Breaking News
ଟାଟା ପ୍ରତି ଏତେ ଦରଦ କାହିଁକିଁ?

ଟାଟା ପ୍ରତି ଏତେ ଦରଦ କାହିଁକିଁ?

ଦେବେନ୍ଦ୍ର ପୃଷ୍ଟି ୨୦୧୮ ମେ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କର ଏକ ରାୟ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କର ଅନ୍ୟ ଏକ ବହୁ କୋଟି ଟଙ୍କାର ଖଣି ଦୁର୍ନୀତି ଉଦ୍ୟମକୁ ଆପାତତଃ ଭଣ୍ଡୁର କରିଦେଇଛି । ଦିଲ୍ଲୀ ହାଇକୋର୍ଟ ଦୁଇଟି ଖଣିର ଇ-ନିଲାମ ଉପରେ ପ୍ରତିବନ୍ଧକ ଲଗାଇ ନଥିଲେ ନବୀନ ପଟ୍ଟନାୟକ ସରକାର ରାଜ୍ୟର ଆହୁରି ଦୁଇଟି ...

Read more
Blog Sidebar left Post

ନବୀନ ସରକାର ଭ୍ରଷ୍ଟ ଓ ବିଫଳ

(ଭୁବନେଶ୍ୱରର ଏଚଏଚଆଇ ହୋଟେଲରେ ୨୦୧୮ ମେ ୧୯, ୨୦ ତାରିଖରେ ଗୃହୀତ ହୋଇଥିବା ରାଜନୀତିକ ପ୍ରସ୍ତାବକୁ ଏଠାରେ ଅବିକଳ ଉପସ୍ଥାପନ କରାଯାଇଛି ।) ପ୍ରଧାନମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୪ବର୍ଷ ପୂରଣ ହେବାକୁ ଯାଉଛି । ଦେଶରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି । କଂଗ୍ରେସର ୪୮ ବର୍ଷ ଭିତରେ ଦେଶରେ ଯାହା ...

Read more

କର୍ଣ୍ଣାଟକରେ ଦୁର୍ନୀତିର ରାଜନୀତି

May 20, 2018

ବିଜଦ ସମ୍ବିଧାନ ନିହତ, କିଏ ହତ୍ୟାକାରୀ?

May 09, 2018

ଏମିତି ବି ହୋଇପାରେ!

May 08, 2018

ନବୀନଙ୍କ ଭୋଟ୍ ସୂତ୍ର

May 08, 2018
Blog Sidebar left Post

ଦିନରାତି ବସି ହିସାବ କରୁଛି ଖରଚ ସାଙ୍ଗକୁ ଜମା!

ରାଧାରାଣୀ ଷଡ଼ଙ୍ଗୀ ଗତବର୍ଷ ଭଳି ଏବର୍ଷ ବି ସେ ଭାଇକି ମନା କରିଦେଲେ ଯେ ତୁ ସାବିତ୍ରୀକୁ ଆଉ ଶାଢ଼ି ପଠାଇବୁ ନାହିଁି କି ସେ ବାବଦରେ ଟଙ୍କା ବି ପଠେଇବୁନି। କିନ୍ତୁ ସେ ନିଜେ ଯାହା କଲେ ମୋତେ ଜମାରୁ ଭଲ ଲାଗିଲାନି। ଆଠ ହଜାର ଟଙ୍କାର ଶାଢ଼ି ! କ’ଣ ଦରକାର ଏତେ ଟଙ୍କାର ଶାଢ଼ି ପିନ୍ଧିବା? ମୋତେ ଦାମିକା ଶାଢ଼ି କି ଗହ ...

Read more

ସାମାଜିକ କ୍ଷେତ୍ର ଅବହେଳିତ

May 10, 2018

ବଢ଼ୁଛି ଧନୀ-ଗରିବ ତାରତମ୍ୟ

May 09, 2018

ବାର୍ଦ୍ଧକ୍ୟ ଭତ୍ତା ହେଉ ୨ ହଜାର ଟଙ୍କା

May 08, 2018

ମୁଣ୍ଡ ପିଛା ୨୨ ହଜାର ଋଣ!

May 07, 2018
ଓଡ଼ିଶା କେତେ ପୁରୁଣା? ପଥର କହେ ଇତିହାସ!

ଓଡ଼ିଶା କେତେ ପୁରୁଣା? ପଥର କହେ ଇତିହାସ!

ଆଠ ବର୍ଷ ତଳେ ଅର୍ଥାତ ୨୦୧୦ ମସିହାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆରୁ ଗୋଟେ ପଥରର ନମୂନା ସଂଗ୍ରହ କରିନେଇଥିଲେ କେତେ ଜଣ ବୈଜ୍ଞାନିକ । ଏବେ ସେମାନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ଏହା ହେଉଛି ପୃଥିବୀର ଦ୍ୱିତୀୟ ପୁରାତନ ପଥର । ଏହା ସେହି ଅଂଚଳରେ ପଡ଼ି ରହିଛି ପ୍ରାୟ ୪୨୪ କୋଟି ବର୍ଷ ହେଲା! ଏହା ଜଣାପଡ଼ି ...

Read more
ବୁଡ଼ିଯିବ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, କୋଲକାତା!

ବୁଡ଼ିଯିବ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, କୋଲକାତା!

ପୃଥିବୀରେ ଯେତେ ପରିମାଣର ଜୀବାଶ୍ମ ଇନ୍ଧନ ଗଚ୍ଛିତ ଅଛି ତାହାକୁ ଯଦି ସାରି ଦିଆଯାଏ ତେବେ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, ହଂ କଂ ଓ କୋଲକାତା ପରି ବିଶ୍ୱର ଅନେକ ବୃହତ୍‍ ସହର ବୁଡ଼ିଯିବ ବୋଲି ବୈଜ୍ଞାନିକମାନେ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ତାହାକୁ ବିଶ୍ୱବାସୀ ଓ ରାଷ୍ଟ୍ରନେତାମାନେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ...

Read more
ମଣିଷ ଖାଉ ବାଘମାଂସ!

ମଣିଷ ଖାଉ ବାଘମାଂସ!

ବୈଷ୍ଣବ ଜେନା ଭାରତୀୟ ଭୌଗୋଳିକ ବିବିଧତାର ଏକ ନିଚ୍ଛକ ଉଦାହରଣ ହେଉଛି ତାମିରାବଣୀ ନଦୀ। କାରଣ ଏହା ଦେଶର ଏକମାତ୍ର ନଦୀ ଯାହାକି ଦକ୍ଷିଣରୁ ଉତ୍ପତ୍ତି ହୋଇ ଦୀର୍ଘ ୧୨୫ କିଲୋମିଟର ପର୍ଯ୍ୟନ୍ତ ଉତ୍ତରକୁ ଯାଇ ବଙ୍ଗୋପସାଗରରେ ମିଶିଛି। ତାମିଲନାଡୁ ଓ କେରଳ ରାଜ୍ୟର ସୀମାବର୍ତ୍ତୀ ଅଂଚଳ ତଥା ପଶ୍ଚିମଘାଟ ପର୍ବତମାତା ଅଞ୍ଚଳ ...

Read more
କାଳ କିଏ? କଳିବ କିଏ?

କାଳ କିଏ? କଳିବ କିଏ?

ଦେବେନ୍ଦ୍ର ପୃଷ୍ଟି ପୃଥିବୀ ବିଭାଣ୍ଡଂ ଗଗନ ପିଧାନଂ, ସୂର୍ଯ୍ୟାଗ୍ନି ରାତ୍ରୀଦିବା ଇନ୍ଧନେନ, ମାସର୍ତୁ ଦର୍ବୀ ପରିଘଟ୍ଟନେନ, ଭୂତାନି କାଳ ପଚତିତି ବାର୍ତ୍ତା । ମହାଭାରତର ଯକ୍ଷପ୍ରଶ୍ନରେ ଏ ଉତ୍ତର ଦେଇଛନ୍ତି ଧର୍ମରାଜ ଯୁଧିଷ୍ଠିର । ଯକ୍ଷ ତାଙ୍କୁ ପ୍ରଶ୍ନ କରିଥିଲେ, ଆଉ ଖବର କ’ଣ? ଏହାର ଉତ୍ତର ଦେବାକୁ ଧର୍ମ ...

Read more
ଲୁହା ଓ କୋଇଲା ପରେ ଥୋରିୟମ!

ଲୁହା ଓ କୋଇଲା ପରେ ଥୋରିୟମ!

ସ୍ୱତନ୍ତ୍ର ପ୍ରତିନିଧି ଲୁହା, କ୍ରୋମ ଓ କୋଇଲା ପରେ ଏବେ ଥୋରିୟମ । ରାଜ୍ୟର ଦଶର ସମସ୍ତ ମୂଲ୍ୟବାନ ଖଣିଜ ସଂପଦ ବିକି ଦେବା ପାଇଁ ସରକାର ଯେମିତି ବଦ୍ଧ ପରିକର । ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ଭରି ରହିଥିବା ବାଲି ଉପରେ ଆଖି ପକାଇଛନ୍ତି ଅନ୍ତର୍ଜାତୀୟ ଆଣବିକ ଲବି । ପ୍ରଥମେ ଭାରତ ସରକାରଙ୍କ ଅଧୀନସ୍ତ ଭାରତୀୟ ...

Read more
ଚିିଲିକାକୁ ବିକଶିତ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଚିିଲିକାକୁ ବିକଶିତ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଚିିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ଓ ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ ...

Read more
ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର ପ୍ରଧାନ

୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀରଠାରେ ଭାରତ ପେଟ୍ରୋଲିୟମ୍ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ୍ ଗେହଲଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତ ...

Read more