ତିଥି ବାର ବେଳା- ଜାନୁଆରୀ ୯-୧୫, ୨୦୧୭

News Story - Posted on 2017-01-10

୯.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୬ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୯ ତାରିଖ, ସୋମବାର, ପୌଷ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଗୃହୀ ଓ ବେଷ୍ଣବୀ ଏକାଦଶୀ ବ୍ରତ। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ବୈଷ୍ଣବ୍ୟ ଏକାଦଶୀ ବ୍ରତ ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୫ରୁ ଘ୧୧ା୨୧, ରାତ୍ରି ଘ୧୨ା୨୮ରୁ ଘ୨ା୨୧, ଘ୩ା୧ରୁ ଘ୪ା୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ଦିବା ଘ୧୨ା୫୫ରୁ ଘ୩ା୧୫, ସଂଧ୍ୟା ଘ୫ା୮ରୁ ଘ୮ା୨୮, ରାତ୍ରି ଘ୫ା୮ରୁ ନିଶାନ୍ତ।

 

୧୦.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୭ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୦ ତାରିଖ, ମଙ୍ଗଳବାର, ପୌଷ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ (ମୃଗଶିରା କ୍ଷଃ) ନକ୍ଷତ୍ର। ଯମଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମକର ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୨୯ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୨ରୁ ଘ୫ା୯, ରାତ୍ରି ଘ୧୧ା୨ରୁ ଘ୧ା୯। ଅମୃତ ଦିବା ଘ୮ା୨ରୁ ଘ୧୦ା୨୨, ଘ୧୨ା୧୬ରୁ ଘ୧ା୫୬, ରାତ୍ରି ଘ୧ା୯ରୁ ଘ୫ା୯।

 

୧୧.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୮ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୧ ତାରିଖ, ବୁଧବାର, ପୌଷ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା, ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। କର୍କଟ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୨, ସଂଧ୍ୟା ଘ୫ା୯ରୁ ଘ୮ା୨୨, ରାତ୍ରି ଘ୯ା୨ରୁ ଘ୧୧ା୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୮ା୨୨ରୁ ଘ୧୦ା୨, ଘ୨ା୪୯ରୁ ଘ୫ା୯, ରାତ୍ରି ଘ୧୨ା୪୯ରୁ ଘ୩ା୯।

 

୧୨.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୯ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୨ ତାରିଖ, ଗୁରୁବାର, ପୌଷ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଦେବାଭିଷେକ ପୂର୍ଣ୍ଣିମା, ମହୋଦଧି ଆରତୀ। ବୈଧୃତିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୨୨ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୬, ଦିବା ଘ୧୨ା୨୯ରୁ ଘ୨ା୨୨, ସଂଧ୍ୟା ଘ୬ା୨୯ରୁ ଘ୮ା୩, ରାତ୍ରି ଘ୨ା୩୬ରୁ ଘ୪ା୨୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୨ରୁ ଘ୪ା୨, ରାତ୍ରି ଘ୮ା୩୬ରୁ ଘ୧୨ା୩୬।

 

୧୩.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୩୦ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୩ ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ପ୍ରତିପଦ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ରାଜାଭିଷେକ, ପୁଷ୍ୟାଭିଷେକ, ନବାଙ୍କ ବେଢା, ଶ୍ରୀମନ୍ଦିରେ ନବାଙ୍କ ବେଶ, ମାଘବ୍ରତ ଆରମ୍ଭ, ମାସାନ୍ତ। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବିଛା ଓ ମୀନ ରାଶିର ଘାତବାର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶୁକ୍ର ମହାଗ୍ରହ ପୂଜା। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୮ରୁ ଘ୧୦ା୪୧, ଘ୧ା୨୮ରୁ ଘ୩ା୩୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୮, ସଂଧ୍ୟା ଘ୬ା୨୮ରୁ ଘ୧୦ା୮, ରାତ୍ରି ଘ୩ା୨୮ରୁ ନିଶାନ୍ତ।

 

୧୪.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୧ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୪ ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି, ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ, ହଳନିଷେଧ, ପୋଙ୍ଗଲ‌୍‍। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୧ା୧ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧ା୩୧ ଗତେ ୧ପାଦ। ଅଦ୍ୟ ମକର ସଂକ୍ରାନ୍ତି କୃତ୍ୟ। ଦିବା ଘ୩ା୧୩ ସମୟେ ରବି ମକରକୁ ସଂକ୍ରମଣ। ଦିବା ଘ୭ା୧୫ରୁ ସୂର୍ଯ୍ୟାସ୍ତ ମେଧ୍ୟ ପୁଣ୍ୟକାଳ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୬ରୁ ଘ୯ା୨୯। ଅମୃତ ଦିବା ଘ୧୧ା୧୬ରୁ ଘ୧ା୩୬, ଘ୩ା୨୯ରୁ ଘ୫ା୯, ରାତ୍ରି ଘ୧୨ା୧୬ରୁ ଘ୪ା୧୬।

 

୧୫.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମକର ଦି୨ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧୫ ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ତୃତୀୟା ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର।  ଅଦ୍ୟ ପୋଙ୍ଗଲ‌୍‍। ନକ୍ଷତ୍ର ଦଗ୍ଧା-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତବାର ଓ ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୮ରୁ ଘ୧୧ା୨୧, ଘ୨ା୮ରୁ ଘ୪ା୧୫, ରାତ୍ରି ଘ୭ା୮ରୁ ଘ୯ା୧୫, ଘ୩ା୧୫ରୁ ଘ୫ା୮। ଅମୃତ ଦିବା ଘ୭ା୮ରୁ ଘ୯ା୨୮, ରାତ୍ରି ଘ୯ା୧୫ରୁ ଘ୧୦ା୫୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top