ହସକଥା

News Story - Posted on 2017-02-26

ହାସ୍ୟ ବିବିଧା



ପତି ପତ୍ନୀଙ୍କୁ ମନାଇବାକୁ ଯାଇଁ- ମୁଁ ତୁମ ପାଇଁ ଶାଢ଼ୀ ଆଣିଦେବି, ନୂଆ ମୋବାଇଲ୍‌ଟେ ବି କିଣିଦେବି, ଗହଣା ବି କିଣି ଆଣିବି, ଫିଲ୍ମ ଦେଖେଇନେବି ଆଉ ବହୁତ ଆଡ଼ ବୁଲେଇବି..।


News Story - Posted on 2017-02-25

ବିନା କାମରେ ବେତନ!



ମ୍ୟାନେଜର- ଆମେ ତୁମକୁ ପ୍ରତି ବର୍ଷ ଦେହ ଖରାପ ପାଇଁ ୨ ସପ୍ତାହ ସିକ୍‌ ଲିଭ୍‌, ୧୫ ଦିନର କାଜୁଆଲ୍‌ ଲିଭ୍‌, ୫ ଦିନର ଅପ୍ସନାଲ ଲିଭ୍‌, ୩୦ ଦିନର ସବେତନ ଛୁଟି ଦେଉ କି ନାହିଁ? ଏହା ୬୪ ଦିନ ହେଲା। ଏବେ ତୁମେ ୮୭ ଦିନ କାମ କରିଛ ବୋଲି କହୁଛ। ସେଥିରୁ ଏ ୬୪ ଦିନ ବାଦ ଦିଅ! କେତେ ଦିନ ରହିଲା?


News Story - Posted on 2017-01-18

ପୂର୍ଣ୍ଣଛେଦର ଆତଙ୍କ!




News Story - Posted on 2016-04-26

ତେହଜିବ-ଏ-ଲକ୍ଷ୍ନୌ




News Story - Posted on 2016-04-24

ୟହ ମୁଲ୍କ ଅଜୀବ ହୈ!



ୟହ ଶାଦିୟୋଁ କା ମୁଲ୍କ ହୈ, ଦାନ ଦହେଜ ଭି ଖୁବ ହୈ

ଶାଦି କରନେ କୋ ପୈସା ନେହିଁ, କୋର୍ଟ ମ୍ୟାରେଜ ନିଃଶୁଳ୍କ ହୈ।

(ବାହାଘରର ଦେଶ ଇଏ, ଜାନିଯୌତୁକ ବୋହିଯାଏ

ବାହାଘର ପାଇଁ ଟଙ୍କା ନାହିଁ, କୋର୍ଟ ମ୍ୟାରେଜ ମାଗଣା।)

 


News Story - Posted on 2016-02-08

ସଂପୂର୍ଣ୍ଣ ପାରିବାରିକ!



ସୁସ୍ମିତା ପାଇଁ ସେ ଦିନଟା ସାରା ବିଲକୁଲ ଭଲ ନଥିଲା । ବୁଲି ବୁଲି କିଛି କାମ ତ ହେଲା ନାହିଁ, ଓଲଟି ଅନେକ ଲୋକଙ୍କ ସହିତ କଳିଝଗଡ଼ା ହେଲା । ଘରକୁ ଫେରି ସେ ତାଙ୍କ ସ୍ବାମୀକୁ ଗରଗର ହୋଇ କହି ଚାଲିଲା, କେହି ମତ ଭଲ ପାଉ ନାହାନ୍ତି...କେହି ମୋ କଥା ଶୁଣୁ ନାହାନ୍ତି...ସମସ୍ତେ ମତେ ଘୃଣା କରୁଛନ୍ତି !

ସେତେବେଳ ତାଙ୍କ ସ୍ବାମୀ ଟିଭି ଦେଖୁଥିଲେ । ସେ ଟିଭି ଉପରୁ ନଜର ନଫେରେଇ ସ୍ବଗତୋକ୍ତି କରିବା ଢଙ୍ଗରେ କହିଲେ, ଏଇଟା ସତ ହେଇନଥିବ ପ୍ରିୟେ, ତୁମେ ଏତେ ବିଖ୍ୟାତ ହୋଇନ ଯେ ସାରା ପୃଥିବୀ ତୁମକୁ ଘୃଣା କରିବ..;ଅନେକ ଲୋକ ତ’ ତୁମକୁ ଜାଣି ନାହାନ୍ତି !

 


News Story - Posted on 2016-01-16

ବିବାହ ସଂପର୍କରେ-୧



ସନା ଦୁଃଖଭରା କଣ୍ଠରେ କହିଲା,  ନାଇଁରେ.. କେତେ ଝିଅ ଦେଖିଲିଣି, କେତେ ବି ପସନ୍ଦ ହେଲେଣି | କିନ୍ତୁ ମୋ ମା’ କାହାକୁ ପସନ୍ଦ କରୁନି |


© 2015. Samanya Kathan All Rights Reserved | Editor : Debendra Prusty     

To Top