କବିତା

News Story - Posted on 2017-11-13

ତମେ କେଉଁ ଆକାଶର ତରା ହେ?



ତେବେ କାହିଁକି କାହିଁକି କାହିଁକି?
ଏତେ ପାତର ଅନ୍ତର କାହିଁକି?
ଜଣେ ନଖାଇ ଫୋଫାଡ଼ି ଦିଅନ୍ତି, 
ପଣେ ଭୋକିଲା ପେଟରେ ଶୁଅନ୍ତି ।


News Story - Posted on 2017-08-19

ଦେହ-ସର୍ତ୍ତାବଳି ଲାଗୁ



ତୁମର ଦର୍କାର ତ

ମୁଁ ଦେଉଛି ନିଅ

ସୁନ୍ଦର ସକାଳ ପରି

ଦରଫୁଟା କଢ଼ ପରି

ମୋର ଏ ଦେହ।

ସତ କହୁଛି ଉଫଟେ କହିବିନି

ଲୁହ ବୁନ୍ଦେ ଝରିବନି

ତୁମେମାନେ ମୋତେ ଦଳି ଚାଲିଥିବା ବେଳେ

ବାଧା ଦେବିନି କଥା ଦେଲି।


News Story - Posted on 2017-08-14

ବର୍ଷାର ଆତ୍ମକଥା




News Story - Posted on 2017-07-02

ମଥୁରା : ୨୨/୦୬



ଦ୍ରୁତତର ଦୃଶ୍ୟ ଦେଖେ ଦଳବଦ୍ଧ ଦର୍ଶକର ଦେଶ

ସ୍ୱଦେଶୀ ଶାସନମତେ ହାତ କାଳେ ବିଦେଶୀବିଦେଶୀ

ଯେଉଁ ହାତ ହତ୍ୟା କରେ, କେଉଁଠି ତା ହସ ହୁଏ ଶେଷ?

କାମେରାର କାଚ ଆଗେ କାତିଲ‌୍‍ ବି କାଂଦିପାରେ ବେଶି !


News Story - Posted on 2017-06-06

ଋତୁ ସଂହାର



ବାହାର ଗରମ ସବୁ ଘରକୁ ପଶୁଚି-

ଚାଲ ଆମେ ଗଛକାଟି ଲଗାଇବା ଏସି!

କାନ୍ଥରେ ଟଙ୍ଗେଇବା ସ୍ୱର୍ଗର ପରଦା

ଗଡ଼ରେଜ ଲକର‌୍‍‌୍‍ରେ ଭର୍ତ୍ତି କରି ଖୁସି!

ଫ୍ରିଜର ଭିତରେ ଖୁନ୍ଦି ଶାନ୍ତି ଆଉ ତୃପ୍ତି

ମଙ୍ଗଳରେ ଉଡେ଼ଇବା ବିକାଶର ଧ୍ୱଜା!


News Story - Posted on 2017-05-20

ଗପୁଡ଼ି



କାଉ କେତେ ମେଳାପୀ!

କେତେ ସାଧାରଣ!

ଘରେ - ଘରେ

ଅଗଣାରେ, ତାଜା ଉପରେ ବସି

ଦିନ ରାତି ରାବି ଚାଲନ୍ତି

କା, ଖା, ଗା.....

ଯେମିତି ଚାଟଶାଳୀରେ ପାଠ ପଢୁଛନ୍ତି!


News Story - Posted on 2017-05-18

ରାତିର କବିତା



ସ୍ମୃତି ମରେ ରାତି ମରେ ପାହାନ୍ତିଆ କାକର ଟୋପାରେ,

ଏ ପାରିରୁ ଭାସିଯାଇ ଜହ୍ନ ବି ତ ସେ ପାରିରେ ମରେ!

କାହାକୁ ବା ଖୋଜେ ମୁଁ ଯେ ପାଉଁଶ ଭିତରେ?


News Story - Posted on 2017-05-18

ଜୀବନ



ଚନ୍ଦନକାଠ ପରି ସରିଯାଉଥାଏ ଧିରେ,

ଘୋରି ହେଉଥାଏ ବାରବାର।

ମହକିତ ସତ୍ତା.. ଚଉଦିଗ ବାସ୍ନାମୟ।


News Story - Posted on 2017-05-01

ତାରାଫୁଲ



ମୁଁ ଲାଗେନି ପୂଜାରେ କାହାର,

ସାଜେ ନାହିଁ ଡ୍ରଇଂ ରୁମ୍‌ରେ।

ଗଭାରେ ଖୋସିବ କିଏ?

ମୁଁ ତ ଥାଏ ମନର ବାସ୍ନାରେ।


News Story - Posted on 2017-04-27

ମୁକ୍ତି



ବେଳେବେଳେ ସୁପର୍ଣ୍ଣଖା ରୂପରେ ବି

ଆସନ୍ତି ସୁନ୍ଦରୀ କରିବାକୁ କ୍ଷତାକ୍ତ କାହାକୁ

ବେଳେବେଳେ ନ୍ୟାୟ ଦେବାବେଳେ

ସମାଜ ବି ପାଲଟଇ ମୂକ

ଅସମର୍ଥ କୁରୁସଭା ପରି।


News Story - Posted on 2017-04-27

ଠକ ଜେଜେ



କାଷ୍ଠର ପାଦୁକାପରେ ହସ୍ତୀଦନ୍ତ ଚୁଳି,

କୋଟି ଯୁଗ ଅଭିଶିକ୍ତ କୁମାର ଭରତ,

ଅନୁଜ ଲକ୍ଷ୍ମଣ, ଅପଲକ ଚଉଦ ବରଷ,

ମହାତ୍ୟାଗୀ, ତେଜି ଭୟ, ଜାୟା, ନିଦ୍ରା, କ୍ଷୁଧା,

କିନ୍ତୁ କ୍ଷୁଦ୍ର ମହାଭକ୍ତ ମାରୁତି ତୁଲ୍ୟରେ,

କହୁ ପଛେ ବହୁକଳ୍ପ, ଗୃହଶତ୍ରୁ ବିଭୀଷଣ,

ଅଭ୍ରୁକ୍ଷେପ ଅଯାଚିତ ଉପଦେଶ ଅନେକ ଅଜାଡେ,

ସହସ୍ର ଧିକ୍କାର ମୁଣ୍ଡପାତି ସହିନିଏ ଆତ୍ମ ନିର୍ବାସନ।


News Story - Posted on 2017-04-27

ବଦ୍ଧ ବିହଙ୍ଗ



ଶୃଙ୍ଖଳହୀନ ପକ୍ଷୀଟିଏ

କେତେବେଳେ ଉଡିଯାଏ ଉପରକୁ

ଆଉ କେତେବେଳେ ତଳକୁ

ମୁଦ୍ରିତ ପର୍ଣ୍ଣରେ

ଅର୍କର ରକ୍ତାଂଶୁ ରଂଜିତ ଆକାଶ

ଯା’ର ଦଖଲ ପାଇଁ ସଦର୍ପ ପ୍ରୟାସ !


News Story - Posted on 2017-04-27

ମରୁଭୂମିରେ ପ୍ରେମଗପ



ଏଇ ମୋର ଭଙ୍ଗୁର ସୌନ୍ଦର୍ଯ୍ୟ

ପାଇଛି ତୁମର କେତେ ପ୍ରେମ ଆଲିଙ୍ଗନ

ତୁମ ସେଇ ଗଭୀର ଆଖିରେ

ଉଠୁଥିବା ରହସ୍ୟର ଲହଡ଼ି ଭିତରେ।

ତୁମେ ଯେବେ ଗାଅ ପୁଣି ଭଟ୍ଟାର ସଂଗୀତ

ଆଉ ବହିଯାଅ ଛଳଛଳ ହୋଇ

ବାହିନିଅ ମୋ ଆତ୍ମାର ତରୀ

ତୁମ ଅନୁସରି।


News Story - Posted on 2017-04-04

ଓଡିଶାକୁ ଖୋଜି ଖୋଜି ବାଟବଣା



ଓଡିଶା ବୋଲି ଯାହା ଜାଣିଲି

ତାହା କଳାହାଂଡିର ଦାରିଦ୍ର୍ୟ . .ବଲାଙ୍ଗିରର ଦାଦନ,

ବିସ୍ଥାପିତ କୋରାପୁଟର କାନ୍ଦୁରା ମୁହଁ,

କନ୍ଧମାଳ ଓ ମାଲକାନଗିରିରେ ମାଓ ଆତଙ୍କ,

ବରଗଡରେ ଆତ୍ମହତ୍ୟା କରୁଥିବା ଚାଷୀପୁଅ,

ସ୍ମାର୍ଟସିଟିର ସ୍ୱପ୍ନରେ ରାହାଗିରିରେ ମାତିଥିବା ରାଜଧାନୀ,

ଗାଁଆ ଛାଡି ସହରକୁ ଛୁଟିଥିବା ଲୋକଙ୍କର ସୁଅ।


News Story - Posted on 2017-03-24

ହୋଲି



ତୁମେ ସାରୁପତ୍ରରେ

ଢଳ ଡଳ ଅଛୁଆଁ ବିନ୍ଦୁ

ଯଦିଓ ନିଜ ସଂପୃକ୍ତିର

ଦୃଢ଼ ଦାବି କର।


News Story - Posted on 2017-03-20

ଶେଷ ବସନ୍ତର ରାଗ!



ମୁଁ ଦେଖିଛି ସୂର୍ଯ୍ୟାସ୍ତର ରଙ୍ଗ

ଆଉ ଶୁଣିଛି ବି ଆର୍ତ୍ତନାଦ ନିଝୁମ ରାତିର।

ତା’ ସାଥେ ଦେଖିଛି ପୁଣି

ସୂର୍ଯ୍ୟସ୍ନାତ ସକାଳର ସ୍ମିତହାସ,

ଶୁଣିଛି ବି ଭୟାନକ ରାଗ

କେତେ ଖାଁ ଖାଁ ଲାଗୁଥିବା ନିଷ୍ଠୁର ଦିନର।


News Story - Posted on 2017-03-13

ଯେତେ ସବୁ ସକାଳ-୧



ପ୍ରତିଟି ସକାଳ ଆସେ

ନୂଆ ଭାବ ଆଉ

ନୂଆ ରୂପ ନେଇ ।

ମୋ ଉଦ୍ଦେଶ୍ୟରେ ଗଢାଥିବା ସକାଳ

ଶୂନ୍ୟତାରେ ଭରେ ପ୍ରୀତିର ବେପଥୁ ।


News Story - Posted on 2017-03-13

ତୋ ଲୁହ ପାଇଁ ଇଶ୍ବରଙ୍କ ଚିଠି



ତୁ କାହିଁ କେତେ ଦୂରରେ ମୋଠୁଁ।

ତୋ ଲୁହ ପୋଛି ଦେବା ପାଇଁ

ମୋ କୁନି କୁନି ହାତ ପାଏ ନାହିଁ।

ମୁଁ ପରା ଜଣେ ମିଛ ଇଶ୍ବର!

ମୋତେ ଭରସିବୁ ନାହିଁ।


News Story - Posted on 2017-02-10

ଏକ ବଳାତ୍କୃତା ଝିଅର ଚିତ୍କାର



ମୁଁ ବି ଦେଖିଥିଲି ଅନ୍ୟମାନଙ୍କ ପରି କୁଆଁରୀ ମନର ସ୍ବପ୍ନ।

ବଂଚିବାକୁ ଚାହିଁଥିଲି ଅନ୍ୟମାନଙ୍କ ପରି ଏକ ଜୀବନ।

ହେଲେ ହେଲା କ’ଣ?

ଆଉ ମୁଁ ପାଇଲି କ’ଣ?

ତମ ପରି କାମୁକଙ୍କ ଶିକାର ହେଇ ଜୀବନଟା ପାଲଟିଗଲା

ଏକ ବହି ବିହୀନ ମଲାଟ।

ଆଉ ଏ ସମାଜ ଧରାଇଦେଲା

ଧର୍ଷିତାର ଏକ ରଙ୍ଗୀନ ସାଟିର୍ଫିକେଟ!


News Story - Posted on 2017-02-03

ମାଲକାନଗିରିର ଦୁଃଖ



ସରଳ ନିଷ୍ପାପ ଶିଶୁଟିଏ ପରି

ମାଲ୍‌କାନଗିରି

ସବୁବେଳେ ହସୁଥାଏ

ସୁଖରେ ବି . . ଦୁଃଖରେ ବି।

ଢେମ‌୍‍ସା ନାଚୁଥାଏ

ଭୋଜିରେ ବି ଭୋକରେ ବି।

କେବେ ପୁଣି ଅନ୍ଧାର ଭିତରେ

କାହାର କଳାଛାଇ ଦେଖି

କାନ୍ଦୁଥାଏ ରାହାଧରି

ମାଲ‌୍‍କାନଗିରି . . . .।


News Story - Posted on 2016-12-31

ଆତଙ୍କବାଦୀ!



ତମେ ମାଗିଦେଲେ

ଯଦି ଫେରେଇ ହେଉଥାନ୍ତା

ଶଂଖା, ସିନ୍ଦୁର ଆଉ

ନିରୀହ ରାତିର ସେ ମିଠା ମିଠା ତାତି,

ଦର୍କାର ପଡ଼ି ନ ଥାନ୍ତା

ରାସ୍ତା ମଝିରେ ଅଧରାତିରେ

ଅଧାମରା କରି ଫିଙ୍ଗିଦେବା।


News Story - Posted on 2016-12-18

ମରୁବାଲିର ଇତିକଥା



ଦୁନିଆ ଜାଣିଛି ଖାଲି ମୁଁ ଏକ ମରୁର ବାଲି

ଇତିହାସ ଯାହାର ଅଲୋଡ଼ା।

ଦିନେ ଏଇ ମରୁବାଲି ଥିଲା ଏକ ପାହାଡ଼ ଗର୍ଭରେ

ସହିଥିଲା ପଦାଘାତ ପ୍ରଥମ ବର୍ଷାର

ଆଜି ପୁଣି ପଦାଘାତ ମରୁର ଯାତ୍ରୀର।


News Story - Posted on 2016-12-17

ଜହ୍ନରାତି, ତୁମ ସ୍ମୃତି



ଜହ୍ନ ଉଇଁଲେ ତୁମେ ମନେପଡ

ମନେପଡ ତୁମେ କେତେ,

ଅଦୂରେ ବା ଦୂରେ ଥାଅ ଯେଉଁଠାରେ

ଥରେ ଚାହିଁ ଦେଖ ମତେ।


News Story - Posted on 2016-11-03

ଈଶ୍ବର ଅଛନ୍ତି ପରା!




News Story - Posted on 2016-10-28

ଛଳନା




News Story - Posted on 2016-10-26

ନିମଗଛ ତଳେ ଏକାଏକା




News Story - Posted on 2016-10-11

ଶୁଖିଲା ପତର



ମୁଁ ଜାଣିଛି ତୁମ ସମୟ ସରୁଛି ଦ୍ରୁତତରେ

ତୁମ ସମାପ୍ତିର ପଥଧାରେ

ଉପରୁ ଡାକୁଛି ବଜ୍ର ବିଜୁଳି

ମୋକ୍ଷର ଦୁଆର ଆଖି ମାରେ!


News Story - Posted on 2016-10-08

ଛଦ୍ମବେଶ




News Story - Posted on 2016-09-24

ମହାନଦୀ




News Story - Posted on 2016-09-16

ସ୍ତୁତି




News Story - Posted on 2016-09-04

ବୋଉ




News Story - Posted on 2016-09-01

ଅଧାଗଢା




News Story - Posted on 2016-08-28

ଦାନ ମାଝୀ




News Story - Posted on 2016-08-19

ଅସୂର୍ଯ୍ୟ ସହର




News Story - Posted on 2016-08-14

ଚଷା




News Story - Posted on 2016-08-12

ବର୍ଷା




News Story - Posted on 2016-08-09

ଏଇ ଶ୍ରାବଣରେ




News Story - Posted on 2016-08-09

ମନ କଢ଼ାଏ ବାଟ




News Story - Posted on 2016-08-04

ଆକର୍ଷଣ




News Story - Posted on 2016-08-04

ଝଡ଼ ମଣିଷ




News Story - Posted on 2016-08-03

ମହାନଦୀ




News Story - Posted on 2016-07-30

ସବୁଠାରୁ ଲମ୍ୱା ଲାଇନ‍୍‌




News Story - Posted on 2016-07-06

ଚିହ୍ନା ଚିତ୍ରପଟ କେତୋଟି




News Story - Posted on 2016-07-04

ବାଟ




News Story - Posted on 2016-07-03

ଚାଲ ଜଙ୍ଗଲ




News Story - Posted on 2016-06-19

ଘଟାନ୍ତର




News Story - Posted on 2016-06-13

ଉଛୁଳା ନଈ




News Story - Posted on 2016-05-15

କଥା




News Story - Posted on 2016-05-08

ବୋଉ




News Story - Posted on 2016-04-28

ବନ୍ଦୀ




News Story - Posted on 2016-04-24

ନିର୍ନାରୀ କବିତା




News Story - Posted on 2016-04-02

ଚରିତ୍ରହୀନା




News Story - Posted on 2016-03-23

ମାତା ଓ ମାତୃଭାଷା




News Story - Posted on 2016-03-23

ସ୍ମୃତି




News Story - Posted on 2016-03-11

ଶ୍ରୀରାଧା




News Story - Posted on 2016-03-11

ପ୍ରିୟତମା




News Story - Posted on 2016-02-10

ମଲା ନଈ




News Story - Posted on 2016-02-07

ଅନ୍ନପାଳର ଆତ୍ମହତ୍ୟା




News Story - Posted on 2016-01-15

ପ୍ରେମ ପଂଚକ

 




News Story - Posted on 2016-01-14

କ୍ରୌଂଚ ମିଥୁନ



କବି ଗିରିଜା କୁମାର ବଳୀୟାରସିଂହଙ୍କ ଆଦ୍ୟ ଯୌବନର ଈଷତ୍ ଇସ୍ତାହାର


© 2015. Samanya Kathan All Rights Reserved | Editor : Debendra Prusty     

To Top