ଜନସାହିତ୍ୟ

News Story - Posted on 2017-11-03

ସମକାଳ ଚିନ୍ତା



ଗୁଣିଆ ପୋଷି ଡାହାଣୀ

ଝାଡିବାକୁ ବସେ,

ଡାହାଣି ତ୍ରିତଳେ ବସି

ମୃଦୁହସ ହସେ।


News Story - Posted on 2017-07-18

ରେଳ ଉପରୁ ଚିଲିକା ଦର୍ଶନ



ଦୂରେ ଘେନିଯାଏ ନିଦାରୁଣ ଯାନ,

ଆସେ ପୁଣି ତରୁ ଶିଳା ବ୍ୟବଧାନ।

ନିମିଷେ ଲୁଚାଏ ନିମିଷେ ଦେଖାଏ,

ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ।


News Story - Posted on 2017-07-15

ଢଗଢମାଳି



ଜମି ହଳ କଲୁ ଖତ ସାର ଦେଲୁ

ଓଲୁଅ ରୋପିଲୁ ନେଇ

ବେଳ କାଳ ଦେଖି ଖୋଳିବସିଲୁ ଯେ

କନ୍ଦମୂଳ ମିଳେ କାହିଁ!!


News Story - Posted on 2017-05-12

ସମୟର ସଭାକବି ସଚ୍ଚି ରାଉତରା



ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ ରକ୍ଷାକରି ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏବଂ ପ୍ରଗତିବାଦୀ ଆନ୍ଦୋଳନର ପ୍ରମୁଖ ପ୍ରବକ୍ତା ଭାବେ ତାଙ୍କର ଅମ୍ଳାନ ପ୍ରତିଭା ଉଲ୍ଲେଖନୀୟ। ସେ ଥିଲେ କବିଙ୍କର କବି, ସାର୍ଥକ କଥାକାର ଓ ଔପନ୍ୟାସିକ, ପ୍ରଭାବଶାଳୀ ପ୍ରାବନ୍ଧିକ ଓ ସମାଲୋଚକ। ଏକାଧାରରେ କହିବାକୁ ଗଲେ - ଯେଉଁଠି ସମୟ ଓ ସଂଘାତ, ସେଇଠି ସଚ୍ଚି ରାଉତରାୟ।


News Story - Posted on 2017-05-04

ଜୁଲିଅସ ସିଜର



ତୁମେ ସବୁ ଅପଦାର୍ଥ- ଚେତନାହୀନ ପଥରଠୁ ବି ହୀନ! ଓଃ, କି କଠିନ ହୃଦୟ ତୁମର ସବୁ! ତୁମେ ନିଷ୍ଠୁର ରୋମ୍ ବାସୀ, ତୁମେ କଣ ପମ୍ପେଇଙ୍କୁ ଜାଣନା? କେତେ ଥର ତୁମେ ସବୁ କାନ୍ଥ ଉପରେ ଚଢି ଦେଖିଛ ତାଙ୍କୁ!  ସ୍ତମ୍ଭ, ଝରକା ଉପରେ, ଚିମିନି ଉପରେ କାଖରେ ଛୁଆ ଜାକି, ସେଇଠି ବସିଥାଅ ଦିନସାରା ଧୈର୍ଯ୍ୟପୂର୍ଣ୍ଣ ପ୍ରତୀକ୍ଷାରେ, ମହାନ ପମ୍ପେଇକୁ ରୋମ୍ ରାସ୍ତାରେ ଯିବାର ଦେଖିବାକୁ! ଆଉ ଯେତେବେଳେ ତାଙ୍କ ରଥ ଦୃଶ୍ୟମାନ ହୁଏ, ତୁମେ କ’ଣ ଗୋଟେ ବିଶାଳ ଜୟ ଧ୍ବନି କରିନ- ଟିବର ନଦୀ କୂଳକୁ ବି ଥରାଇଦେଇଛି, ତା କୂଳରେ ହୋଇଥିବା ତୁମ ଶବ୍ଦର ପ୍ରତିଧ୍ବନି?


News Story - Posted on 2017-04-29

ଅନାବନା କବିତା



ମୋ ମାଟି ଗରିବ ନୁହେଁ,

ଯେତେ ଅବା ଦୁଃଖ ସହେ,

ତୁ ପରା ମୋ

ମା’ ଦେହରୁ ଲୁଗା ଖୋଲି ବିକିଚୁ !


News Story - Posted on 2017-02-15

ଅନାବନା କବିତା



ଆଦରେ ଚାହିଁଲେ ବଢ଼ିବି : ବୋଲେ ହୁଁ ଟି।

ବାଦରେ ଚାହିଁଲେ ଝଡ଼ିବି : ବୋଲେ ହୁଁ ଟି।

 ବାରିରେ ବଥୁଆ ରୋଇବୁ : ବୋଲେ ହୁଁ ଟି।

ନିତି ମୋ ମନକୁ ଧୋଇବୁ : ବୋଲେ ହୁଁ ଟି।


News Story - Posted on 2017-01-26

ବାଇମନ ହୋ



ବାଇମନ ହୋ, ବସି ହଂସକୁ ଖେଳା

ହଂସ ଉଡ଼ିଗଲେ ବୁଡ଼ିବ ଭେଳା।


News Story - Posted on 2017-01-26

ନୀଳଚକ୍ରେ ଉଡୁଛି ବାନା



ନୀଳଚକ୍ରେ ଉଡୁଛି ବାନା, ଚିତ୍ତ ଚୈତନ ହରି ଭଜନା।

ଉତ୍ତରୁ ଉଜାଣି ବହୁଛି ତ୍ରିବେଣୀ

ଢଳ ହଳ ଯୋଚି ଶୂନ୍ୟେ ବିରାଜୁଛି

ସେ ରୂପ ଦେଖିଲେ ହେବୁ ଭେଟଣା।


News Story - Posted on 2017-01-26

ଆହେ ଦାସେ



ଆହେ ଦାସେ ବିନ୍ଦୁ କାହୁଁ ପାଇଲା?

କେମନ୍ତ ପ୍ରକାରେ ବିନ୍ଦୁ ଧଇଲା?

 

ବିନ୍ଦୁର ମହିମା ଅଟେ କେମନ୍ତ?

କହେ ଜଗନ୍ନାଥ ଶୁଣ ଅନନ୍ତ।


News Story - Posted on 2016-12-31

ଅନାବନା କବିତା




News Story - Posted on 2016-12-18

ଦୀନ ବାନ୍ଧବ ହେ



ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ମଥାରେ ଦେଇ

ତୁଳସୀ ଚଉଁରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।


News Story - Posted on 2016-12-17

ଆଉ ଏଣିକିରେ ମନ



ଆଉ ଏଣିକିରେ ମନ ଭୁଲୁ କାହିଁକି?

ଉଡୁଛି କାଳ ଛଞ୍ଚାଣ ମନେ ନାହିଁକି?


News Story - Posted on 2016-12-16

ସବୁରି ସବୁ ଅଛି



ସବୁରି ସବୁ ଅଛି ମୋହର କେହି ନାହିଁ

ଏକା ମୋ ପ୍ରଭୁ ଜଗନ୍ନାଥ,

ତୁମ୍ଭରି ନାମ ଧରି ବିଷ ମୁଁ ଭକ୍ଷିଅଛି

ସେ ମୋତେ ହୋଇଛି ଅମୃତ ହେ, ମହାପ୍ରଭୁ।


News Story - Posted on 2016-11-20

ସ୍ତ୍ରୀ- ଏକ ହ୍ବାଟ୍‌ସଆପ୍‌ ଗପ



କିଛି ଦିନ ଅନ୍ତେ ଲୋକଟି ରୋଗରେ ପଡିଲା ଓ ସେ ଜାଣିପାରିଲା ତା’ର ମୃତ୍ୟୁ ସମୟ ପାଖେଇ ଆସୁଛି। ସେ ନିଷ୍ପତ୍ତି ନେଲା ମୋର ଚାରୋଟି ସ୍ତ୍ରୀ। ମୁଁ ମରିଗଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିଶ୍ଚିତ ରୁପେ ସାଙ୍ଗରେ ମୃତ୍ୟୁଲୋକକୁ ନେଇଯିବି ଓ ସେ ସେଠାରେ ମୋର ଦେଖାଶୁଣା କରିବ।


News Story - Posted on 2016-11-14

ଆ କା ମା ବୈ




News Story - Posted on 2016-10-08

ଗଳାରେ ରୁଦ୍ରାକ୍ଷ ତ୍ରିକୂଟେ ତିଳକ



ରାଧାକୃଷ୍ଣ ନାମେ ଜୀବନ ଯମୁନା ବହି ଚାଲୁଥାଏ ମିଛକୁ।

ରାମନାମ ଶୁଭେ ସ୍ୱରଗ ଦୁଆରେ କୃଷ୍ଣନାମ ରହେ ପଛକୁ।


News Story - Posted on 2016-09-22

ଶ୍ରୀରାଧା ବାତୁଳୀ



ଶ୍ରରାଧା ବାତୁଳି ପ୍ରେମ ରସାତୁଳୀ ଘେନ ଚିହ୍ନରା ଗ୍ରାହକମାନେ।

କୃଷ୍ଣ ଅତି ଦୀନେ ଦୂତିକାକୁ ଦୀନେ ପଚାରନ୍ତି କର ଧରି ଛନ୍ନେ।

ପ୍ରାଣବନ୍ଧୁ ରୀତି, କହି ମୋ ଶ୍ରୁତିକି କର ଗତି।

ହସି ଦୂତି ଭାସେ ପ୍ରେମଜଳେ ଭାସେ ବିହ୍ବଳିତ ମତି ଦିନ ରାତି।


News Story - Posted on 2016-09-02

ପ୍ରୀତିଗୀତି-୨




News Story - Posted on 2016-08-19

ପ୍ରୀତିଗୀତି-୧




News Story - Posted on 2016-08-15

ଗଙ୍ଗା ବୋଇଛ କେନୋ?




News Story - Posted on 2016-08-14

ଜନଗଣ ମନ ଅଧିନାୟକ




News Story - Posted on 2016-07-30

ବିଦ୍ରୋହୀ ରଣକ୍ଳାନ୍ତ




News Story - Posted on 2016-07-30

ଆମ ଘର




News Story - Posted on 2016-07-22

ଆଉ ଏଣିକିରେ ମନ




News Story - Posted on 2016-07-22

ଅରୁଚି ଧଇଲେ ଅମୃତ ପିତା




News Story - Posted on 2016-07-22

ଅସତୀ ନିନ୍ଦଇ ପତି




News Story - Posted on 2016-06-16

କାଳିଜାଇ




News Story - Posted on 2016-06-13

ମୌସୁମୀ




News Story - Posted on 2016-05-23

ଉନ୍ମତ୍ତା ନାଗରୀ ଫୁଲାଏ ନାକ




News Story - Posted on 2016-04-19

ତମେ ଇମିତି କାଇଁକି ହଉଚ?

 

 




News Story - Posted on 2016-04-01

ଆମର ଗାଁଆର ମଶାନ ପଦା




News Story - Posted on 2016-02-22

ଜଗତେ କେବଳ, ଜନେ ହସିବେ ଏହି ତହୁଁ



ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି?
ରଞ୍ଜି ନାୟକ ରଙ୍ଗେ ଚୋପଦାର, ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା?
ବଦରିକା ବନେ ନିତ୍ୟ ନିବାସ, କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର, ଖଦ୍ୟୋତ ହୋଇବ କି ପ୍ରଭାକର?
ଯାହାକୁ ଯାହା କରିଛି ଦଇବ, ତହୁଁ ନି କି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ, ପିତ୍ତଳୁଟି କେହି ହେବ ପୁରଟ?


News Story - Posted on 2016-02-11

ନାଗରୀର ଓଠ କଣରେ ହସ




News Story - Posted on 2016-02-09

ନଅଟି ପରାମର୍ଶ



ଇମଂ ସଂସାରମଖିଳଂ ଆଶାପାଶବିଧାୟକମ୍‌ I
ଦଧଦନ୍ତଃ ଫଳୈର୍ହୀନଂ ବନ୍ଧନାନାଂ ବଟଂ ଯଥା II (ଯୋଗବାଶିଷ୍ଠ)
ଅତି କ୍ଷୁଦ୍ର ବଟ ବୀଜରେ ପରିପୂର୍ଣ୍ଣ ବିଶାଳ ବଟ ବୃକ୍ଷ ଯେପରି ବିଦ୍ୟମାନ (ଅର୍ଥାତ୍‌ ବୀଜ ବିଶାଳ ବୃକ୍ଷର ବନ୍ଧନ ସ୍ବରୂପ), ସେହିପରି ଆଶା ରୂପକ ପାଶର ନିର୍ମାତା ଫଳହୀନ (ନଶ୍ବର ଫଳଦାତା) ଏହି ସମ୍ପୂର୍ଣ୍ଣ ସଂସାରକୁ ମନ ହିଁ ନିଜ ମଧ୍ୟରେ ଧାରଣ କରେ I


News Story - Posted on 2016-01-23

କବିତା: ଆତ୍ମନେପଦି




News Story - Posted on 2016-01-21

କବିତା: ସ୍ବପ୍ନ-୯




News Story - Posted on 2016-01-21

କବିତା: ମୁଁ କାଲି ଫୁଲହୋଇ ପୁଣି ଫୁଟିବି

 




© 2015. Samanya Kathan All Rights Reserved | Editor : Debendra Prusty     

To Top