ଜନସାହିତ୍ୟ
News Story - Posted on 2018-02-03
News Story - Posted on 2017-11-03
News Story - Posted on 2017-07-18
ରେଳ ଉପରୁ ଚିଲିକା ଦର୍ଶନ
ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ।
ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ।
News Story - Posted on 2017-07-15
News Story - Posted on 2017-05-12
ସମୟର ସଭାକବି ସଚ୍ଚି ରାଉତରା
ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ ରକ୍ଷାକରି ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏବଂ ପ୍ରଗତିବାଦୀ ଆନ୍ଦୋଳନର ପ୍ରମୁଖ ପ୍ରବକ୍ତା ଭାବେ ତାଙ୍କର ଅମ୍ଳାନ ପ୍ରତିଭା ଉଲ୍ଲେଖନୀୟ। ସେ ଥିଲେ କବିଙ୍କର କବି, ସାର୍ଥକ କଥାକାର ଓ ଔପନ୍ୟାସିକ, ପ୍ରଭାବଶାଳୀ ପ୍ରାବନ୍ଧିକ ଓ ସମାଲୋଚକ। ଏକାଧାରରେ କହିବାକୁ ଗଲେ - ଯେଉଁଠି ସମୟ ଓ ସଂଘାତ, ସେଇଠି ସଚ୍ଚି ରାଉତରାୟ।
News Story - Posted on 2017-05-04
ଜୁଲିଅସ ସିଜର
ତୁମେ ସବୁ ଅପଦାର୍ଥ- ଚେତନାହୀନ ପଥରଠୁ ବି ହୀନ! ଓଃ, କି କଠିନ ହୃଦୟ ତୁମର ସବୁ! ତୁମେ ନିଷ୍ଠୁର ରୋମ୍ ବାସୀ, ତୁମେ କଣ ପମ୍ପେଇଙ୍କୁ ଜାଣନା? କେତେ ଥର ତୁମେ ସବୁ କାନ୍ଥ ଉପରେ ଚଢି ଦେଖିଛ ତାଙ୍କୁ! ସ୍ତମ୍ଭ, ଝରକା ଉପରେ, ଚିମିନି ଉପରେ କାଖରେ ଛୁଆ ଜାକି, ସେଇଠି ବସିଥାଅ ଦିନସାରା ଧୈର୍ଯ୍ୟପୂର୍ଣ୍ଣ ପ୍ରତୀକ୍ଷାରେ, ମହାନ ପମ୍ପେଇକୁ ରୋମ୍ ରାସ୍ତାରେ ଯିବାର ଦେଖିବାକୁ! ଆଉ ଯେତେବେଳେ ତାଙ୍କ ରଥ ଦୃଶ୍ୟମାନ ହୁଏ, ତୁମେ କ’ଣ ଗୋଟେ ବିଶାଳ ଜୟ ଧ୍ବନି କରିନ- ଟିବର ନଦୀ କୂଳକୁ ବି ଥରାଇଦେଇଛି, ତା କୂଳରେ ହୋଇଥିବା ତୁମ ଶବ୍ଦର ପ୍ରତିଧ୍ବନି?
News Story - Posted on 2017-04-29
News Story - Posted on 2017-02-15
ଅନାବନା କବିତା
ଆଦରେ ଚାହିଁଲେ ବଢ଼ିବି : ବୋଲେ ହୁଁ ଟି।
ବାଦରେ ଚାହିଁଲେ ଝଡ଼ିବି : ବୋଲେ ହୁଁ ଟି।
ବାରିରେ ବଥୁଆ ରୋଇବୁ : ବୋଲେ ହୁଁ ଟି।
ନିତି ମୋ ମନକୁ ଧୋଇବୁ : ବୋଲେ ହୁଁ ଟି।
News Story - Posted on 2017-01-26
News Story - Posted on 2017-01-26
ନୀଳଚକ୍ରେ ଉଡୁଛି ବାନା
ନୀଳଚକ୍ରେ ଉଡୁଛି ବାନା, ଚିତ୍ତ ଚୈତନ ହରି ଭଜନା।
ଉତ୍ତରୁ ଉଜାଣି ବହୁଛି ତ୍ରିବେଣୀ
ଢଳ ହଳ ଯୋଚି ଶୂନ୍ୟେ ବିରାଜୁଛି
ସେ ରୂପ ଦେଖିଲେ ହେବୁ ଭେଟଣା।
News Story - Posted on 2017-01-26
ଆହେ ଦାସେ
ଆହେ ଦାସେ ବିନ୍ଦୁ କାହୁଁ ପାଇଲା?
କେମନ୍ତ ପ୍ରକାରେ ବିନ୍ଦୁ ଧଇଲା?
ବିନ୍ଦୁର ମହିମା ଅଟେ କେମନ୍ତ?
କହେ ଜଗନ୍ନାଥ ଶୁଣ ଅନନ୍ତ।
News Story - Posted on 2016-12-31
News Story - Posted on 2016-12-18
News Story - Posted on 2016-12-17
News Story - Posted on 2016-12-16
ସବୁରି ସବୁ ଅଛି
ସବୁରି ସବୁ ଅଛି ମୋହର କେହି ନାହିଁ
ଏକା ମୋ ପ୍ରଭୁ ଜଗନ୍ନାଥ,
ତୁମ୍ଭରି ନାମ ଧରି ବିଷ ମୁଁ ଭକ୍ଷିଅଛି
ସେ ମୋତେ ହୋଇଛି ଅମୃତ ହେ, ମହାପ୍ରଭୁ।
News Story - Posted on 2016-11-20
ସ୍ତ୍ରୀ- ଏକ ହ୍ବାଟ୍ସଆପ୍ ଗପ
କିଛି ଦିନ ଅନ୍ତେ ଲୋକଟି ରୋଗରେ ପଡିଲା ଓ ସେ ଜାଣିପାରିଲା ତା’ର ମୃତ୍ୟୁ ସମୟ ପାଖେଇ ଆସୁଛି। ସେ ନିଷ୍ପତ୍ତି ନେଲା ମୋର ଚାରୋଟି ସ୍ତ୍ରୀ। ମୁଁ ମରିଗଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିଶ୍ଚିତ ରୁପେ ସାଙ୍ଗରେ ମୃତ୍ୟୁଲୋକକୁ ନେଇଯିବି ଓ ସେ ସେଠାରେ ମୋର ଦେଖାଶୁଣା କରିବ।
News Story - Posted on 2016-11-14
News Story - Posted on 2016-10-08
ଗଳାରେ ରୁଦ୍ରାକ୍ଷ ତ୍ରିକୂଟେ ତିଳକ
ରାଧାକୃଷ୍ଣ ନାମେ ଜୀବନ ଯମୁନା ବହି ଚାଲୁଥାଏ ମିଛକୁ।
ରାମନାମ ଶୁଭେ ସ୍ୱରଗ ଦୁଆରେ କୃଷ୍ଣନାମ ରହେ ପଛକୁ।
News Story - Posted on 2016-09-22
ଶ୍ରୀରାଧା ବାତୁଳୀ
ଶ୍ରରାଧା ବାତୁଳି ପ୍ରେମ ରସାତୁଳୀ ଘେନ ଚିହ୍ନରା ଗ୍ରାହକମାନେ।
କୃଷ୍ଣ ଅତି ଦୀନେ ଦୂତିକାକୁ ଦୀନେ ପଚାରନ୍ତି କର ଧରି ଛନ୍ନେ।
ପ୍ରାଣବନ୍ଧୁ ରୀତି, କହି ମୋ ଶ୍ରୁତିକି କର ଗତି।
ହସି ଦୂତି ଭାସେ ପ୍ରେମଜଳେ ଭାସେ ବିହ୍ବଳିତ ମତି ଦିନ ରାତି।
News Story - Posted on 2016-09-02
News Story - Posted on 2016-08-19
News Story - Posted on 2016-08-15
News Story - Posted on 2016-08-14
News Story - Posted on 2016-07-30
News Story - Posted on 2016-07-30
News Story - Posted on 2016-07-22
News Story - Posted on 2016-07-22
News Story - Posted on 2016-07-22
News Story - Posted on 2016-06-16
News Story - Posted on 2016-06-13
News Story - Posted on 2016-05-23
News Story - Posted on 2016-04-19
News Story - Posted on 2016-04-01
News Story - Posted on 2016-02-22
ଜଗତେ କେବଳ, ଜନେ ହସିବେ ଏହି ତହୁଁ
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି?
ରଞ୍ଜି ନାୟକ ରଙ୍ଗେ ଚୋପଦାର, ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା?
ବଦରିକା ବନେ ନିତ୍ୟ ନିବାସ, କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର, ଖଦ୍ୟୋତ ହୋଇବ କି ପ୍ରଭାକର?
ଯାହାକୁ ଯାହା କରିଛି ଦଇବ, ତହୁଁ ନି କି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ, ପିତ୍ତଳୁଟି କେହି ହେବ ପୁରଟ?
News Story - Posted on 2016-02-11
News Story - Posted on 2016-02-09
ନଅଟି ପରାମର୍ଶ
ଇମଂ ସଂସାରମଖିଳଂ ଆଶାପାଶବିଧାୟକମ୍ I
ଦଧଦନ୍ତଃ ଫଳୈର୍ହୀନଂ ବନ୍ଧନାନାଂ ବଟଂ ଯଥା II (ଯୋଗବାଶିଷ୍ଠ)
ଅତି କ୍ଷୁଦ୍ର ବଟ ବୀଜରେ ପରିପୂର୍ଣ୍ଣ ବିଶାଳ ବଟ ବୃକ୍ଷ ଯେପରି ବିଦ୍ୟମାନ (ଅର୍ଥାତ୍ ବୀଜ ବିଶାଳ ବୃକ୍ଷର ବନ୍ଧନ ସ୍ବରୂପ), ସେହିପରି ଆଶା ରୂପକ ପାଶର ନିର୍ମାତା ଫଳହୀନ (ନଶ୍ବର ଫଳଦାତା) ଏହି ସମ୍ପୂର୍ଣ୍ଣ ସଂସାରକୁ ମନ ହିଁ ନିଜ ମଧ୍ୟରେ ଧାରଣ କରେ I
News Story - Posted on 2016-01-23
News Story - Posted on 2016-01-21
News Story - Posted on 2016-01-21