ତିଥି ବାର ବେଳା- ଡିସେମ୍ବର ୨୬, ୨୦୧୬-ଜାନୁଆରୀ ୧, ୨୦୧୭

News Story - Posted on 2016-12-24

୨୬.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୨ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୬ ତାରିଖ, ସୋମବାର, ପୌଷ କୃଷ୍ଣପକ୍ଷ, ତ୍ରୟୋଦଶୀ ଅହୋରାତ୍ର ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଯମଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୯ରୁ ଘ୧୧ା୧୫, ରାତ୍ରି ଘ୧୨ା୨୨ରୁ ଘ୨ା୧୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨, ଦିବା ଘ୧୨/୪୯ରୁ ଘ୩/୯, ସଂଧ୍ୟା ଘ୫ା୨ରୁ ଘ୮ା୨୦, ରାତ୍ରି ଘ୫/୨ରୁ ନିଶାନ୍ତ।

 

୨୭.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୩ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୭ ତାରିଖ, ମଙ୍ଗଳବାର, ପୌଷ କୃଷ୍ଣପକ୍ଷ, ତ୍ରୟୋଦଶୀ (ମଳ) ତିଥି, ବିଛା ଚନ୍ଦ୍ର, ଅନୁରାଧା (ମଳ) ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମକର ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୫ରୁ ଘ୫ା୨, ରାତ୍ରି ଘ୧୦ା୫୫ରୁ ଘ୧ା୨। ଅମୃତ ଦିବା ଘ୭/୫୫ରୁ ଘ୧୦/୧୫, ଘ୧୨ା୯ରୁ ଘ୧ା୪୯, ରାତ୍ରି ଘ୧/୨ରୁ ଘ୫ା୨।

 

୨୮.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୪ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୮ ତାରିଖ, ବୁଧବାର, ପୌଷ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ନଷ୍ଟଚନ୍ଦ୍ର ଉପବାସ ଓ ନିଶିପାଳନ, ଗୃହିଣାଂ ବକୁଳଲାଗି। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର। ଦିବା ଘ୯ା୪୬ ଗତେ ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ, ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୬, ଦିବା ଘ୫ା୩ରୁ ଘ୮ା୧୬, ରାତ୍ରି ଘ୮ା୫୬ରୁ ଘ୧୧ା୩, ଘ୫ା୩ରୁ ନିଶାନ୍ତ। ଅମୃତ ଦିବା ଘ୮/୧୬ରୁ ଘ୯/୫୬, ଘ୨ା୪୩ରୁ ଘ୫ା୩, ରାତ୍ରି ଘ୧୨/୪୩ରୁ ଘ୩ା୩।

 

୨୯.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୫ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୯ ତାରିଖ, ଗୁରୁବାର, ପୌଷ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ପ୍ଭୋଷ ଅମାବାସ୍ୟା, ଶ୍ରୀମନ୍ଦିରରେ ବକୁଳଲାଗି, ଯଜ୍ଞବରାହ ଜନ୍ମୋତ୍ସବ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୧, ଦିବା ଘ୧୨ା୨୪ରୁ ଘ୨ା୧୭, ସଂଧ୍ୟା ଘ୬ା୨୪ରୁ ଘ୮ା୩୧, ରାତ୍ରି ଘ୨ା୩୧ରୁ ଘ୪ା୨୪, ଘ୫ା୪ରୁ ନିଶାନ୍ତ। ଅମୃତ ଦିବା ଘ୨/୧୭ରୁ ଘ୩/୫୭, ରାତ୍ରି ଘ୮/୩୧ରୁ ଘ୧୨ା୩୧।

 

୩୦.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୬ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୩୦ ତାରିଖ, ଶୁକ୍ରବାର, ପୌଷ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ରାତ୍ରି ଘ୮ା୩୫ ଗତେ ଶରଣପଞ୍ଚକ। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୮ା୩୫ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୩୫ରୁ ଘ୧୦ା୩୮,  ଘ୧ା୨୫ରୁ ଘ୩ା୩୨। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୫, ସଂଧ୍ୟା ଘ୬/୨୫ରୁ ଘ୧୦/୫, ରାତ୍ରି ଘ୩/୨୫ରୁ ନିଶାନ୍ତ।

 

୩୧.୧୨.୨୦୧୬

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୭ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୩୧ ତାରିଖ, ଶନିବାର, ପୌଷ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଇଂରାଜୀ ୨୦୧୬ ମସିହା ଶେଷ। ନକ୍ଷତ୍ର ଦଗ୍ଧା-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୩ପାଦ, ଦିବା ଘ୩ା୫୩ ଗତେ ୨ପାଦ ଓ ଦିବା ଘ୪ା୨୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ରାତ୍ରି ଘ୭ା୩୨ରୁ ଘ୯ା୨୫। ଅମୃତ ଦିବା ଘ୧୧ା୧୨ରୁ ଘ୧ା୩୨, ଘ୩/୨୫ରୁ ଘ୫/୫, ରାତ୍ରି ଘ୧୨/୧୨ରୁ ଘ୪ା୧୨।

 

୧.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୮ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୧ ତାରିଖ, ରବିବାର, ପୌଷ ଶୁକ୍ଳପକ୍ଷ, ତୃତୀୟା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର।  ଅଦ୍ୟ ଇଂରାଜୀ ନୂତନ ବର୍ଷ ଆରମ୍ଭ, ସନ ୨୦୧୭ ମସିହା ପ୍ରବେଶ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମେଷ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୨୬ରୁ ଘ୧୧ା୧୯, ଘ୨ା୬ରୁ ଘ୪ା୧୩, ରାତ୍ରି ଘ୭ା୬ରୁ ଘ୯ା୧୩, ଘ୩ା୧୩ରୁ ଘ୫ା୬। ଅମୃତ ଦିବା ଘ୭ା୬ରୁ ଘ୯ା୨୬, ରାତ୍ରି ଘ୯/୧୩ରୁ ଘ୧୦ା୫୩।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top