧ା୧୬ରୁ ଘ୧ା୩୬, ଘ୩ା୨୯ରୁ ଘ୫ା୯, ରାତ୍ରି ଘ୧୨ା୧୬ରୁ ଘ୪ା୧୬।

 

୨୨.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୯ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨୨ ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ଦଶମୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର।  ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର। ମୃତେ ପୁଷ୍କର ୨ପାଦ, ଦିବା ଘ୧ା୨୦ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୮ରୁ ଘ୧୧ା୨୧, ଘ୨ା୮ରୁ ଘ୪ା୧୫, ରାତ୍ରି ଘ୭ା୮ରୁ ଘ୯ା୧୫, ଘ୩ା୧୫ରୁ ଘ୫ା୮। ଅମୃତ ଦିବା ଘ୭ା୮ରୁ ଘ୯ା୨୮, ରାତ୍ରି ଘ୯ା୧୫ରୁ ଘ୧୦ା୫୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top